Daily Archives

ଜରାଜୀର୍ଣ୍ଣ ଅବସ୍ଥାରେ ବଲାଙ୍ଗିର ଟାଉନ ହଲ : ବିଜୁ ବାବୁ କରିଥିଲେ ଉଦ୍‌ଘାଟନ

ପୁନଃ ଉଦ୍ଧାର ଦାବି ନେଇ ଜାନୁଆରୀରେ ହେବ ଆନ୍ଦୋଳନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟଉନ ହଲ ଦୀର୍ଘ ଦିନ ପର୍ଯ୍ୟନ୍ତ ଅବହେଳାର ଶିକାର ହୋଇ ଜାରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏହାର ପୁନଃ ଉଦ୍ଧାର ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବୀ କରାଯାଇଥିଲେ ସୁଦ୍ଧା
Read More...

ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କୁ ନିମନ୍ତ୍ରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ଆସିଥିବା ପୂଜିତ ଅକ୍ଷତ ଓ ନିମନ୍ତ୍ରଣ ବଲାଙ୍ଗିର ନଗରର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଓ ମା' ସମଲେଶ୍ୱରୀଙ୍କୁ ଦେବ ନିମନ୍ତ୍ରଣ ସ୍ୱରୂପ ନିବେଦନ କରାଗଲା । ଏ ଅବସରରେ ଦୈନିକ ବଜାର ସ୍ଥିତ
Read More...

ପ୍ରଧାନ ଶିକ୍ଷକ ଜୟକେତନ ସିଂ ମାଝୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ କ୍ଲଷ୍ଟର ପାତଳପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକେତନ ସିଂ ମାଝୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ହଳଦୀ ୟୁପି ସ୍କୁଲଠାରେ ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
Read More...

ପାତଳପଡ଼ା ଗ୍ରାମରେ କୁରାଳ ପୂଜା ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପାତଳପଡ଼ା ଗ୍ରାମରେ ୪୧ତମ ମହାକୁମ୍ଭକାର କୁରାଳ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଦିବସରେ କୁରାଳ ପୁରାଣ ପଠନ, ମୁରିବାହାଲର ସୀତା ଚୋରି ନାଟକ ମଞ୍ଚସ୍ଥ ହେବା ସହ
Read More...

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ନବନିର୍ମିତ ପାଭିଲିଅନ୍‌ର ଉଦ୍‌ଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ନବନିର୍ମିତ ପାଭିଲିଅନ୍‌ର ଉଦଘାଟନ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସୂଚନାଯୋଗ୍ୟ ଯେ, ପାଭିଲିଅନ୍‌ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୨.୪୨ କୋଟି ଟଙ୍କାର ଅନୁଦାନ
Read More...

ଛତ୍ରପୁରର ବୋହୂ ଶ୍ରୀମତୀ ବିଶ୍ୱଜିତା ବରାଳଙ୍କୁ ବିକ୍ଷିପ୍ତା ଜ୍ୟୋତି ସମ୍ମାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ଛତ୍ରପୁରର ବୋହୂ ତଥା ପୁରୀ ଜିଲ୍ଲାର ପିତା ବୈଷ୍ଣବ ଚରଣ ବରାଳ, ମାତା ସ୍ୱର୍ଗତ ରାଜଶ୍ରୀ ବରାଳଙ୍କ ଝିଅ ଶ୍ରୀମତୀ ବିଶ୍ୱଜିତା ବରାଳଙ୍କୁ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ବୁଗୁଡାର ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ତରଫରୁ
Read More...

ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍‌ଘାଟିତ : ଅଂଶଗ୍ରହଣ କଲେ ୧୧୨୦ କ୍ରୀଡାବିଦ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡଃ ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ତଥା
Read More...

ଶାନ୍ତି ମୈତ୍ରି ଉଚ୍ଚ ବିଦ୍ୟାପୀଠ ପଲ୍ଳୀ ବିକାଶର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଳୀବିକାଶ ବିଦ୍ୟାଳୟର ବାର୍ଷିକକ୍ରୀଡା ଉତ୍ସବ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ପ୍ରଧାନ ଶିକ୍ଷକ ଋକ୍ମଣ ଦିଶ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ
Read More...

ଗଣମାଧ୍ୟମ ପେଶାରେ ଦକ୍ଷତା ଆଣିବାରେ ଅନ୍ତର୍ନିହିତ ଶକ୍ତି ମୁଖ୍ୟ ଅସ୍ତ୍ର ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟଠାରେ ସାମ୍ବାଦିକମାନଙ୍କୁ ନେଇ ଏକ ଆଲୋଚନାଚକ୍ର "ଗଣମାଧ୍ୟମ ପେଶାରେ ଦକ୍ଷତା ଆଣିବାରେ ଅନ୍ତର୍ନିହିତ ଶକ୍ତି ମୁଖ୍ୟ ଅସ୍ତ୍ର" ଅନୁଷ୍ଠିତ ହୋଇଯାଇଛି । ବିକେ ଅଞ୍ଜଳୀଙ୍କ ଆବାହକତ୍ଵ ଓ
Read More...

ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷକ ଉତ୍ସବ ‘ମୂର୍ଚ୍ଛନା’ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ 'ମୂର୍ଚ୍ଛନା' ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ପୀତାମ୍ବର ବେଶ୍ରାଙ୍କ ସଭାପତିତ୍ୱରେ ତଥା ସଂସ୍କୃତ
Read More...