Daily Archives

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସିଭିଲ୍‌ କୋର୍ଟ ସାମ୍ନାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ସିଭିଲ୍‌ କୋର୍ଟ ସାମ୍ନାରେ ରହିଥିବା ଏକ୍ୱାରିଅମ୍‌ ଜୋନରେ ଗତ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା
Read More...

କୁଇବାହାଲ ପଂଚାୟତର କଲୋନି ପଡା, ସୁରିପଡା, ମହୁଲପଡା, ଦେବାହାଲିଆପଡା, କିନ୍ଦେରକେଲା ଓ ଖଲିଆପଡା ଆଜି ବି ଅବହେଳିତ

ଆଦିବାସୀ ବହୁଳ ୬ଟି ପଡା ବାସିନ୍ଧା ଆଜିବି ମୌଳିକ ଅଧିକାରରୁ ବଂଚିତ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ଗ୍ରାମ ପଂଚାୟତ କୁଇବାହାଲ ସଂପୂର୍ଣ୍ଣ ଭାବେ ଆଦିବାସୀ ବହୁଳ ପଂଚାୟତ । ପଂଚାୟତ ସଦର ଗ୍ରାମ କୁଇବାହାଲ ସହିତ ଏହାର ୬ଟି ଆଦିବାସୀ ବହୁଳ
Read More...

ବଲାଙ୍ଗିରର ନୂତନ ସ୍ମାର୍ଟ ପାର୍କର ନାମ ‘ବଲାଙ୍ଗିର ଇକୋ ରିଟ୍ରିଟ୍‌ ପାର୍କ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ଭାବେ ନିର୍ମିତ ସ୍ମାର୍ଟ ପାର୍କର ନାମକରଣ ଉଦ୍ଦେଶ୍ୟରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ପୌର ପରିଷଦର ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ ହୋଇଥିବା ବେଳେ ଏଥିରେ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର
Read More...

ରାଉରକେଲାରେ ବ୍ୟାପିଥିବା ଡାଇରିଆ ସଂପର୍କରେ ସୂଚନା ଦେଲେ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ରାଉରକେଲାରେ ଡାଇରିଆରେ ଆକ୍ରାନ୍ତ ୨୦ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର : ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର : ରାଉରକେଲାରେ ବ୍ୟାପିଥିବା ଡାଇରିଆ ସଂପର୍କରେ ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା
Read More...

କଂଟାବାଂଜି ଅଗ୍ନିଶମ କର୍ମଚାରୀଙ୍କ ୨ଦଫା ଦାବୀ ନେଇ କଳା ବ୍ୟାଚ୍‌ ପରିଧାନ : ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ ଜାରି

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ଅଗ୍ନିଶମ କର୍ମଚାରୀମାନଙ୍କ ୨ଦଫା ଦାବୀ ନେଇ କଳା ବ୍ୟାଚ୍‌ ପରିଧାନ କରି ଆନ୍ଦୋଳନ ଜାରି ରହିଛି । ଏହା ଡିସେମ୍ବର ୧୧ତାରିଖରୁ ଜାରି ରହିଛି । ଅଗ୍ନିଶମ କର୍ମଚାରୀ ଆଗ୍ନିକ, ଆଗ୍ନିକ ଗାଡି ଚାଳକ ଓ ହାବିଲଦାର(ମୂଖ୍ୟ
Read More...

ରାଉରକେଲାରେ ଡାଇରିଆ ଆତଙ୍କ : ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୮ରେ

ରାଉରକେଲା : ରାଉରକେଲାରେ ଡାଇରିଆ ଆତଙ୍କରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେକ୍ଟର ୨୧ ନୟାବଜାରର ସରୋଜିନୀ ଖଣ୍ଡାୟତ (୪୯) । ଗତକାଲି ରାତିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ
Read More...

ଆଇସିୟୁରେ ଭର୍ତ୍ତି ହେଲେ କାଜୋଲଙ୍କ ମାଆ ତନୁଜା

ମୁମ୍ଵାଇ : ୬୦ ଦଶକର ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ତନୁଜାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି । ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତନୁଜା ବର୍ତ୍ତମାନ ଡାକ୍ତରଖାନାର ଆଇସିୟୁରେ ଅଛନ୍ତି । ତାଙ୍କ ସହ କ’ଣ ହୋଇଛି ସେ ସମ୍ପର୍କରେ ଅଧିକ ସୂଚନା ନାହିଁ ।
Read More...

ବଲିଉଡ୍‌ ଏବଂ ଭୋଜପୁରୀର ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀ ଆଉ ନାହାଁନ୍ତି

ମୁମ୍ଵାଇ : ବଲିଉଡ୍‌ ଏବଂ ଭୋଜପୁରୀ ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ତାଙ୍କ ମୁମ୍ବାଇରେ ଥିବା ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଖବର ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ମୃତ୍ୟୁ ବେଳକୁ ପ୍ରାୟ ୭୨ବର୍ଷ
Read More...

ରୋବର୍ଟ ସୃଷ୍ଟି କଲା ବିଶ୍ୱ ରେକର୍ଡ : ମାତ୍ର ୧୯.୮୭ ସେକେଣ୍ଡରେ ଶେଷ କଲା ୧୦୦ମିଟର ଦୌଡ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଡେଜିଆନ୍‌ ସ୍ଥିତ କୋରିଆ ଆଡଭାନ୍ସଡ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଡାଇନାମିକ୍ ରୋବଟ୍ କଣ୍ଟ୍ରୋଲ୍ ଏବଂ ଡିଜାଇନ୍ ଲାବୋରେଟୋରୀ ସହଯୋଗରେ ହାଉଣ୍ଡ ନାମକ ଏକ ୪ ଗୋଡ଼ ବିଶିଷ୍ଟ ରୋବଟ୍ ତିଆରି କରିଥିଲା । ଏହି ରୋବଟ୍ ଏକ ରେସ୍‌ରେ ଦୌଡି ବିଶ୍ୱ
Read More...

ସୁରତ ହୀରା ବଜାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ସୁରତ ନଗରୀର ଭବ୍ୟତାରେ ଯୋଡି ହେଲା ଏକ ନୂଆ ହୀରକସୁରତ ହୀରା ବଜାର ଭାରତୀୟ ଡିଜାଇନର, ଭାରତ ଡିଜାଇନ୍‌, ସାମଗ୍ରୀ ଓ ପରିକଳ୍ପନାର ଦକ୍ଷତାକୁ ପ୍ରତିପାଦିତ କରେ, ଏହିଭବନ ନୂଆ ଭାରତର ଦକ୍ଷତା ଓ ସଂକଳ୍ପର ପ୍ରତୀକସୁରତ ଆଜି ଲକ୍ଷ ଲକ୍ଷ ଯୁବକ ଯୁବତୀ ପାଇଁ ଏକ ସ୍ୱପ୍ନର ନଗରୀସୁରତର ଲୋକେ
Read More...