Daily Archives

୧୩ତମ ରକ୍ତଦାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଆର୍ଯ୍ୟ ସମାଜ ଓ ଇସ୍ପାତ ଜେନେରାଲ ହସ୍‌ପିଟାଲର ମିଳିତ ଆନୁକୂଲ୍ୟରେ ୧୩ତମ ରକ୍ତଦାନ ଶିବିର ଆଇଜିଏଚ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆର୍ଯ୍ୟ ସମାଜର ସଭାପତି ତରୁଣକାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗିତା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦିବାସୀ କଲ୍ୟାଣ ବିଭାଗର ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ୱେଷା ଖେଳ ପଡିଆରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ
Read More...

ଗ୍ରାମୀଣ ଡାକସେବା କର୍ମଚାରୀଙ୍କ ଦଶ ଦଫା ଦାବୀ ପ୍ରତିଵାଦରେ ଅନିର୍ଦ୍ଧିଷ୍ଟକାଳ ଯାଏଁ ଡାକଘର ବନ୍ଦ ଓ ଧର୍ମଘଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବଭାରତୀୟ ସ୍ତରୀୟ ଗ୍ରାମୀଣ ଡାକସେବା କର୍ମଚାରୀଙ୍କ ଦଶଦଫା ଦାବୀ ପ୍ରତିଵାଦରେ ଅନିର୍ଦ୍ଧିଷ୍ଟକାଳ ଯାଏଁ ଡାକଘର ବନ୍ଦ ପାଳନ ସହ ଧର୍ମଘଟ କରିଛନ୍ତି । ଫଳତଃ ସାରା ଭାରତରେ ୧ଲକ୍ଷ ୬୦ହଜାର ଗ୍ରାମୀଣ ଡାକଘର ବନ୍ଦ ରହିଛି । ସର୍ବଭାରତୀୟ ସ୍ତରରେ
Read More...

କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ -୨୦୨୩ ପାଳନ ଅବସରରେ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ତରଫରୁ "ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା" କାର୍ଯ୍ୟକ୍ରମରେ ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିରରେ
Read More...

ନାଟ୍ୟ ନିର୍ଦ୍ଦେଶକ, ଗବେଷକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦେହାନ୍ତ : ସ୍ତବ୍ଧ ଅଞ୍ଚଳବାସୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଜଣେ ସୁପରିଚିତ ନାଟ୍ୟ ନିର୍ଦ୍ଦେଶକ, ଗବେଷକ ତଥା ମ.ରାମପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପୂର୍ବତନ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ (୬୧)ଙ୍କ ଆଜି ପ୍ରାୟ ଏକଘଣ୍ଟା ସମୟରେ ବରଗଡ ସ୍ଥିତ ବିକାଶ ବେସରକାରୀ ଡାକ୍ତରଖାନାରେ
Read More...

ଦେଢ଼ଗାଁରେ ବିଦ୍ୟୁତ କେବୁଲ ସଂସ୍ପର୍ଶରେ ଜଣେ ମୃତ୍ୟୁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଦେଢ଼ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେରେ ଆସି ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଧମକଧର ଥପାଙ୍କ ପୁଅ ଲମ୍ବୋଦର ଥପା ଘର କାମ କରୁଥିବା
Read More...

ରାତିରେ ହାତୀ ଉପଦ୍ରବ

ନୀଳଗିରି : ବାଲେଶ୍ୱର ଜିଲ୍ଲା କୂଳଡିହା ଅଭୟାରଣ୍ୟ ପଞ୍ଚଲିଙ୍ଗେଶ୍ଵର ବିଟ୍ ସୁନ୍ୟମଣ୍ଡପ ନିକଟରେ ବିଳମ୍ବିତ ରାତିରେ କୂଳଡିହା ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ବର୍ତ୍ତମାନ ଚାଷୀ ଧାନକାଟି ଧାନକ୍ଷେତରେ ରଖିଥିବା ବେଳେ ପ୍ରତିଦିନ ବିଳମ୍ବିତ ରାତିରେ ହାତୀ ଅଭୟାରଣ୍ୟରୁ ଖାଦ୍ୟ
Read More...

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତ, ୬୩ ଲକ୍ଷ ଲୋକ ଉପକାର ପାଇଲେକୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିଲା, ଉପକୃତ ହେବେ ୧୩ ଲକ୍ଷଲୋକଲକ୍ଷ୍ମୀ ଯୋଜନା
Read More...

ବାଇକ୍-ସ୍କୁଟି ଧକ୍କା

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଜୁନାଡିହି-କୁଚିଣ୍ଡା ରାସ୍ତାର ଲଇଡାସ୍ଥିତ ବିଦ୍ୟୁତ ଗ୍ରୀଡ୍ ସାମ୍ନାରେ ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଛି । ଫଳରେ ଉଭୟ ଗାଡ଼ିର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନେ ହେଲେ କୁଚିଣ୍ଡାର ଉତ୍କର୍ଷ
Read More...

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ଓ ଖେଳ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ ମହାବିଦ୍ୟାଳୟର ଅଧକ୍ଷ୍ୟ ରାଜେନ୍ଦ୍ର ପୁରୋହିତଙ୍କ ସଭାପତିତ୍ୱରେ ସମ୍ପନ୍ନ ହୋଇଯାଇଛି । ଏହି
Read More...