Daily Archives

ସପ୍ତମ ଏସ୍‌ଏସ୍‌ଏଚ୍‌ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁଇଡିହି ସ୍ଥିତ ଜ୍ୟୋତି କ୍ଲବ ଦ୍ଵାରା ସପ୍ତମ ଆମନ୍ତ୍ରଣ ଏସ୍‌ଏସ୍‌ଏଚ୍‌ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋନା ପର୍ବତ ଓରାମଟୋଲା ଫୁଟବଲ ପଡ଼ିଆଠାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବର ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାକ୍ତନ ସିଆର୍‌ପିଏଫ୍‌
Read More...

ବଲାଙ୍ଗିରଠାରେ ଜାତୀୟସ୍ତର ମଡେଲର୍‌ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟସ୍ତର ପ୍ରତିଯୋଗିତା ଇଣ୍ଡିଆ ପପୁଲାର ମଡେଲର୍‌ ପ୍ରଥମ ସେମିଫାଇନାଲ ଅଡିସନ ରାଉଣ୍ଡ ବଲାଙ୍ଗିର ସ୍ଥିତ ଲଭ କୋଇସେନ କେଫେ ରମେଶ୍ୱର ଗାର୍ଡେନ ଗଇଁତଲା ଛକ ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାରୁ ବହୁତ ପ୍ରତିଯୋଗୀ ଅଡିସନ ଦେଇ ନିଜର
Read More...

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ପରିବେଶ ସଚେତନତା ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ପରିବେଶ ସଚେତନତା ଶୋଭାଯାତ୍ରା । ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା, ଆମକୁ ଦରକାର ପ୍ଲାଷ୍ଟିକ ମୁକ୍ତ ଜୀବନ, ସମସ୍ତେ ମିଶିବା, ପ୍ଲାଷ୍ଟିକ ନାଶିବା ଏଭଳି ସ୍ଲୋଗାନ ଓ ପ୍ଲାକାର୍ଡ ଧରି ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର
Read More...

ଗୁଡିଘାଟ ପଞ୍ଚାୟତ ଚାଷୀଙ୍କ ଲଘୁଚାପ ବର୍ଷାରେ ଧାନ ଫସଲ ନଷ୍ଟ ଯୋଗୁଁ ସରକାରୀ ସହାୟତା ପାଇଁ ରାଜସ୍ଵ ନିରୀକ୍ଷକଙ୍କୁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତର ଚାଷୀମାନଙ୍କ ପକ୍ଷରୁ ଲଘୁଚାପ ବର୍ଷାରେ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ମୁରିବାହାଲ ତହସିଲଦାରଙ୍କୁ ଗୁଡିଘାଟ ରାଜସ୍ଵ ନିରୀକ୍ଷକଙ୍କ ଜରିଆରେ
Read More...

ମା ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଖମାରୀ ଦଳ ଚାମ୍ପିଆନ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଭୁର୍ଷାଗୁଡା ଗ୍ରାମରେ ଚାଲିଥିବା ମା ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ରୁପ୍ରା ଦଳ ଓ ଖମାରି ଦଳ ଫାଇନାଲ୍
Read More...

ଯାହାକୁ ରଖିବେ ଅନନ୍ତ……

ସମ୍ବଲପୁର, (କେପିଏନ୍‌ଏସ୍‌) : ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ଏହି ଉକ୍ତି ଆଜି ସତ ହୋଇଛି । ଏଭଳି ଏକ ଚମତ୍କାର ଘଟଣା ଲୋକ ଲୋଚନକୁ ଆସିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅନ୍ତର୍ଗତ ଲାରିପାଲି ଗାଁରେ । କେହି ଜଣେ କୁଆଁରୀ ମା’ ଲୋକଲଜ୍ଜା ପାଇଁ ଏକ ନବଜାତକକୁ ଫିଙ୍ଗି ଦେଇ
Read More...

ଆସନ୍ତା ୧୫ ବଲାଙ୍ଗିର ସହ ସାରା କୋଶଲାଂଚଳରେ ବନ୍ଦ ଡାକରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁର ବିଜୟାନନ୍ଦ ଚିନିକଳ ସହ ଅନ୍ୟାନ୍ୟ କୃଷିଭିତ୍ତିକ ଶିଳ୍ପର ପୁନଃଉଦ୍ଧାର ତଥା ପଶ୍ଚିମ ଓଡ଼ିଶାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଦାବୀ ନେଇ ଆସନ୍ତା ଜାନୁଆରୀ ୧୫ରେ ବଲାଙ୍ଗିର ସହ କୋଶଲାଂଚଳରେ ୧୨ ଘଂଟିଆ ବନ୍ଦ
Read More...

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ତୁରୁମୁ୍ଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ବଜାର ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ବାଉଁଶୁଳି ଗ୍ରାମର ଫକିର ମହାକୁଡ଼ (୩୫) ବୋଲି ଜଣାପଡିଛି । ସେ ଆଜି ଖିରେଇଟାଙ୍ଗିରୀ ସାପ୍ତାହିକ ହାଟକୁ
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଉଦ୍‌ଯାପିତ ସନ୍ଧ୍ୟା : ଇଣ୍ଡିଆନ୍‌ ମେଡିକାଲ୍ ଆସୋସିଏସନ୍ ରାଉରକେଲା ଶାଖା ତରଫରୁ…

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଉଦ୍‌ଯାପନୀ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଇଣ୍ଡିଆନ୍‌ ମେଡିକାଲ୍ ଆସୋସିଏସନ୍ ରାଉରକେଲା ଶାଖା ତରଫରୁ ନାଟକ 'ମୁଁ ବିଶର ମହାନ୍ତି' ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଡ.
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ୨୦ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ୨୦ତମ ବାର୍ଷିକ କ୍ରୀଡା ସ୍ଥାନୀୟ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ ଓ ସଂପାଦକ ଡା. ଲକ୍ଷ୍ମଣ କୁମାର ମେହେର ମୁଖ୍ୟ
Read More...