Daily Archives

କୁର୍ଲୁବାହାଲ ଗ୍ରାମରୁ ନାବାଳିକା ନିଖୋଜ ଘଟଣା : ସମ୍ବଲପୁର ସାକ୍ଷୀପଡାରୁ ଉଦ୍ଧାର

ଅପହରଣ ଅଭିଯୋଗରେ ବେଗପଡା, ଡୁଙ୍ଗୁରୀପାଲିର ଯୁବକ ଶୁଭମ୍ ଛୁରା ପୋକସୋ କୋର୍ଟ ଚାଲାଣ ପରେ ଜେଲ ଗଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ଗତ ୨୯ ତାରିଖ ସନ୍ଧ୍ୟାରୁ ଘରୁ
Read More...

ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ସରକାରଙ୍କ ମୂଳ ଲକ୍ଷ୍ୟ ହେଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ବର୍ତ୍ତମାନ ସରକାରଙ୍କ ଦ୍ୱାରା ସମ୍ବନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଚାଲିଛି । ଏହି ଯୋଜନା ଦ୍ୱାରା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା କ୍ରୀଡା, ସାମାଜିକ, ସାଂସ୍କୃତିକ ଗୁଣର ପରିପ୍ରକାଶ କରାଇବା ମୁଖ୍ୟ
Read More...

ଡାଲଖାଇ ଗବେଷଣା କେନ୍ଦ୍ର ବଲାଙ୍ଗିରରେ ପ୍ରତିଷ୍ଠା ପାଇଁ ସାଂସ୍କୃତିକ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାର୍କିଟ ହାଉସଠାରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ବଲାଙ୍ଗିର ଗସ୍ତ ସମୟରେ ସ୍ଥାନୀୟ ସର୍କିଟ ହାଉସରେ ବଲାଙ୍ଗିର କଳା ଓ ସଂସ୍କୃତି ସଂଘ ଓ ତହଁକ କୁଟୁମ୍‌ ତରଫରୁ ବଲାଙ୍ଗିରରେ ଡାଲଖାଇ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଏବଂ କୋସଲ
Read More...

ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦର ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ମହାରାଜା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୨୨୧ ଜଣ ଶିଶୁ
Read More...

ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ବ୍ରହ୍ମା ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର ପ୍ରମୁଖ କର୍ମକର୍ତ୍ତାଙ୍କ
Read More...

ଖରାଲି ରହେନଚୁଆଁମୁଣ୍ଡା ସିଦ୍ଧ ଲିଙ୍ଗେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟର ବାର୍ଷିକ ଉତ୍ସବ : ପଶ୍ଚିମ ଓଡ଼ିଶା ବିକାଶ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଖରାଲି ଗ୍ରାମ ନିକଟରେ ଥିବା ପ୍ରସିଦ୍ଧ ସିଦ୍ଧି କ୍ଷେତ୍ର ରହେନଚୁଆଁ ମୁଣ୍ଡା ବ୍ରାହ୍ମଣୀ ପାହାଡ଼ଠାରେ ଶ୍ରୀ ସିଦ୍ଧ ଲିଙ୍ଗେଶ୍ୱର ମହାଦେବ ମନ୍ଦିରରେ
Read More...

‘ରାଷ୍ଟ୍ର ସର୍ବୋପରି’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବିଦ୍ୟା ଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁଯାୟୀ ଶିକ୍ଷା ବିକାଶ ସମିତି ତୁଷୁରା ସଂକୁଳର 'ରାଷ୍ଟ୍ର ସର୍ବୋପରି' ଶୀର୍ଷକ ଆଲୋଚନା ଚକ୍ର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତୁଷୁରା ପରିସରର ସଂକୁଳ
Read More...

କର୍ଲାମୁଣ୍ଡା କପ୍‌ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ଜରାସିଙ୍ଗାକୁ ପରାସ୍ତ କରି ଚିଚର୍ଲା ବିଜୟୀ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ସ୍ଥିତ ଚିନାବାଡ଼ି ପଡିଆଠାରେ ଆଜି କର୍ଲାମୁଣ୍ଡା ଫୁଟବଲ ଟିମ ପକ୍ଷରୁ ଚତୁର୍ଥ କର୍ଲାମୁଣ୍ଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ
Read More...

କୂଅରେ ପଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ

ଢେଙ୍କାନାଳ : କୂଅରେ ପଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳର ନକଟକା ଗାଁରେ । ସୂଚନା ଅନୁସାରେ ଗତକାଲି ଅପରାହ୍ଣରୁ ନିଖୋଜ ଥିଲେ ଏହି ଦୁଇ ଶିଶୁ । ଏଥିରେ ଜଣକୁ ୫ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କୁ ୪ ବର୍ଷ ବୋଲି ସୂଚନା ମିଳିଛି । କୂଅରୁ ଦୁଇ
Read More...

ଟିଟିଲାଗଡ଼ରେ ଏଲ୍‌ଆଇସିର ସମ୍ବଲପୁର ମଣ୍ଡଳସ୍ତରୀୟ ଏସ୍‌ସି, ଏସ୍‌ଟି ବୁଦ୍ଧିଷ୍ଟ କଲ୍ୟାଣ କର୍ମଚାରୀ ସଂଘର ୩୦ତମ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସ୍‌ସି, ଏସ୍‌ଟି, ବୁଦ୍ଧିଷ୍ଟ ଏଲ୍‌ଆଇସି କଲ୍ୟାଣ କର୍ମଚାରୀ ସଂଗଠନର ଡ଼ିଭିଜନାଲ କନ୍‌ଫରେନ୍ସ୍‌ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଏଲ୍‌ଆଇସିର
Read More...