Daily Archives

୭ ବର୍ଷ ପରେ ବି ସମ୍ପୂର୍ଣ୍ଣ ହୋଇନି ପତ୍ରାପାଲି(ଖ) ପଞ୍ଚାୟତ କାର୍ଯ୍ୟାଳୟ କୋଠା : ପଞ୍ଚାୟତବାସୀଙ୍କ ବ୍ଲକ କାର୍ଯ୍ୟାଳୟ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ୪ଟି ନୂତନ ପଞ୍ଚାୟତ କାର୍ଯ୍ୟାଳୟ କୋଠା ମଧ୍ୟରୁ ୩ଟି କାର୍ଯ୍ୟାଳୟ କୋଠା କାମ ଶେଷ ହୋଇ ବହୁ ଦିନରୁ କାର୍ଯ୍ୟକାରୀ ହୋଇସାରିଛି । କେବଳ ପତ୍ରାପାଲି(ଖ) ପଞ୍ଚାୟତ କାର୍ଯ୍ୟାଳୟ କୋଠା ଦୀର୍ଘ ୭ବର୍ଷ ପରେ ମଧ୍ୟ କାମ
Read More...

ମୁରିବାହାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ଲଘୁଚାପ ଜନିତ ବର୍ଷାରେ ଚାଷର କ୍ଷତିପୂରଣ ଓ କୃଷିଋଣ ଛାଡ ଦାବୀରେ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ବ୍ଲକର ୨୨ଟି ପଞ୍ଚାୟତ ଅଂଚଳରେ ଚଳିତ ମିଗ୍‌ଜୋମ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଚାଷର ଉପଯୁକ୍ତ କ୍ଷତିପୂରଣ ଓ କୃଷିଋଣ ଛାଡ ଭଳି ୪ ଦଫା ଦାବୀପତ୍ର ଆଜି ଶୁକ୍ରବାର ବଲାଙ୍ଗିର ଜିଲ୍ଲାପାଳଙ୍କୁ
Read More...

ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାରେ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲର ଡ଼ିଗ୍ରୀ କଲେଜରେ ଶୁକ୍ରବାର ଅନୁଷ୍ଠିତ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ନୋଡାଲ ଅଫିସର ତଥା ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶୟତ ସଭା ପରିଚାଳନା କରିଥିଲେ । ଆଜି ତିନୋଟି
Read More...

ଶିବତଲାରେ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୬ଦିନ ବ୍ୟାପି ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଶିବତଲା ପଂଚାୟତ ଉଚ୍ଚ
Read More...

ଭବାନୀପାଟଣାଠାରେ ନୂଆ ଓଡ଼ିଶା ଯୋଜନାର ଶୁଭାରମ୍ଭ

କଳାହାଣ୍ଡି, (ପିକେସାହୁ) : ଆଜି ଭବାନୀପାଟଣା ମୁଖ୍ୟାଳୟର ଅଶ୍ଵାନ ସଭାଗୃହରେ ନୂଆ (ନୂତନ ଉନ୍ନତ ଅଭିଳାଷା) ଓଡିଶା ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାର ଶୁଭାରମ୍ଭ ଭୁବନେଶ୍ୱରରୁ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି
Read More...

ରାଉରକେଲା ମହାବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ‘ପାରମ୍ପରିକ ବେଶଭୂଷା…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ନୂଆ ଓ, 'ଯୁବ ଓଡ଼ିଶା, ନବୀନ ଓଡ଼ିଶା' କାର୍ଯ୍ୟକ୍ରମ 'ପାରମ୍ପରିକ ବେଶଭୂଷା ପ୍ରଦର୍ଶନ' ପ୍ରତିଯୋଗିତା ସେକ୍ଟର- ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପିକେସାହୁ) : ଆଜି ଭବାନୀପାଟଣାଠାରେ ଜିଲ୍ଳାପାଳଙ୍କ ବାସଗୃହ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଜିଲ୍ଳାସ୍ତରୀୟ ନିଯୁକ୍ତି ମେଳାର ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ
Read More...

କୃଷି ଯନ୍ତ୍ରପାତି ଭଡ଼ାରେ ଲଗାଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ବିଷ୍ଣୁମୁଣ୍ଡାର ମମତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନେ ଗୃହିଣୀ ଥିଲେ । କିନ୍ତୁ ଆଜି ନିଜ ହାତରେ ନିଜେ ଦୁଇ ପଇସା ରୋଜଗାର କରି ଜଣେ ସଫଳ ବ୍ୟବସାୟୀ ହୋଇ ଚର୍ଚ୍ଚାରେ ଅଛନ୍ତି ଜଣେ ମହିଳା । ତେବେ ସେହି ମହିଳା ଜଣକ ହେଉଛନ୍ତି ବଲାଙ୍ଗିରର ୧୭ ନମ୍ବର ୱାର୍ଡର ବିଷ୍ଣୁମୁଣ୍ଡା ଗାଆଁର ମମତା ନାଏକ । ମମତା ୭
Read More...

ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ହେଲା ଶୋକମୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଣିଷର ମୃତ୍ୟୁ ପରେ ଜନସମାଜ ତାଙ୍କ ଗୁଣଗାନ କଲେ ମାନବ ଜନ୍ମ ସାର୍ଥକ ହୋଇଥାଏ । ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଏହା ଜଳଜଳ ହୋଇ ଜଣାପଡୁଥିଲା । ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରତନପୁରଠାରେ ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ
Read More...

ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାସ୍ଥିତ ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ହୋଇଯାଇଛି । ଏହା ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ
Read More...