Daily Archives

ସରିଲା କଟକର ଐତିହାସିକ ବାଲିଯାତ୍ରା

କଟକ : ଶେଷ ହେଲା କଟକର ଐତିହାସିକ ବାଲିଯାତ୍ରା । ୯ ଦିନ ଧରି ଚାଲିଥିବା ଏସିଆର ସର୍ବ ବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳାର ଶେଷ ଦିନରେ ଜମେଇ କି ବୁଲିଲେ ସମସ୍ତେ । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିଲା ବାଲିଯାତ୍ରା । ଚଳିତ ବର୍ଷ ୮ ଦିନ ଧରି ଚାଲିଥିବା ବେଳେ ପରେ ଗୋଟିଏ ଦିନ ବୃଦ୍ଧି
Read More...

ଦୁର୍ବଳ ହେଲା ବାତ୍ୟା ମିଗ୍‌ଜୋମ୍‌ : ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆନ୍ଧ୍ର ଉପକୂଳରେ ଅତିକ୍ରମ ପରେ ବାତ୍ୟା ‘ମିଗ୍‌ଜୋମ୍‌’ର ବଳ କମିଛି । ଯେଉଁ ଗତିପଥ ଆକଳନ କରାଯାଉଥିଲା ତା’ଠାରୁ ଭିନ୍ନ ରହିଲା ତା’ର ବାଟ । ଆନ୍ଧ୍ର ଉପକୂଳରେ ଆଗକୁ ନ ବଢ଼ି ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିଛି । ଯାହାଫଳରେ ଦକ୍ଷିଣ ଓଡ଼ିଶାରେ ଯେଉଁଭଳି ବର୍ଷାର ଆକଳନ
Read More...

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ

ଆନନ୍ଦପୁର : ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ପକ୍ଷର ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଆଗରଦା ଗାଁର ଘଟଣା । ଖବର ଅନୁଯାୟୀ, ଆଗରଦା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ
Read More...

ପୂର୍ବତନ ସରପଞ୍ଚ ପରକ୍ଷିତ ସାହୁଙ୍କ ପରଲୋକ

ଆଗଲପୁର, (କେପିଏନ୍‌ଏସ୍‌) :ଆଗଲପୁର ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ତଥା ଭରସୂଜା ପଞ୍ଚାୟତର ପୂର୍ବତନ ସରପଞ୍ଚ ପରକ୍ଷିତ ସାହୁ (ଜଟିଆ)ଙ୍କ ୮୩ ବର୍ଷ ବୟସରେ ଗତ ୩.୧୨.୨୩ରେ ପରଲୋକ ହୋଇଯାଇଛି । ପୁତ୍ର ଅଶୋକ ସାହୁ, ଅକ୍ଷୟ ସାହୁ ନାତି ଗଣେଶ ସାହୁ, ସଚିନ ସାହୁ ଏବଂ ସଂପର୍କୀୟଙ୍କ
Read More...

ବଲାଙ୍ଗିରରେ ୬୧ତମ ହୋମ୍‌ଗାର୍ଡ ଡେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ସ୍ଥିତ ରିଜର୍ଭ ପୋଲିସ୍‌ ପ୍ୟାରେଡ୍‌ ଗ୍ରାଉଣ୍ଡଠାରେ ବଲାଙ୍ଗିର ହୋମ୍‌ଗାର୍ଡ ଅର୍‌ଗାନାଇଜେସନ୍‌ ତଥା ଜିଲ୍ଲା ପୋଲିସ ପକ୍ଷରୁ ୬୧ତମ ବାର୍ଷିକ ହୋମ୍‌ଗାର୍ଡ ଡେ’-୨୦୨୩ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ
Read More...

ଗୋହିରାପଦର ଗାଁରେ ବିଏସ୍‌ଏଚ୍ ଦଳ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋହିରାପଦର ଗ୍ରାମର ଲକ୍ଷ୍ମୀ ପେଣ୍ଡାଲଠାରେ ବିଏସ୍ଏଚ୍‌ ଦଳ ତରଫରୁ ଶତାଧିକ ଅସହାୟ, ଗରିବ, ବିଧବା, ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିବା ସହିତ ନିସହାୟ ଏବଂ
Read More...

କଡ଼ା ନିରାପତ୍ତା ମଧ୍ୟରେ ଆୟୋଜିତ ହେଲା ଖ୍ରୀଷ୍ଟିଆନ ଧର୍ମସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଲିସର କଡ଼ା ନିରାପତ୍ତା ମଧ୍ୟରେ ପାଳନ ହେଲା ଛତ୍ରପୁରସ୍ଥ ସଂସ୍କୃତି ଭବନରେ ଆୟୋଜିତ ଖ୍ରୀଷ୍ଟିଆନ ଧର୍ମସଭା । ଏହି ଧର୍ମସଭା ସମାବେଶରେ ଗଞ୍ଜାମ, ଗଜପତି, କନ୍ଧମାଳ, ଦାରିଙ୍ଗିବାଡ଼ି, କୋରାପୁଟ, ମାଲକାନାଗିରି, ରାୟଗଡା, ଜି.ଉଦୟଗିରି ଆଦି
Read More...