Daily Archives

ଜଳବାୟୁ ପାଣ୍ଠି ଯୋଗାଣ ରୂପାନ୍ତର ଉପରେ କପ୍ ୨୮ ଅଧ୍ୟକ୍ଷତା ଅଧିବେଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ୟୁଏଇର ଦୁବାଇଠାରେ "ଜଳବାୟୁ ପାଣ୍ଠି ଯୋଗାଣ ରୂପାନ୍ତର" ଉପରେ କପ୍ ୨୮ ଅଧ୍ୟକ୍ଷତା ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି । ବିକାଶଶୀଳ ଦେଶମାନଙ୍କ ପାଇଁ ଜଳବାୟୁ ପାଣ୍ଠି ଯୋଗାଣକୁ ଅଧିକ ଉପଲବ୍ଧ ଗ୍ରହଣୀୟ ଏବଂ
Read More...

କପ୍ -୨୮ରେ ୟୁଏଇ ସହ ମିଶି ଗ୍ଲୋବାଲ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ଆୟୋଜନ କଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ସହ ମିଶି ୧ ଡିସେମ୍ବର ୨୦୨୩ରେ ଦୁବାଇ ଠାରେ କପ୍-୨୮ରେ 'ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍' ଶୀର୍ଷକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ସହ-ଆୟୋଜନ କରିଛନ୍ତି। ଏହି
Read More...

ଦୁର୍ଘଟଣା ପରେ ନିଜ ଛୁଆଙ୍କୁ ଜଗିଛି ମା’ କୁକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେ ମଣିଷ ହେଉ କି ପଶୁପକ୍ଷୀ, ମା’ ମନ ସବୁ ବେଳେ ନିଜ ଛୁଆ ପାଇଁ ବିଚଳିତ । ନିଜ ଛୁଆର କଷ୍ଟ କେବେ ବି କୌଣସି ମା’ ଦେଖିପାରେ ନାହିଁ । ମା’ର ମମତା ଅମୃତ ତୁଲ୍ୟ । ନିଜ ଛୁଆ ଉପରେ ଯେତେବେଳେ ବିପଦ ଆସେ ନିଜକୁ ଖାତିର୍‌ ନ କରି ନିଜ ଜୀବନକୁ ମଧ୍ୟ ବାଜି ଲଗାଇ
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟା : କଳିଙ୍ଗ କଳା ପରିଷଦ ତରଫରୁ ନାଟକ ‘ୟୁ ଆର୍ ଅଣ୍ଡର୍‌…

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ପଞ୍ଚମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ କଳିଙ୍ଗ କଳା ପରିଷଦ ତରଫରୁ ନାଟକ 'ୟୁ ଆର୍ ଅଣ୍ଡର୍‌ ଆରେଷ୍ଟ୍‌' ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ପ୍ରଭାକର ପାତ୍ର ରଚନା ଓ ମଞ୍ଚ ସଜ୍ଜା ତଥା
Read More...

କଟକ ଓ ପୁରୀ ବସ୍‌ଷ୍ଟାଣ୍ଡକୁ ମୋ ବସ୍ ଏକ୍ସପ୍ରେସ୍ ସେବା

ଭୁବନେଶ୍ୱର : କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ବିମାନବନ୍ଦର ଯୋଗେ ଆସୁଥିବା
Read More...

ମାଟ୍ରିକ ପରୀକ୍ଷା ହେବ ସହଜ

ଭୁବନେଶ୍ୱର: ୨୦୨୪ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି । ଏହି ପ୍ରଶ୍ନପତ୍ର ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗକୁ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ । ଜିଲ୍ଲା
Read More...

ହାତୀ ମଣିଷ ଲଢ଼େଇରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ଏଥିରେ ଅନେକଙ୍କ ଜୀବନ ଯାଉଛି । ଏହି ଲଢ଼େଇ ମୃତ୍ୟୁ ହେଉଥିବା ଲୋକଙ୍କୁ ଅନୁକମ୍ପା ଦେବା ପାଇଁ ଅନୁକମ୍ପା ୱେବ୍‌ସାଇଟ ଅଛି । ସବୁ ଡିଭିଜନକୁ ପଇସା ଦିଆଯାଇଛି । ତୁରନ୍ତ ସେମାନେ ଅନ୍‌ଲାଇନ୍‌ରେ ଆବେଦନ କଲେ ଅନୁକମ୍ପା ମିଳିବ। ଏବେ
Read More...

ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ଜାତୀୟ ପୁରସ୍କାର

ଭୁବନେଶ୍ଵର : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଚାରିଜଜଣ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ବିଭିନ୍ନ ବର୍ଷ (୨୦୨୦ -୨୦୨୧ ଓ ୨୦୨୧ -୨୦୨୨ ) ପାଇଁ ମିଳିଛି ସମ୍ମାନଜନକ ଜାତୀୟ ପୁରସ୍କାର । ଏହି
Read More...

ବନ୍ଦ ସ୍କୁଲ ଘରେ ଚାଲିଥିଲା ମଦ ପ୍ରସ୍ତୁତି : ଅବକାରୀ ବିଭାଗର ଚଢାଉରେ ହେଲା ପର୍ଦ୍ଦାଫାସ

ସୁନ୍ଦରଗଡ : ସ୍କୁଲ ଘରୁ ମିଳିଲା ଦେଶୀ ମଦ, ମହୁଲପୋଚ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ବନ୍ଧବାହାଲ ଗାଁ ସ୍କୁଲରୁ ଏପରି ଜିନିଷ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଅବକାରୀ ବିଭାଗ ଏହି ଘଟଣାରେ କାହାକୁ ଗିରଫ କରିନାହିଁ । ଖବର ଅନୁଯାୟୀ ବନ୍ଧବାହାଲ ଗାଁରେ ଛାତ୍ରଛାତ୍ରୀ ନହେବାରୁ
Read More...

ଘରେ ପଶି ଆଦିବାସୀ ମହିଳାଙ୍କୁ ଗୁଳିମାଡ଼

ନୀଳଗିରି : ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଳକ ବରହମପୁର ଥାନା ଅଧୀନ ରାଇପାଳ ଗ୍ରାମର ରସିକ ମୁର୍ମୁଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ (୫୦) ଗୁଳିମାଡ଼ ହୋଇଛି । ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଅଚାନକ ତାଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଛନ୍ତି । ଗୁଳି ଗୁଡ଼ିକ
Read More...