Monthly Archives

November 2023

୮୧.୩୫ କୋଟି ହିତାଧିକାରୀଙ୍କୁ ମିଳିବ ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ : କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି

• ଖାଦ୍ୟ ଓ ପୋଷଣ ନିରାପତ୍ତା ପାଇଁ ଐତିହାସିକ ନିଷ୍ପତ୍ତି : ପିଏମଜିକେଏୱାଇ ଅଧୀନରେ ଖାଦ୍ୟ ସବସିଡି ବାବଦରେ ଆସନ୍ତା ୫ ବର୍ଷରେ ପ୍ରାୟ ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର• ୧୧.୮୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ୮୧.୩୫ କୋଟି ଲୋକଙ୍କ ପାଇଁ ବିଶ୍ୱର ସର୍ବବୃହତ ଖାଦ୍ୟ
Read More...

ନଭେମ୍ବର ୩୦ରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

● ପ୍ରଧାନମନ୍ତ୍ରୀ ମହିଳା ମାନଙ୍କର ନେତୃତ୍ୱାଧୀନ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ମହିଳା କୃଷକ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରିବେ● ଆସନ୍ତା ୩ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଡ୍ରୋନ୍ ପ୍ରଦାନ କରାଯିବ● ଏମ୍ସ ଦେଓଘରରେ
Read More...

ଧାନ କମାଲେ ବିକ୍ରି ନାଇଁ, ପାଠ ପଢଲେ ଚାକିରି ନାଇଁ : ସରକାରୀ କଲେଜ ନୂଆ-ଓ କାର୍ଯ୍ୟକ୍ରମରେ ଗର୍ଜିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏହି କଲେଜ ପୂର୍ବରୁ ବଲାଙ୍ଗିର ସାନ୍ଧ୍ୟ କଲେଜ ଭାବେ ପରିଚିତ ଥିଲା । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସରକାରରେ ମୁଁ ଆଇନ ମନ୍ତ୍ରୀ ଥିବା ସମୟରେ ଏହି କଲେଜକୁ ଆମେ ସରକାରୀ ମାନ୍ୟତା ଆଣିବାରେ ସଫଳ ହୋଇଥିଲୁ । ସେତେବେଳେ ଏହି କଲେଜର ଏଭଳି କୋଠା କି
Read More...

ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚମ୍ପଆନସିପ୍‌ ଉଦ୍‌ଯାପିତ

ପୁରୁଷ ଏକକ ପାରସ, ମହିଳାରେ ସ୍ମୃତି ଚମ୍ପିଆନପୁରୁଷ ଡବଲ୍ସରେ ଅଭିନାଶ ଓ ଆୟୁଷ, ମହିଳାରେ ପ୍ରଗତି,ବିଶାଖା ଚମ୍ପିଆନମିଶ୍ରିତ ଯୁଗଳରେ ଅଭିନାଶ ଓ ଶ୍ରେୟା ଚମ୍ପିଆନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ଓଡ଼ିଶା
Read More...

ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଏବଂ ଅଭିଭାବକ ମଂଚର ମିଳିତ ଆନୁକୂଲ୍ୟରେ ଦିବଂଗତ ସଦସ୍ୟଗଣଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷଣ ମଣ୍ଡଳର ବରିଷ୍ଠ ସଦସ୍ୟ ତଥା
Read More...

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ

କଂଟାବାଂଜି ଏବଂ ତୁରେକେଲାର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଛାତ୍ରୀଛାତ୍ର କ୍ରିଡାରେ ସାମିଲ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅନେକ
Read More...

ମନ୍ଦିର ପ୍ରତିଷ୍ଠା ନେଇ କାଇଁଚପୁର ଗ୍ରାମରେ ହରିନାମ ଋଷୁକୂଲ୍ୟା ନଦୀରୁ କଳସ ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଡ଼ କାଇଁଚପୁର ଗ୍ରାମରେ ଶ୍ରୀଲକ୍ଷ୍ମୀ ନୃସିଂହ ଓ ମା' ଏଲ୍ଲାମା ଦେବୀଙ୍କ ପ୍ରତିଷ୍ଠା ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ପୁଣ୍ୟତୟା ଋଷୁକୂଲ୍ୟା ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶତାଧିକ ମହିଳା କଲ୍ୟାଣପୁର ଗ୍ରାମ ସ୍ଥିତ
Read More...

କୁଶକେଲା ଗ୍ରାମରେ ଧାନମଣ୍ଡି ଆରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମ ପଞ୍ଚାୟତର ସମବାୟ ସମିତିରେ ଧାନ ମଣ୍ଡି ଆରମ୍ଭ ହୋଇଯାଇଛି । ଏହି ଧାନ ମଣ୍ଡିର ଶୁଭାରମ୍ଭ ଆରମ୍ଭ ହେବା ପାଇଁ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସମବାୟ ସମିତିର ସଭାପତି ଚୈତନ୍ୟ ମାଝି ଓ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାର ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଘୁଷୁରାମୁଣ୍ଡା ସ୍ଥିତ ଅଲେଖ ମହିମା ମଠ ପରିସରରେ ଲୋଇସିଂହା ସରସ୍ଵତୀ ଶିଶୁ ମନ୍ଦିର ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସୁଧାଂଶୁ ସାହୁ । ଅନ୍ୟମାନଙ୍କ ମଧ୍ୟରେ
Read More...

ହଳଦୀର ବିବାହିତ ଯୁବକ ଚେନ୍ନାଇରୁ ନିଖୋଜ : ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ଗ୍ରାମର ଭରତଲାଲ ବାଗ ନାମକ ଜଣେ ବିବାହିତ ଯୁବକ ସୁଦୂର ଚେନ୍ନାଇ ଯାଇ ସେଠାରେ ୮ ଦିନ ହେବ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ଧର୍ମପତ୍ନୀ ଭାରତୀ ବାଗ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଭାରତୀଙ୍କ ଲିଖିତ
Read More...