Daily Archives

୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ବୁଗୁଡା ମହିଳା କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଏନ୍.ଏ.ସି. କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସାଗରିକା ମହାନ୍ତି ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ । ସୂଚନା ଥାଉକି, ବୁଗୁଡ଼ା ସହରାଞ୍ଚଳର ୧ ନମ୍ବର ୱାର୍ଡ ବାସିନ୍ଦା
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମ୍ବାଦିକ କୁନା ବାଗଙ୍କ ମାତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୬୮ ବର୍ଷ ହେଉଥିଲା । ମାତା ବିଳାସିନି ଦେବୀ ଜଣେ ପରୋପକାରୀ ମହିଳା ଥିଲେ । ବିଗତ ୭ ଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା
Read More...

ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ । ଏପରି ଏକ ଘଟଣା ଘଟିଛି ଟାଉନ ଥାନା ଅଞ୍ଚଳରେ । ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କଲା ପରେ ପୁଲିସ ଏକ ମାମଲା ରୁଜୁ କରି
Read More...

ବଲାଙ୍ଗିରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ୱାକାଥନ୍‌ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ୱାକାଥନ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ସାଢେ ୭ଟା ସମୟରେ ବଲାଙ୍ଗିର କୋଶଳ କଳା ମଣ୍ଡଳରୁ ଏକ ବିରାଟ ର‍୍ୟାଲି ବାହାରି ସହର
Read More...

ଗଞ୍ଜାମ ଜିଲ୍ଲା କାଞ୍ଚିଲି-ତୁମ୍ବାଞ୍ଚଳରେ ମହାବଳ ବାଘର ଆତଙ୍କ

୬ଟି ଗୋରୁଙ୍କୁ ମାରି ସାରିଲାଣି ମହାବଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କାଞ୍ଚିଲି ଓ ତୁମ୍ବା ବନାଞ୍ଚଳରେ ଏକ ମହାବଳ ବାଘ ଘୁରି ବୁଲୁଥିବା ଜଣାଯାଇଛି । ଉକ୍ତ ବାଘର ସନ୍ଧାନ ନେଇ ଏକ ସିସିଟିଭିରେ କଏଦ ହୋଇଥିବା ଫଟୋ ମଧ୍ୟ ଭାଇରାଲ ହୋଇଥିବା କୁହାଯାଇଛି । ଖବର
Read More...

ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ଉଦ୍‌ଯାପିତ ହେଲା ଦ୍ଵିତୀୟ କ୍ଲଷ୍ଟରସ୍ତରୀୟ ଭଲିବଲ ପ୍ରତିଯୋଗିତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍ସାହ ଉଦ୍ଦୀପନାର ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଉଦ୍‌ଘାଟିତ ହୋଇଥିବା ତ୍ରିଦିବସୀୟ ଦ୍ଵିତୀୟ କ୍ଲଷ୍ଟର୍‌ସ୍ତରୀୟ ଭଲିବଲ ପ୍ରତିଯୋଗିତା ଗୁରୁବାର ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଶିକ୍ଷା, ସଂସ୍କୃତି ଏବଂ ସମ୍ଭାବନା ସୃଷ୍ଟିର ଉତ୍ତମ
Read More...

ଗୋପାଳ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

'ଚିର ବିନମ୍ର ଗୋପାଳ ଚନ୍ଦ୍ର’ ପୁସ୍ତକ ଉନ୍ମୋଚିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗୋପାଳ ଚନ୍ଦ୍ର ପଟ୍ଟନାୟକ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଶିକ୍ଷକତା କରିଥିବା ଅବିଭକ୍ତ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଂଚନାଟକ ପ୍ରତି
Read More...

ମୁରିବାହାଲ ଥାନା ଅଞ୍ଚଳରୁ ୭ ଦାଦନ ଶ୍ରମିକ ଉଦ୍ଧାର ଘଟଣା : ଅଟକ ଅଟୋ ଡ୍ରାଇଭର କୋର୍ଟ ଚାଲାଣ

ଦାଦନ ଦଲାଲ ଓ ସର୍ଦ୍ଦାର ଏବେବି ଫେରାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରୁ ଗୋଟିଏ ପରିବାରର ୨ ଶିଶୁଙ୍କ ସମେତ ୭ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ଏହି ଶ୍ରମିକମାନଙ୍କୁ ଚାଲାଣ କରୁଥିବା ଦାଦନ ଦଲାଲ ଓ ସର୍ଦ୍ଦାର
Read More...