କୁଟାସିଂହ।ରେ ବିଏସଏନଏଲ୍ ନେଟୱର୍କ ଆସୁନାହିଁ
ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଆଗଲପୁର ବ୍ଲକର ବଡ଼ ଗ୍ରାମ ତଥା ଲୋକସଂଖ୍ୟା ଅଧିକ ଥିବା ଗ୍ରାମ କୁଟାସିଂହ। ଗ୍ରାମ ବଲାଙ୍ଗିର ଜିଲ୍ଲା ସଦର ମହକୁମାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ବଲାଙ୍ଗିର ଜିଲ୍ଲାର ସୀମାନ୍ତବର୍ତୀ ଅଞ୍ଚଳ ଭାବେ ପରିଚିତ । ଭାରତ ସଂଚାର ନିଗମ ଲିମିଟେଡ୍!-->…
Read More...
Read More...