Daily Archives

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଖବର ଲିଖନ ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱହିନ୍ଦୁ ପରିଷଦ (ପଶ୍ଚିମ)ର ବଲାଙ୍ଗିର ଶାଖାର ପ୍ରଚାର ବିଭାଗ ପକ୍ଷରୁ ଖବର ଲିଖନ ପ୍ରଶିକ୍ଷଣ କର୍ମଶାଲା ହୋଇଯାଇଛି । ଏହି କର୍ମଶାଲାରେ ଯୁକ୍ତଦୁଇ, ତିନି ଓ ଅନ୍ୟମାନଙ୍କ ସହ ସମୁଦାୟ ୧୫ଜଣ ସହଭାଗୀ ଅଂଶଗ୍ରହଣ କରିଥିଲେ । କର୍ମଶାଳାରେ ପ୍ରଶିକ୍ଷକ ଭାବେ
Read More...

ବଲାଙ୍ଗିର ସଂସ୍କୃତ ପରିଷଦର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଂସ୍କୃତିକ ପରିଷଦର ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ହୋଇଯାଇଛି । ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଷାଧ୍ୟକ୍ଷ ରାଜକିଶୋର ପଣ୍ଡା, ଭାରତୀୟ ସଂସ୍କୃତିକୁ ଭିତ୍ତିକରି 'କନ୍ୟା ରତ୍ନ’ର ମହତ୍ତ୍ୱ ବୁଝାଇଥିଲେ ।
Read More...

ଚିଦାନନ୍ଦ ଦିବ୍ୟଧାମ ପ୍ରତିଷ୍ଠାତା, ବରିଷ୍ଠ ସମାଜସେବୀ, ତ୍ୟାଗୀ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ ପାଳିତ :…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଅସାଧାରଣ ଶିଷ୍ୟ, ବରିଷ୍ଠ ସମାଜସେବୀ, ତ୍ୟାଗୀ, ଆଧ୍ୟାତ୍ମିକବାଦୀ ଓ ଅନନ୍ୟ ଗୁରୁଭକ୍ତ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅଗସ୍ତି ନୂଆଗାଁ ସ୍ଥିତ ଚିଦାନନ୍ଦ ଦିବ୍ୟଧାମ ପରିସରରେ ପାଳିତ
Read More...

ଗୌଡ଼ଗୋଠ ପ୍ରଥମ ପାଟଖଣ୍ଡା ମହୋତ୍ସବର ତୃତୀୟ ସନ୍ଧ୍ୟା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଗୌଡ଼ଗୋଠ ପଞ୍ଚାୟତର ଗୌଡ଼ଗୋଠରେ ଦୀର୍ଘ ୨୦ବର୍ଷ ହେବ ଚାଲି ଆସୁଥିବା ପାଟଖଣ୍ଡା ଯାତ୍ରା ଅବସରରେ ଚଳିତ ବର୍ଷ ପ୍ରଥମ କରି ପାଟଖଣ୍ଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ଦିନ ମହୋତ୍ସବ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବ
Read More...

ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ୍‌ଙ୍କୁ ଗିରଫ କଲା ‘ଇଡି’

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ୍‌ଙ୍କୁ ‘ଇଡି’ କରିଥିବା ନେଇ ସୂଚନା ରହିଛି । ‘ରେସନ୍‌’ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ୍‌ଙ୍କୁ ‘ଇଡି’ ଗିରଫ କରିଥିବା ବେଳେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା
Read More...

ଗୋଷ୍ଠୀ ସଂଘର୍ଷରେ ୨୦ରୁ ଅଧିକ ଲୋକ ଆହତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗୋଷ୍ଠୀ ସଂଘର୍ଷରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଖବର ମିଳିଛି । ତେବେ ଏହି ଘଟଣାଟି ଘଟିଛି ଭୁବନେଶ୍ୱରର ପଟିଆ ପଦ୍ମକେଶରପୁରରେ । ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଉପୁଜି ପଥର ମାଡ଼ ସହ ବୋତଲ ମାଡ ହୋଇଥିବା ବେଳେ ଉଭୟ ପକ୍ଷରୁ ବହୁ ଲୋକ ଆହତ
Read More...

ବଙ୍ଗୋମୁଣ୍ଡାରେ ଛତର ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଗାଁରେ ସୋମବାର ଅନୁଷ୍ଠିତ ଛତର ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଥିବା ବେଳେ ଏଥିରେ ୧୫ରୁ ଅଧିକ ବ୍ୟକ୍ତି ଗୁରୁତର ଆହାତ ହୋଇଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨୬ ତାରିଖ ମଧ୍ୟରାତ୍ରୀ
Read More...

ଚନ୍ଦନଭାଟି ଗାଁରେ ରାବଣ ଦରବାର ସହ ରାବଣ ପୋଡ଼ି ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ରାବଣ ଦରବାର ସହ ରାବଣ ପୋଡ଼ି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଚନ୍ଦନଭାଟି ଗ୍ରାମ
Read More...

ସାବଧାନ୍‌, ପାଟଣାଗଡ଼ ସହରରେ ବୁଲୁଛି ବଣୁଆ ଦନ୍ତା ହାତୀ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ସହରରେ ବୁଲୁଛି ବଣୁଆ ଦନ୍ତା ହାତୀ । ଏଭଳି ଏକ ଖବର ପହଂଚିଛି । ସୂଚନା ଅନୁସାରେ ଆଜି ଭୋର୍‌ ସକାଳୁ ପାଟଣାଗଡ଼ ବଥର୍ଲା ଛକ ବ୍ରହ୍ମପୁରା ଭିତର ଦେଇ ବରପଦର ରାସ୍ତାରେ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଭୟଭୀତ
Read More...

ବାଇକକୁ ଧକ୍‌କା ଦେଲା କାର୍‌ : ୨ ଗୁରୁତର, ୧ ଆହାତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲ୍ଲୀ ଛକ ୧୬ ନମ୍ବର ଜାତୀୟ ରାଜପଥ ଗଞ୍ଜାମ ଥାନା ସମ୍ମୁଖରେ ପୁରୀଠାରୁ କେରଳ ଅଭିମୁଖେ ଯାଉଥିବା ଏକ କାର୍‌ ଓ ଗଞ୍ଜାମରୁ ୧୬ ନମ୍ବର ରାଜପଥ ଅପର ପ୍ରଶ୍ୱକୁ ଯାଉଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ
Read More...