Daily Archives

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ

୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ପରେ ଲୋକଙ୍କ ଜମି ସମସ୍ୟାର ସମାଧାନ ପାଇଁ ଫିଟିଲା ରାସ୍ତାସିକିମ୍‌ ରୟତ ମାନଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି; ଉପକୃତ ହେବେ କଟକ, ପୁରୀ ଓ ବାଲେଶ୍ବରର ୨ ଲକ୍ଷ ଚାଷୀରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ
Read More...

ବରଗଡ଼ ବ୍ଲକସ୍ତରୀୟ ଶିଶୁ ମହୋତ୍ସବରେ ମିଲେଟସ୍ ଖାଦ୍ୟ ପ୍ରଦର୍ଶନୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ତଥା ଓଡିଶା ମିଲେଟସ୍ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ଠାରେ ବରଗଡ଼ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ
Read More...

ଛୁଟି ନ ମିଳିବାରୁ ରାସ୍ତା ଉପରେ ଗାଡ଼ି ରଖି ପଳାଇଲେ ଡ୍ରାଇଭର୍‌

ସୋର : ସାଇବର୍‌ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ। ମାତ୍ର ରାସ୍ତାରେ ଡ୍ରାଇଭରମାନେ ସଚେତନତା ରଥକୁ ରଖି ପଳାଇ ଯାଇଛନ୍ତି । ତେବେ ଛୁଟି ନ ମିଳିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ସୋର ବ୍ଲକ୍‌ ଦହିସଡ଼ା ଓଭର୍‌ବ୍ରିଜ୍‌ ଉପରେ ଏପରି ଦୃଶ୍ୟ ଆଜି
Read More...

ଜଳନ୍ଧର ଦରବାର ପାଇଁ କଳାକାର ବରଣ

ଅମରପାଲି, (କେପିଏନ୍‌ଏସ୍‌) : ବୀରମହାରାଜପୁର ବ୍ଳକ ଖଣ୍ଡହତାରେ ୧୫ ତମ ଗଜଲକ୍ଷ୍ମୀ ପୂଜାର ଜଳନ୍ଧର ଦରବାର ପାଇଁ କଳାକାର ବରଣ ହୋଇଛି । କମିଟିର ସଭାପତି ରୁଦ୍ର ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ଆଶୁତୋଷ ପଣ୍ଡା, ଉପ ସମ୍ପାଦକ ପ୍ରଦୀପ ମାଝି, ମଧୁସୂଦନ ମହାକୁର, ସୁବାସ ପଧାନ, ସିକେନ
Read More...

ଶାନ୍ତିପଡ଼ାରେ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହେଉଛି ମା’ଙ୍କ ନବଦୁର୍ଗା ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହେଉଛି ମା’ ଜଗତ୍‌ଜନନୀଙ୍କ ନବଦୁର୍ଗା ପୂଜା । ଅଂଚଳବାସୀ ତଥା ଶ୍ରଦ୍ଧାଳୁଙ୍କ ସାହାଯ୍ୟ ସହଯୋଗରେ ଆଜି ଚତୁର୍ଥ ଦିନରେ ମହା ନବଦୁର୍ଗା ପୂଜା ପହଂଚିଥିବା ବେଳେ ଆଜି କୁଷ୍ମାଣ୍ଡା ବେଶରେ ପୂଜା
Read More...

ମା’ ରାମାୟଣାମ୍ମା ମନ୍ଦିରରେ ନବରାତ୍ର ପୂଜା ଖୁବ୍‌ ସରଗରମ ହୋଇଉଠିଛି

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ନବରାତ୍ର ପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି, ଛତ୍ରପୁର ସହର । ଏହି ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମା ମନ୍ଦିରରେ ନବରାତ୍ର ପୂଜା ଅବସରରେ ଦୈନିକ ବିଧିବଦ୍ଧ ଭାବେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଚାଲିଛି । ମା'ଙ୍କର ଚଳିତ ବର୍ଷ
Read More...

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ “ସୁରଭି” କାର୍ଯ୍ୟକ୍ରମରେ ନୃତ୍ୟ ଗୀତରେ କମ୍ପିଲା ବିଦ୍ୟାଳୟ ପରିସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଗଡମୋଟରୀ ସ୍ଥିତ ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ଆଖପାଖ ୧୦ଟି ବିଦ୍ୟାଳୟର ୧୧୦ଜଣ ପିଲାମାନଙ୍କୁ ନେଇ"ସୁରଭି"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍, ବକ୍ତୃତା, ବିତର୍କ, ପ୍ରବନ୍ଧ,
Read More...

‘ବିଭୂତି’ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ମନୋଜ ଜୈନ

ତୁଷୁରା, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଆୟୋଜିତ ହଟ ନ୍ୟୁଜର ସ୍ୱର୍ଣ୍ଣକ୍ଷେତ୍ର ମହୋତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ 'ବିଭୂତି' ସମ୍ମାନରେ ଯୁବ ସାମ୍ବାଦିକ ତଥା ପୂର୍ବତନ ତୁଷୁରା ସାମ୍ବାଦିକ ସଂଘର ସଭାପତି ମନୋଜ କୁମାର
Read More...

ପୋଖରୀ ଭିତରୁ ୩୫ ଖଣ୍ଡ କେନ୍ଦୁ ଗଣ୍ଡି ଜବତ

କଣ୍ଟାମାଳ, (କେପିଏନ୍‌ଏସ୍‌) : କଣ୍ଡାମାଳ ବନାଞ୍ଚଳ ପରତିମାଲ ପୋଖରୀ ଭିତରୁ ୩୫ ଖଣ୍ଡ କେନ୍ଦୁ ଗଣ୍ଡି ବନବିଭାଗ ଜବତ କରିଛି । ସୂଚନା ଅନୁସାରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜ ଅଫିସ କ୍ଷୀରାବ୍ଧି ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟର ଚନ୍ଦ୍ରଶେଖର ଦାସ
Read More...

ଲିମପଡ଼ା ୟୁଜିଏଚ୍‌ଏସ୍‌ ସ୍କୁଲରେ ପହଞ୍ଚିଲା ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ୟୁଜିଏଚ୍‌ଏସ୍‌ ଲିମପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁବେନ୍ଦ୍ର ଜେନିଆ ଅଧ୍ୟକ୍ଷତା କରି ପାଠାଗାରର ପ୍ରତିଷ୍ଠାତା ତଥା ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦ।ବନ କୁମ୍ଭାରଙ୍କୁ
Read More...