Daily Archives

ରାଜ୍ୟସ୍ତରୀୟ ଡ୍ରଇଂ ପ୍ରତିଯୋଗିତାରେ କଂଟାବାଞ୍ଜି ସେଂଟ ଜାଭିୟର୍ସ ସ୍କୁଲର ଛାତ୍ର ପ୍ରଥମ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସେଂଟ ଜାଭିୟର୍ସ ହାଇସ୍କୁଲର ଛାତ୍ର ରାଜ୍ୟସ୍ତରୀୟ ଡ୍ରଇଂ ପ୍ରତିଯୋଗିତାରେ ପ୍ରଥମ ହୋଇ ସ୍କୁଲର ନାମ ଗୌରବ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ ସେଂଟ ଜାଭିୟର୍ସ ହାଇସ୍କୁଲର ୪ର୍ଥ ଶ୍ରେଣୀର ଛାତ୍ର ରୋଶନ କୁମାର
Read More...

ବନ ବିଭାଗ ଦ୍ୱାରା ବାଲଦାଶରେ ଚଢଉ : ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଓ ଫର୍ଣ୍ଣିଚର ଜବତ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବନ ବିଭାଗ ଦ୍ୱାରା ବାଲଦାଶ ଗ୍ରାମରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଏବଂ ଫର୍ଣ୍ଣିଚର ଜବତ କରାଯାିଛି । ଜବତ ଆସାମୀକୁ ଗିରଫ କରିନଥିବା ବେଳେ ଏକ ୟୁଡି କେସ ମାମଲା ରୁଜୁ କରିଥିବା ବନ ବିଭାଗ ଠାରୁ ପ୍ରକାଶ । ମିଳିଥିବା
Read More...

ମୁଣ୍ଡପଦର ପଞ୍ଚାୟତ ଅଫିସ୍‌ କାର୍ଯ୍ୟାଳୟରେ ଜିଆର୍‌ଏସ୍‌ର ଅନୁପସ୍ଥିତି ଯୋଗୁଁ ନୂତନ ଜିଆର୍‌ଏସ୍‌ ନିଯୁକ୍ତି ପାଇଁ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ଜିଆର୍‌ଏସ୍‌ ଅନୁପସ୍ଥିତି ଯୋଗୁଁ ନୂତନ ଜିଆର୍‌ଏସ୍‌ ନିଯୁକ୍ତି ପାଇଁ ଆଜି ଗ୍ରାମବାସୀ ବଙ୍ଗୋମୁଣ୍ଡା ବ୍ଲକର ଦ୍ୱାରସ୍ଥ ହୋଇ ବିଡ଼ିଓ ରିପୁନାଥ ସୁନାଙ୍କ
Read More...

ଅଗ୍ରୱାଲ ସଭା କଂଟାବାଂଜି ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଗୋଟିଏ ମଂଚରେ ସବୁ ବର୍ଗର ନେତା ଏବଂ ସାମାଜିକ କର୍ମୀ କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଅଗ୍ରୱାଲ ସଭା ଟ୍ରଷ୍ଟଦ୍ୱାରା ମଙ୍ଗଲବାର ସଂଧ୍ୟାରେ ସ୍ଥାନୀୟ ହରିଭବନରେ ଏକ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ
Read More...

ତଦନ୍ତ ନୁ ଜନାପଡ଼୍‌ଲା ଅସଲ୍‌ କାରଣ୍‌ : ଅନୈତିକ ସଂପର୍କର ଲାଗି ହତ୍ୟାକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୈତିକ ସଂପର୍କର ଲାଗି ହତ୍ୟାକାଣ୍ଡ । ତଦନ୍ତ ନୁ ଜନାପଡ଼୍‌ଲା ଅସଲ୍‌ କାରଣ୍‌ । ଗଲା ସେପ୍ଟେମ୍ବର ମାସର୍‌ ୨୬ ତାରିଖ ଦିନେ ପୁଇଁତଲା ଖଲିଆପାଲି ଗାଁର ଗୁଟେ ପରିତ୍ୟକ୍ତ ଚୁଆଁ ନୁଁ ନିର୍‌ୱେଲ୍‌ କୁମ୍ଭାର୍‌ଙ୍କର ମଲା ଦିହିଁ ଉଦ୍ଧାର ହେଇଥିଲା । ଘଟ୍‌ନା
Read More...

ବିଶ୍ୱ ଅହିଂସା ଦିବସ ପାଳନ

ଡେଲାଙ୍ଗ, (କେପିଏନ୍‌ଏସ୍‌) : ବିଶ୍ୱ ଅହିଂସା ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀର କାଦୁଆ ସ୍ଥିତ ଉତ୍କଳମଣୀଙ୍କ ପ୍ରତିଷ୍ଠିତ ଦରିଦ୍ର ନାରାୟଣ ସେବା ସଂଘ ପରିସରରେ ସାରସ୍ୱତ ସାଧକ ଫକୀର ଚରଣ ପାଢୀଙ୍କ ରଚିତ ଗାନ୍ଧୀ ଜୀବନୀ ପୁସ୍ତକ 'ଧନ୍ୟବାଦ' ଲୋକାର୍ପିତ ହୋଇଯାଇଅଛି । ସାହିତ୍ୟ
Read More...

ନାରଦ ଟୁଙ୍ଗୀ ପକ୍ଷରୁ ୨ୟ ବାର୍ଷିକ ଉତ୍ସବ ପାଳିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ନାରଦ ଟୁଙ୍ଗୀ ପକ୍ଷରୁ ତାଳଚେର ପଞ୍ଚାୟତ ସମିତି ସଭାଘର ପରିସରରେ ୨ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ମହେଶ ସାହୁ ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ ନାରଦଙ୍କ ଭୂମିକା
Read More...

ବରିଷ୍ଠମାନେ ଯୁବ ସମାଜ ପାଇଁ ମାଗଦର୍ଶକ : ଡାକ୍ତର ହୋତା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଅବସର ଭବନଠାରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଞ୍ଜିନିୟର ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ପ୍ରେମାନନ୍ଦ
Read More...

ଆବାକସର ଜାତୀୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗଣିତ ଶିକ୍ଷାଦାନ କରୁଥିବା ଆବାକସ୍ ତରଫରୁ ଏକ ଜାତୀୟସ୍ତରୀୟ ଗଣିତ ଉପରେ ମାନସିକ ଅଭ୍ୟାସ କାର୍ଯ୍ୟକ୍ରମ ରାଉରକେଲାର ଭଞ୍ଜଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆବାକସ୍‌ର ମୁଖ୍ୟ ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ଓ ରାଉରକେଲା ଅଧ୍ୟାୟର ମୁଖ୍ୟ ସନ୍ଧ୍ୟାରାଣୀ
Read More...

ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଦ୍ଵାରା ସେକ୍ଟର ୫ ସ୍ଥିତ ଗୋଲଘରଠାରେ ଥିବା ବିଦ୍ୟାଳୟରେ ମରାମତି କାର୍ଯ୍ୟ କରାଯାଇଛି । ଗତ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଷ୍ଟିଲ ସିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ୩ଟି ଗୃହର ମରାମତି
Read More...