Daily Archives

କନ୍ଧପାଲି ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କନ୍ଧପାଲିପଡ଼ାଠାରେ ମ୍ୟୁନିସିପାଲିଟି ଓ ନାରୀଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ସ୍ୱଚ୍ଛତା ରାଲି କରି ସମସ୍ତଙ୍କୁ ସ୍ୱଚ୍ଛ ଭାରତର ବାର୍ତ୍ତା ଦେବା ସହ ପଡ଼ା ଓ ସ୍କୁଲର ସବୁ ସ୍ଥାନ ସଫା ସୁତୁରା କରିଥିଲେ । ଏଥିରେ ଉକ୍ତ
Read More...

ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସ୍ୱଚ୍ଛତା ଅଭିଯାନ ପାଇଁ ଏକ ଘଣ୍ଟା ଶ୍ରମ ଦାନ କରି ଅଳିଆ ଆବର୍ଜନା ସଫା କଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ଏକ ତାରିଖ ଦିନକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ସାରା ଦେଶରେ ଏକ ଘଣ୍ଟା ସକାଳ ୧୦ ଟାରୁ ୧୧ ଟା ଯାଏଁ ସଫେଇ ଅଭିଯାନ ଅନ୍ତର୍ଗତ ଘର ପାଖରେ ଥିବା ସମସ୍ତ ଅଳିଆ ଆବର୍ଜ୍ଜନା ସଫା କରିବା ପାଇଁ କହିଥିଲେ । ଦେଶବ୍ୟାପୀ
Read More...

ସଙ୍କୁଳ ଶିକ୍ଷା ପରିଷଦ କାର୍ଯ୍ୟଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭରସୁଜାରେ ରବିବାର ଲୋଇସିଂହା ସଙ୍କୁଳର ଶିକ୍ଷା ପରିଷଦ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳାରେ ଲୋଇସିଂହା ସଙ୍କୁଳର ସାତଟି ବିଦ୍ୟାଳୟରୁ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି
Read More...

ବାଲଦାସ ଗାଁ ରାସ୍ତା ଅବସ୍ଥା ଶୋଚନୀୟ : ମରାମତି ପାଇଁ ଦାବୀ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲଦାସ ଗାଁରୁ ରଜାମରାକୁ ଯାଇଥିବା ରାସ୍ତା, ବାଲଦାସ ଗାଁରୁ କଷାମାଲକୁ ଯାଇଥିବା ରାସ୍ତା, ବାଲଦାସରୁ ସିମାନିବାହାଲ ଗାଁକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ରହିଥିବାରୁ
Read More...

ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ବ୍ଲକସ୍ତରରେ ପଞ୍ଚାୟତ କମିଟି ଗଠନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟଠାରେ ଗତକାଲି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ବ୍ଳକସ୍ତରୀୟ ପଞ୍ଚାୟତ କମିଟି ଗଠନ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାଇସ୍ ଚ୍ୟାରମେନ ଧନମତି ଖୁରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ଜିପିଡିଓ
Read More...

ଜିଏସ୍‌ଟି ଚଢ଼ଉ : ୯୯ ହଜାର ଜରିମାନା ଆଦାୟ

ଦେଓଗାଁ : ବରଗଡ଼-ବରିଗୁମା ଏନ୍‌ଏଚ୍‌-୨୬ର ବିଭିନ୍ନ ସ୍ଥାନରେ ବଲାଙ୍ଗିର ଜିଏସ୍‌ଟି ଟିମ୍‌ ଚଢ଼ଉ କରି ୩ଟି ଗାଡ଼ିରୁ ୯୯ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ସିଟି ଏଣ୍ଡ ଜିଏସ୍‌ଟି ଏନ୍‌ଫୋ‌ର୍ସମେଣ୍ଟ ମୋବାଇଲ ୟୁନିଟ ରାସ୍ତାରେ ମାଲ୍‌ ବୋଝେଇ
Read More...

ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱରରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରେମୁଣା କ୍ଷୀରଚୋରା ମନ୍ଦିର ନିକଟ ଇଞଗରୁ ଲୁଟ୍‌ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ତେବେ କେତେ ଟଙ୍କା ଲୁଟ୍‌ ହୋଇଛି ସ୍ପଷ୍ଟ ହୋଇନାହିିଁ । ଏହି ଘଟଣାକୁ ନେଇ ପୋଲିସର
Read More...

ଦୀପାବଳି ପୂର୍ବରୁ ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର : ଦୀପାବଳି ପୂର୍ବରୁ ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ କଲା ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଶିବ ଶକ୍ତି ନଗରରେ ଏହି ଚଢ଼ାଉ କରାଯାଇଥିବା ବେଳେ ବିପୁଳ ପରିମାଣର ବାଣ ଜବତ କରାଯାଇଥିବା ଜଣାପଡିଛି । ଜବତ ବାଣର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଅଧିକ ହେବ ବୋଲି
Read More...

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।ଭୁବନେଶ୍ୱରସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ୍-୧ ବାଳିକା ଉଚ୍ଚ
Read More...

ରୋଟାରୀ ଏଲିଟ୍‌ ପକ୍ଷରୁ ନେସନ ବିଲ୍ଡିଂ ଆୱାର୍ଡ ୨୦୨୩ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୋଟାରୀ କ୍ଳବ୍ ଅଫ୍ ଏଲିଟ୍ ପକ୍ଷରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ପତିତପାବନ ଏକାଡେମୀଠାରେ ନେସନ ବିଲ୍ଡିଂ ଆୱାର୍ଡ ୨୦୨୩ ପ୍ରଦାନ କରାଯାଇଥିଲା । କ୍ଳବ୍ ସଭାପତି ରୋଟାରୀଆନ ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ
Read More...