Daily Archives

ପଦ୍ମପୁର ଏନ୍ଏସି ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନ୍ଏସି ତରଫରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛ ଭାରତ ମିଶନର ନବମ ବାର୍ଷିକୀ ପାଳନ ଅବସରରେ ସ୍ୱଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ ପଦ୍ମପୁର ଏନ୍ଏସି ସକ୍ରିୟ ଭାବରେ "ଏକ ତାରଖ, ଏକ ଘଣ୍ଟା, ଏକ
Read More...

ଶତାୟୁ ଭୋଟରଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ବିଭିନ୍ନ ଶତାୟୁ ଭୋଟରଙ୍କୁ ଭେଟି ଆଜି ଉପ-ଜିଲ୍ଲାପାଳ ଆଲୋକ ପଟେଲ ଓ ସହକାରୀ ଜିଲ୍ଲାପାଳ ମନୋରଂଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି । ସେମାନଙ୍କୁ ଭେଟି ଉପ- ଜିଲ୍ଲାପାଳ ଭାରତ ନିର୍ବାଚନ ଆୟୋଗ ବରିଷ୍ଠ ନାଗରିକ (୮୦+ ବୟସ ବର୍ଗ) ଓ
Read More...

ଦହିଗାଁ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ଗ୍ରାମ ପଞ୍ଚାୟତ ସ୍ଥିତ ଫାଇଭ୍‌-ଟି ସ୍କୁଲ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦହିଗାଁ କ୍ଲଷ୍ଟରସ୍ତରୀୟ ସୁରଭି ୨୦୨୩ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରାଜେଶ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ
Read More...

ସ୍ୱେଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଶ୍ରୀଗିଡା ଗ୍ରାମରେ ରହିଥିବା ଗାନ୍ଧିଜୀ କ୍ଲବର ୫୪ତମ ବର୍ଷିକୀ ମୋହତ୍ସବ ତଥା ଜାତୀୟ ରକ୍ତଦାତା ଦିବସ ଅବସରରେ ଶ୍ରୀଗିଡା ଗ୍ରାମରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜିର ରକ୍ତଦାନ ଶିବିରକୁ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଆଦେଶ କ୍ରମେ
Read More...

ଦୀକ୍ଷାନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସହଯୋଗ କ୍ରମେ ଦୀକ୍ଷାନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକାଡେମୀର ସଚିବ ପ୍ରବୋଧ କୁମାର ରଥଙ୍କ ସୁପାରିଶ କ୍ରମେ ଶୁଭାରମ୍ଭ ହୋଇଯାଇଛି । ଶ୍ରୀ
Read More...

ସ୍ୱଚ୍ଛତା ହିଁ ସେବା : ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗରର “ସ୍ୱଚ୍ଛ ଭାରତ” କାର୍ଯ୍ୟକ୍ରମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର ତରଫରୁ "ସ୍ୱଚ୍ଛତା ହିଁ ସେବା" ଯାହା କେନ୍ଦ୍ର ସରକାର ସ୍ୱଚ୍ଛତା ପଖ୍‌ୱାଡା ନାମରେ ନାମିତ କରିଛନ୍ତି । ଏହି ବଳିଷ୍ଠ ସ୍ୱଚ୍ଛତା ଅଭିଯାନକୁ ଆଜି ପ୍ରାରମ୍ଭ କରିବା ପାଇଁ ଦେଶର
Read More...

ଟିଟିଲାଗଡ ତାଲୁକ ଆଇନ ସେବା ସମିତି ଓ ଲାୟନ୍ସ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ଏକ ତାରିଖକୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ତାଲୁକ୍ ଆଇନ ସେବା ସମିତି ଓ ଟିଟଲାଗଡ ଲାୟନ୍ସ କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଦେଶିଲ ସ୍ଥିତ ବୃଦ୍ଧାଶ୍ରମଠାରେ ବିଶ୍ଵ ବରିଷ୍ଠ ନାଗରିକ
Read More...

ବଲାଙ୍ଗିର ସହରର ୱାର୍ଡ ନଂ. ୩ରେ ପାଳିତ ହେଲା ସଫେଇ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅକ୍ଟୋବର ୧ ତାରିଖ । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ପୂର୍ବାହ୍ନ ୧୦ ଟାରୁ ୧୧ ଟା ଯାଏଁ ସଫେଇ ଅଭିଯାନ ପାଳନ କରିବା ପାଇଁ ଦେଇଥିଲେ । ଦେଶବ୍ୟାପୀ ସମସ୍ତ ଜନ ସାଧାରଣ ନିଜ ଆଖପାଖରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା କରି
Read More...

ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ବାର୍ଷିକ ବ୍ୟବସାୟ ଉତ୍କର୍ଷ ସମ୍ମିଳନୀର ପଞ୍ଚମ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର : ୩୬ ବର୍ଷର ସମୃଦ୍ଧ ଉତ୍ତରାଧିକାରୀ ପାଳନ ଅବସରରେ ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ବର ୩୦ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ବ୍ୟବସାୟ ଉତ୍କର୍ଷ ସମ୍ମିଳନୀର ପଞ୍ଚମ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଳପତି,
Read More...

ମାୟାବର୍ହା କ୍ଲଷ୍ଟରସ୍ତରୀୟ ସୁରଭି ଆୟୋଜିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବାର୍ହା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ମୌନାବତୀ ଜାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...