ପୁଣି ବୁଲିଲା ଖଣ୍ଡା, ଜଣେ ଗୁରୁତର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ତାଲପାଲିପଡାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଅଜିତ ନନ୍ଦ । ସୂଚନା ଅନୁସାରେ ଅଜିତ ତାଲପାଲିପଡା ସ୍ଥିତ ତାଙ୍କ ବଡ଼ ଭଉଣୀଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ପ୍ରାୟ ୮!-->…
Read More...
Read More...