Monthly Archives

September 2023

କଣ୍ଠଶିଳ୍ପୀ ଜିତେନ୍ଦ୍ର କୁମ୍ଭାରଙ୍କୁ ଶ୍ରଦ୍ଧାଂଜଳି ଦେଲେ ପଶ୍ଚିମ ଓଡିଶାର ନାମିଦାମୀ କଳାକାର

ବଲାଙ୍ଗିର, (କେପିଏନଏସ୍‌) : ପଶ୍ଚିମ ଓଡିଶାର ଜଣେ ଜଣାଶୁଣା କଳାକାର ଜିତେନ୍ଦ୍ର କୁମ୍ଭାର (ଜିତୁ)ଙ୍କ ଏକାଦଶାହ ଅବସରରେ ସାରା ପଶ୍ଚିମ ଓଡିଶାର ନାମିଦାମୀ କଳାକାର ଯୋଗଦାନ କରି ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ସହର ସ୍ଥିତ ଟାଉନ ହଲ
Read More...

ତୈଳିକ ବୈଶ୍ୟ ସମାଜର ବଲାଙ୍ଗିର ଶାନ୍ତିପଡ଼ାରେ ନିର୍ମାଣାଧୀନ ତେଲି ଭବନର ଉନ୍ନତିକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନ ଅନୁସାରେ ବିଭିନ୍ନ ଉନ୍ନୟନ କାମର ଶିଳାନ୍ୟାସ ଓ ଉଦ୍‌ଘାଟନ ଚାଲିଥିବା କ୍ରମରେ ଆଜି ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ତୈଳିକ ବୈଶ୍ୟ ସମାଜ ଭବନଠାରେ ସମାଜର ସଭାରେ ବଲାଙ୍ଗିର ପୂର୍ବତନ
Read More...

ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ(ଜିବିଏ)

• ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ଏକ ନୂଆ ରାସ୍ତା ଦେଖାଇବ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଉଦ୍ୟମ ଦ୍ୱାରା ସମଗ୍ର ବିଶ୍ୱରେ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା
Read More...

ଖୋଲିଲା ବଲାଙ୍ଗିର ସହରର ବହୁ ପ୍ରତିକ୍ଷିତ ରାଜେନ୍ଦ୍ର ପାର୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୋଲିଲା ବଲାଙ୍ଗିର ସହରର ବହୁ ପ୍ରତିକ୍ଷିତ ରାଜେନ୍ଦ୍ର ପାର୍କ । ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଗତକାଲି ସନ୍ଧ୍ୟାରେ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଥିବା ରାଜେନ୍ଦ୍ର ପାର୍କର ଶୁଭାରମ୍ଭ
Read More...

ଷଷ୍ଠତମ ଜାତୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଜୟଦେବ କଳାବିକାଶ କେନ୍ଦ୍ର ପକ୍ଷରୁ ଷଷ୍ଠତମ ଜାତୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଜଗଦା ବାଟମଙ୍ଗଳା ସ୍ଥିତ ଶକ୍ତି ପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶରତ କୁମାର ବିଶ୍ୱାଳ, ସାଧାରଣ ସଂପାଦକ ପ୍ରଦୀପ କୁମାର ପଣ୍ଡା ଓ
Read More...

ସଚ୍ଚିଦାନନ୍ଦଙ୍କ ବିୟୋଗରେ ହମିରପୁର ଉନ୍ନୟନ ପରିଷଦର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦର ବରିଷ୍ଠ ସଦସ୍ୟ ଆଇନଜୀବୀ ସଚ୍ଚିଦାନନ୍ଦ ପରିଡାଙ୍କ ଅକାଳ ବିୟୋଗରେ ଉନ୍ନୟନ ପରିଷଦ ତରଫରୁ ଶୋକ ପ୍ରକାଶ କରାଯାଇଛି । ଶ୍ରୀ ପରିଡା ହମିରପୁରର ରାମକୃଷ୍ଣ ବିହାରରେ ପରିବାର ସହ ରହୁଛନ୍ତି । ଗତ ରାତିରେ ପ୍ରାୟ ୧୨ଟା ପାଖାପାଖି ହଠାତ
Read More...

ସମ୍ପର୍କର ସେତୁ ବାନ୍ଧିବାରେ ନାରୀର ଭୂମିକା ଅତୁଳନୀୟ

ଇସ୍ପାତ ସାହିତ୍ୟ ସଂସଦରେ ନାରୀ କବି ସମ୍ମିଳନୀ ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନାରୀ କବି ସମ୍ମିଳନୀ, ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ ଏବଂ ନାରୀ କବିମାନଙ୍କ ଦ୍ଵାରା କବିତା ପାଠ ପ୍ରଭୃତି କାର୍ଯ୍ୟକ୍ରମ
Read More...

ସ୍ୱାସ୍ଥ୍ୟ ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଦିନଠାରୁ ଡ଼. ପ୍ରଫେସର ସଚିଦାନନ୍ଦ ବେହେରା ୩୫ ବର୍ଷ ଚାକିରି କରି ବର୍ତ୍ତମାନ ୬୫ ବର୍ଷ ବୟସରେ ସାଇକେଲ ଯୋଗେ ଅମରାବତୀ (ମହାରାଷ୍ଟ୍ର)ରୁ ଭୁବନେଶ୍ୱର ଅଭିମୁଖେ ବାହାରି ସୋମବାର ଦିନ ଦିବା ୧୨.୧୫ମି. ସମୟରେ ପଦ୍ମପୁରରେ
Read More...

ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁଷ ୫.୦ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁଷ ୫.୦ ଉଦ୍‌ଘାଟିତ ହୋଇଯାଇଛି । ଏହାର ଉଦ୍‌ଘାଟନ କନ୍ଧପାଲିଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର
Read More...

ଆଗଲପୁର ବ୍ଲକ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ୩ ଦଫା ଦାବୀ ଯଥା କେନ୍ଦ୍ରୀୟ ହାରରେ ୬ଗୋଟି
Read More...