Monthly Archives

September 2023

ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବର୍ଣ୍ଣାଢ଼୍ୟ ସମାରୋହରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଅଧ୍ୟକ୍ଷଙ୍କ ନେତ୍ତୃତ୍ୱରେ ବିଶ୍ୱକର୍ମା ପୂଜାର ଆୟୋଜନ ହୋଇଥିଲା । ପୂଜା ଆରାଧନାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ
Read More...

ଛତ୍ରପୁରର ଅଗ୍ରଣୀ ବାଲାଜୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ବହୁ ପ୍ରତିଷ୍ଠିତ ବିନୋଦବିହାର କ୍ଲବ ପରିସରରେ ଅବସ୍ଥାପିତ ବାଲାଜୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବର୍ଣ୍ଣାଢ଼୍ୟ ସମାରୋହରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ତଥା ସଞ୍ଚାଳିକା ପି.ସନ୍ଧ୍ୟାରାଣୀ
Read More...

ସୁନ୍ଦରଗଡ଼ ପତାଞ୍ଜଳି ଯୋଗ ସମିତି ତରଫରୁ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ମହିଳା ପ୍ରଭାରୀ ସ୍ୱାଧୀ ଡ଼. ଦେବ ପ୍ରିୟଜୀଙ୍କ ଆଗମନ ଅର୍ଥେ ରାଉରକେଲା ସ୍ଥିଥ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମହିଳା ରାଜ୍ୟ ପ୍ରଭାରୀ ଜେ ଗିରିଜା
Read More...

ମହାଶକ୍ତି ଫାଉଣ୍ଡେସନ ତରଫରୁ ତ୍ରିଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ହୋଟେଲ୍ ଭିଡ଼ି ପେଲେସଠାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ଏକ ତ୍ରିଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବରଗଡ, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ରାୟଗଡ଼ା ଆଦି ଜିଲ୍ଲାରେ କାର୍ଯ୍ୟରତ ୪୦
Read More...

ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଲୋକାର୍ପଣ ଉତ୍ସବରେ ଯୋଗଦେଲେ ସାଂସଦ : ବିଜେପି କାର୍ଯ୍ୟାଳୟ ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଏହି ଦିବସକୁ ପାଳନ କରିବା ସହ ଆଜିର ବିଶ୍ଵକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ବିଶ୍ଵକର୍ମା ଯୋଜନା ଆରମ୍ଭ
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା କଫ ସିରପ ଜବତ : ୨ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ବେଆଇନ କଫ ସିରପ କାରବାର କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୃଥକ ପୃଥକ ଜାଗାରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ରବିବାର ଖପ୍ରାଖୋଲ
Read More...

ରାମଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ଡି ମୁରଲୀ କ୍ରିଷ୍ଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ, ନୃସିଂହନାଥ ନିକଟରେ ଥିବା ରଣେଶ୍ୱର ରାମଚଣ୍ଡୀ ମନ୍ଦିରଙ୍କୁ ଯାଇ ବରଗଡ ମଲ୍ଟି ନେସେନେଲ ହସ୍ପିଟାଲର ଏମ୍‌ଡି, ଡି ମୁରଲୀ କ୍ରିଷ୍ଣା ପୂଜା ଅର୍ଚନା କରିବା ସହ ମନ୍ଦିରର ଚାରିପଟେ ସୌନ୍ଦର୍ଯ୍ୟ ପାଇଁ ୨୫୦୦ ଘନ ଫୁଟ
Read More...

ନୂଆଁଖାଇ ପାଇଁ ସୁଟିଂ ଚାଲିଛି ନୂଆଁଖାଇର ଭାବ ପିରତି ଭିଡିଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହନୀ କ୍ରିଏସନ ତରଫରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଖି ଆଗରେ ରଖି ସବୁ ବର୍ଷ ପରି ଏଇ ବର୍ଷ ମଧ୍ୟ ଆମ ଅଂଚଳର ନୃତ୍ୟ, କଳା, ସଂସ୍କୃତିକ ପରମ୍ପରାକୁ ନେଇ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଏକ ନୂଆଁଖାଇ ମ୍ୟୁଜିକ ଭିଡିଓ ପାଇଁ ପ୍ରସ୍ତୁତି ଚାଲିଛି ।
Read More...

ଚନ୍ଦନଭାଟି ଓ ମିର୍ଦ୍ଧାପାଲି ଅଞ୍ଚଳ ବୁଲିଲେ ନରସିଂହ : ବିଭିନ୍ନ ପ୍ରକଳ୍ପର ହେଲା ଭିତ୍ତିପ୍ରସ୍ତର ଓ ଶୁଭ ଉଦ୍‌ଘାଟନ

ନିର୍ବାଚନ ପୂର୍ବରୁ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଞ୍ଚଳର ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଲୋକେ ତାର ଆବଶ୍ୟକତାକୁ ସବୁବେଳେ ପ୍ରାଥମିକତା ଭିତ୍ତିରେ ପୁରଣ କରିବା ପାଇଁ ଚେଷ୍ଟା କିମ୍ବା ଦାବୀ କରିବା ଦରକାର । ବିଗତ ୯
Read More...

ଓଡିଶା ସରକାରୀ ହାଇସ୍କୁଲ ମାଧ୍ୟମିକ ଏନ୍‌ପିଏସ୍‌ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜିକୁ କିଛି ମାସ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଥିଲେ । ଓଡିଶା ମାଟିରୁ ଚୁକ୍ତି ଭିତ୍ତିକ ପ୍ରଥାର ଉଚ୍ଛେଦ କରିଥିଲେ । ଯେଉଁମାନେ ଚୁକ୍ତି ଭିତ୍ତିକ ବା ଠିକା ଭାବରେ ଓଡିଶା ସରକାରଙ୍କ ଅଧିନରେ
Read More...