Monthly Archives

September 2023

କାଲ୍‌କେ ନୂଆଁଖାଇ : ସବୁଆଡେ ଚାଲିଛେ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କାଲ୍‌କେ ନୂଆଁଖାଇ । ସବୁଆଡେ ଚାଲିଛେ ନୂଆଁଖାଇ ଲାଗି ପ୍ରସ୍ତୁତି । ଗାଁ ବାହାରେ ତଥା ଦେଶ୍‌ ବାହାରେ ରହୁଥିବାର ଲୋକ ନିଜର ନିଜର ମା’ ମାଏଟ୍‌ କେ ଫିରୁଛନ୍‌ । ସବୁଆଡେ ବଡ଼ା ଗହକି ସହକି ଦେଖ୍‌ବାର୍‌ କେ ମିଲୁଛେ । ନୂଆଁଖାଇର୍‌ ଗଲା ରଏବାର୍‌ ଦିନେ
Read More...

ଆଜି ପବିତ୍ର ଗଣେଶ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଗଣେଶ ପୂଜା । ଚାରିଆଡେ ଚଳଚଞ୍ଚଳ ଗାଁଠୁ ସହର । ଛାତ୍ରଛାତ୍ରୀଙ୍କ ମହଲରେ ଦେଖାଦେଇଛି ଉତ୍ସାହ ଉଦ୍ଦୀପନା । ସକାଳୁ ସକାଳୁ ସମସ୍ତେ ଲାଗିପଡିଛନ୍ତି ସିଦ୍ଧିବିନାୟକ ଗଣେଶଙ୍କ ପୂଜାରେ । ସ୍କୁଲ, କଲେଜ୍‌ ଏବଂ ସମସ୍ତ ଶିକ୍ଷାନୁଷ୍ଠାନରେ ଗଣେଶଙ୍କ
Read More...

ବ୍ରହ୍ମଚାରୀଙ୍କ ପରଲୋକରେ ଶୋକ

ଡେଲାଙ୍ଗ, (ଦିଲ୍ଲିୀପ କୁମାର ଧାଉଡିଆ) : ବେଣାପଞ୍ଜୁରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମର ବାସିନ୍ଦା ତଥା ଶାନ୍ତିପ୍ରିୟ ମଣିଷ ବ୍ରହ୍ମଚାରୀ ପ୍ରଧାନଙ୍କ( ୯୩) ବୟସରେ ସୋମବାର ରାତିରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର
Read More...

ଆରୁ ଦିନେ ରହେଲା ନୂଆଁଖାଇ କେ : ଜୋର୍‌ସୋର୍‌ ଚାଲିଛେ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆରୁ ଦିନେ ରହେଲା ନୂଆଁଖାଇ କେ । ନୂଆଁଖାଇ କେ ବଡ଼ା ଧୁମ୍‌ଧାମ୍‌ରେ ପାଲନ କରବାର୍‌ ଲାଗି ଅଣ୍ଟା ଭିଡ଼ିଛନ୍‌ ସାରା ପଶ୍ଚିମ୍‌ ଓଡିଶାବାସୀ । ନୂଆଁଖାଇ ଦିନେ ନିଜର ଇଷ୍ଟଦେବୀର୍‌ ଠାନେ ନୂଆଁ ଲଗେଇ ସାର୍‌ଲା ପରେ ସପରିବାର ଗୁଟେ ଠାନେ ନୂଆଁ ଖାଏବେ । ନୂଆଁ
Read More...

ଗଞ୍ଜାମ ସହରରେ ଟ୍ରାଫିକ ନିୟମ ନ ମାନିଲେ କଟିବ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ଗଞ୍ଜାମ ଥାନା ପୁଲିସ ପକ୍ଷରୁ ପଦକ୍ଷେପ ନିଆଯିବା ପାଇଁ ବ୍ୟବସ୍ଥା ହେଉଥିବା ନେଇ ନୂତନ ଥାନା ଅଧିକାରୀ ସୁମିତ୍ରା ପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ଭାବେ ଏନେଇ ଲୋକଙ୍କୁ
Read More...

ବଲାଙ୍ଗିର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ସମୂହ ଆନ୍ଦୋଳନ : ଦାବୀ ପୁରଣ ନ ହେଲେ ବ୍ୟାଙ୍କ ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘର କର୍ମକର୍ତାମାନଙ୍କର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ଆହ୍ୱାନ ସଧାରଣ ସମ୍ପାଦକ ଅମିତ କୁମାର ସାମନ୍ତରାଙ୍କ ନେତୃତ୍ୱରେ
Read More...

ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ଝଲକ : “ଖଟଦେବତା”

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତର ଘାଷୀ ସାହିରେ ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ଝଲକ ଦେଖିବାକୁ ମିଳିଛି । ଦିଶାରା ନାୟକ ନାମକ ଗରିବ ପରିବାରର ଝିଅ ରଶ୍ମୀ ପ୍ରିୟାର ସ୍ୱାସ୍ଥ୍ୟ ତିନିମାସରୁ ଅଧିକ ହେବ ଖରାପ
Read More...

ଅଷ୍ଟମ ଦିନରେ ପହଞ୍ଚିଲା ଘରପଟ୍ଟା ପାଇଁ ଆମରଣ ଅନଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଘର ପଟ୍ଟା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆର୍ଜିପଲ୍ଲୀ ଗ୍ରାମବାସୀଙ୍କ ଆମରଣ ଅନଶନ ମଙ୍ଗଳବାର ନବମ ଦିନରେ ପହଞ୍ଚିଛି । ହେଲେ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପ୍ରତିକାର ଅବା ନିର୍ଭର ପ୍ରତିଶ୍ରୁତି ମିଳିନଥିବା ହେତୁ
Read More...

ସଇଁତଲାରେ ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ଗୃହ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ଓ ପରିବହନ ବାଣିଜ୍ୟ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦାନ କରି ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟକୁ ଉଦ୍‌ଘାଟନ କରିଥିଲେ ।
Read More...

ମନ୍ତ୍ରୀଙ୍କ ଦ୍ୱାରା ଗାଈ ଗୁହାଳ କାର୍ଯ୍ୟାଦେଶ, ମଧୁବାବୁ ପେନସନ ଓ ଏସ୍‌ଏଚ୍‌ଜି ଗ୍ରୁପଙ୍କୁ ଋଣ ବଣ୍ଟନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜେନ୍ଦ୍ର ନାରାୟଣ ଷ୍ଟାଡିୟମଠାରେ ସୋମବାର ଗାଈ ଗୁହାଳ କାର୍ଯ୍ୟାଦେଶ, ମଧୁବାବୁ ପେନସନ ଯୋଜନା ଓ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜଳ ସମ୍ପଦ, ପରିବହନ ଓ
Read More...