Monthly Archives

September 2023

ଜିଲ୍ଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଉପ କାରାଗାର ସୋନପୁରଠାରେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଉପ କାରାଗାର ସୋନପୁରଠାରେ ଏକିକୃତ ଏଚ୍‌ଆଇଭି, ସିଫିଲିସ, ଯକ୍ଷ୍ମା ଏବଂ ହେପାଟାଇଟିସ୍ ରୋଗ ଉପରେ ଜେଲ ଏବଂ ସ୍ଵଧାର ଗୃହ ଅନ୍ତେବାସୀଙ୍କୁ ନେଇ ସଚେତନତା ଓ ସ୍ଵାସ୍ଥ୍ୟ ପରୀକ୍ଷା ଶିବିରର ଜିଲ୍ଲାସ୍ତରୀୟ ସମାରୋହ
Read More...

ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଲୋଇସିଂହାରେ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପୂର୍ବ ଛାତ୍ର ପ୍ରମୁଖ ନିତ୍ୟାନନ୍ଦ ପଧାନ ଅତିଥି ପରିଚୟ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ଶିଶୁମନ୍ଦିର
Read More...

ସ୍ୱେଚ୍ଛାସେବୀଙ୍କ ଦ୍ୱାରା ମା’ ରାମଚଣ୍ଡୀ ଶକ୍ତି ପୀଠରେ ସ୍ଵଛତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ପାହାଡ଼ ଶିଖରରେ ଅବସ୍ଥିତ ମା' ରାମଚଣ୍ଡୀ । ତାଙ୍କରି ପାଦଦେଶରେ କୂଳୁ କୂଳୁ ନାଦରେ ବହି ଯାଉଛି ପୁଣ୍ୟତେୟା ଋଷୁକୂଲ୍ୟା, ମା'ଙ୍କ ନାମରେ ନାମିତ ରାମଚଣ୍ଡୀ ପାହାଡ଼, ପ୍ରାକୃତିକ ମନମୋହିଲା
Read More...

ନାଟକ ସମାଜ ଶୃଙ୍ଖଳାର ପ୍ରମୁଖ ଅସ୍ତ୍ର : ପ୍ରଭୁଦତ୍ତ ରଥ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ଓଡ଼ିଶା ନାଟ୍ୟ ସଂଘର ସ୍ବନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମହାନଦୀ ସାହିତ୍ୟ ସଂସଦ, ଟ୍ରେଣ୍ଡି ଏକାଡ଼େମୀ ଏବଂ ନାଟ୍ ନାଟ୍ୟାନୁଷ୍ଠାନର ମିଳିତ ଉଦ୍ୟମରେ ଆୟୋଜିତ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ଶାଖାର
Read More...

ମରଣଯନ୍ତା ପାଲଟିଛି ବଲାଙ୍ଗିର ରିଙ୍ଗ୍‌ ରୋଡ଼୍‌, ରାସ୍ତା ସମତଳ କରିବାକୁ କିଛି ସ୍ୱେଚ୍ଛାସେବୀ ଅଂଟା ଭିଡ଼ିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମରଣଯନ୍ତା ପାଲଟିଛି ବଲାଙ୍ଗିର ରିଙ୍ଗ୍‌ ରୋଡ଼୍‌ । ଶାନ୍ତିପଡ଼ାର କେତେଜଣ ସ୍ୱେଚ୍ଛାସେବୀ ମିଶି ଆଜି ସକାଳୁ ସକାଳୁ ରାସ୍ତା ସମତଳ କରୁଥିବା ଦେଖିବାକୁ ମିଳିଛି । ଶାନ୍ତିପଡ଼ା ଛକରୁ ଆର୍‌ଟିଓ ଛକକୁ ସିଧାସଳଖ ସଂଯୋଗ କରୁଥିବା ରିଙ୍ଗ ରୋଡ଼୍‌ରେ ବ୍ରିଜ୍‌ କାମ
Read More...

ପିକ୍‌ଅପ୍‌ ଗାଡ଼ିରେ ଚୋରାଚାଲାଣ ବେଳେ ୯୨୦ କେଜି ଗଂଜେଇ ଜବତ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିକ୍‌ଅପ୍‌ ଗାଡ଼ିରେ ଚୋରାଚାଲାଣ ହେଉଥିବା ବେଳେ ୯୨୦ କେଜି ଗଂଜେଇ ଜବତ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର-ସମ୍ବଲପୁର ରୋଡ଼
Read More...

ସର୍ବଭାରତୀୟ ଲୋକନୃତ୍ୟ ଓ ସଂଗୀତ ସମାରୋହ ଲୋକକଳା ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସ୍କୃତି ଆମର ପରିଚୟ । ଭାରତର ସାଂସ୍କୃତିକ ବୈଚିତ୍ର ହିଁ ଆମର ବିଶେଷତ୍ୱ । ସାରା ଭାରତର ସାଂସ୍କୃତିକ ବିଶେଷତ୍ୱକୁ ପ୍ରୋତ୍ସାହନ ଦେବାକୁ ଭାରତ ସରକାରଙ୍କ ଉଦ୍ୟମ ଜାରି ରହିଛି । ଲୋକକଳା ଉତ୍ସବ ପରି ସର୍ବଭାରତୀୟ କାର୍ୟ୍ୟକ୍ରମ ବଲାଙ୍ଗିରରେ ହେବା, ଏହାର
Read More...

ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ଅଭିଭାବକ ଆମର ଅଂଶୀଦାର ଆମେ ଜାଣିବା, ଆମେ ଜିତିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ୱ କରିଥିବା ବେଳେ
Read More...

ପଦ୍ମପୁର ଯୁବମୋର୍ଚ୍ଚା ବିଜେପି ତରଫରୁ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଆଜି ପଦ୍ମପୁର ସ୍ଥିତ ସ୍ଥାନୀୟ ଟାଉନ ହଲଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୪ତମ ଜନ୍ମ ଦିନ ପାଳନ ପୂର୍ବକ ଏକ ରକ୍ତ ଦାନ ଶିବିର
Read More...

ଗୁଲୁମି ଜଙ୍ଗଲ ନିକଟରେ ଫାଇନାନ୍ସ କର୍ମଚାରୀଙ୍କ ମୋବାଇଲ ଲୁଟ୍‌ ଘଟଣା : ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଗଷ୍ଟ ମାସରେ ଦୁଇ ଜଣ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ ମହିଳା କର୍ମଚାରୀ ଟିଟିଲାଗଡରୁ ଗୁଲୁମୀ ଯିବା ସମୟରେ ରାସ୍ତା ଉପରେ ଗଛ ପଡ଼ି ଦେଖି ଅଟକିଥିଲେ, ସେହି ସମୟରେ ଜଣେ ଯୁବକ ତାଙ୍କ ଠାରୁ ମୋବାଇଲ୍ ଲୁଟ କରି ଫେରାର ମାରିଥିଲେ । ଏନେଇ ବବି
Read More...