Daily Archives

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀ ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଏହି ବୈଠକରେ ନେତାମାନେ ନିଜ ନିଜ ଜି-୨୦ ଏବଂ ଜି-୭
Read More...

ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ଇତିହାସ ସୃଷ୍ଟି କରିଛି : ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ପାଇଁ ପ୍ରଶଂସା କରିଛନ୍ତି ଏବଂ ସମର୍ଥନ ଓ ସହଯୋଗ ପାଇଁ ଜି-୨୦ର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।ନୂଆଦିଲ୍ଲୀ ନେତାଙ୍କ ଘୋଷଣାପତ୍ରର ଡିଜିଟାଲ କପି ସେୟାର କରି
Read More...

ରାଜ୍ୟସ୍ତରୀୟ ଓକା ଆଇଡଲ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ଓକା ପକ୍ଷରୁ ଓକା ଆଇଡଲ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ମହୋତ୍ସବ ସମ୍ବଲପୁର ଜିଲ୍ଲାର ଓଡିଶା ସାଂସ୍କୃତିକ ସମାଜ ହଲରେ ଅନୁଷ୍ଠିତ ହୋଇଯାଇଛି
Read More...

ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ : ବାପା ପୁଅ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଚାକିରି କରାଇ ଦେବା ନାମରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ବାପା ଏବଂ ପୁଅକୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନୂଆପଡା ଜିଲ୍ଲା ବୁଡେନ ଥାନା କରଙ୍ଗାମାଲ ଗାଁର ବେଣୁଧରର ଜଗତ ଓ ତାଙ୍କ ପୁଅ
Read More...

କଟାପାଲି ଗୌନ୍ତିଆ ଶରତ ଚନ୍ଦ୍ର ଦାଶଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : କଟପାଲି ଗୌନ୍ତିଆ ଶରତ ଚନ୍ଦ୍ର ଦାଶଙ୍କ ଆଜି ସକାଳ ୮ ଘଣ୍ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହେଉଥିଲା । ମୃତ୍ୟୁଶଯ୍ୟା ପାଖରେ ତାଙ୍କ ତିନି ପୁତ୍ର ପ୍ରଦୀପ(ବୁଲୁ), ଦିଲ୍ଲୀପ, ସଂଜୀବ ଉପସ୍ଥିତ ଥିଲେ । ସେ ଜଣେ ବ୍ୟବସାୟୀ
Read More...

ରାଉରକେଲା ଓଡ଼ିଆ ଅଧ୍ୟାପକ-ଅଧ୍ୟାପିକା ସମ୍ମିଳନୀର ୩ୟ ଅଧିବେଶନ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର-୪ସ୍ଥିତ ରାଉରକେଲା ମହାବିଦ୍ୟାଳୟର ସଭା ଗୃହ ମଧ୍ୟରେ ରାଉରକେଲାର ଓଡ଼ିଆ ଅଧ୍ୟାପକ-ଅଧ୍ୟାପିକା ସମ୍ମିଳନୀର ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି
Read More...

ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର : ୬୫ ୟୁନିଟ୍ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମୋ ପରିବାର ଏବଂ ବିଜୁ ଜନତା ଦଳ ଡେଲାଙ୍ଗ-ପିପିଲି ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟରେ ରବିବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ୧୬ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ
Read More...

ଲୋଇସିଂହା ଓ ଆଗଲପୁର ବ୍ଲକରେ ସ୍କ୍ରବ୍‌ ଟାଇଫସ୍ ଆତଙ୍କ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍କ୍ରବ୍‌ ଟାଇଫସ୍‌ ବା ଟ୍ରମ୍ବିଆକୁଲାଇଡ୍‌ ନାମକ ଏକ ବିଷାକ୍ତ କୀଟ ଏବେ ଲୋଇସିଂହା ଓ ଆଗଲପୁର ବ୍ଲକ ସମେତ ବଲାଙ୍ଗିର, ସୋନପୁର ଓ ବରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ବହୁଳ ଭାବେ ଦେଖାଯାଉଛି । ଏହି ବିଷାକ୍ତ କୀଟ କାମୁଡ଼ାରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା
Read More...

ଓସେପା ୱେବସାଇଟ୍‌ରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି

୧୩ରୁ ଆବେଦନ କରିବେ ଆଶାୟୀ୧୦ ଅକ୍ଟୋବର ଆବେଦନର ଶେଷ ସମୟ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟ୍‌ରେ
Read More...

ରକ୍ତଦାନ ଶିବିରରେ ଯୋଗଦେଲେ ବିଧାୟକ ସରୋଜ କୁମାର ମେହେର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବେଲପଡା ଜନକଲ୍ୟାଣ ଷ୍ଟ୍ରଟ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରିଥିବା ବେଳେ
Read More...