Daily Archives

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି : ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ…

5T ସଚିବଙ୍କ ଜିଲ୍ଲା ଗସ୍ତ ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭଡିସେମ୍ବରରୁ ପଟ୍ଟା ବଣ୍ଟନଭୁବନେଶ୍ୱର ପତିତ ଜମିର ସତ୍ତ୍ୱ ରାଜସ୍ୱ ବିଭାଗ Task Forceର SOP ଭିତ୍ତିରେ ନିର୍ଦ୍ଧାରିତ ହେବ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ
Read More...

ଲୋକକଳା ବଞ୍ଚିଲେ ସଂସ୍କୃତି ବଞ୍ଚିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତି ଭବନଠାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଅତିଥି ଭାବରେ ଯୋଗଦେଇ ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମ ଆଧାରରେ
Read More...

ଦ୍ଵିତୀୟ ଆନ୍ତଃଜିଲ୍ଲା ହକି ଚମ୍ପିୟାନସିପ୍‌ରେ ଭାଗ ନେବ ବଲାଙ୍ଗିର ଜିଲ୍ଲା ସିନିୟର ହକି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦ୍ଵିତୀୟ ଆନ୍ତଃଜିଲ୍ଲା ହକି ଚମ୍ପିୟାନସିପ୍‌ରେ ଭାଗ ନେବା ପାଇଁ ବଲାଙ୍ଗିର ଜିଲ୍ଲା ସିନିୟର ହକି ଦଳ ଆଜି ଅଜାମ୍ବର ରାଜପଲିଆଙ୍କ ନେତୃତ୍ୱରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି । ବଲାଙ୍ଗିର ରେଳ ଷ୍ଟେସନଠାରେ ଦଳର ଭଲ ପ୍ରଦର୍ଶନ ସକାଶେ ଜିଲ୍ଲା କ୍ରୀଡ଼ା
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୨ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଓ
Read More...

ଲୋଇସିଂହା ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ମନୋନୟନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ୫୩ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହିତ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ବଳରାମ ସିଂରାଏ ଏବଂ ସାଧାରଣ ସମ୍ପାଦକ ଭାବେ ପ୍ରଦୀପ କୁମାର
Read More...

ବିକାଶଠାରୁ ବହୁ ଦୂରରେ ବାରିକପାଲି ଗାଁ

ସଇଁନ୍ତଲା, (ଲଷ୍ମୀକାନ୍ତ ସାହୁ) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଏବେ ବି ଉପାନ୍ତ ଅଂଚଳରେ ଫେଲ ମାରିଛି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ରାସ୍ତା ନଥିବା ଯୋଗୁଁ ଯିବା ଆସିବାରେ ଲୋକେ ଅନେକ ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା
Read More...

ବିସ୍ଥାପିତଙ୍କୁ ଅଣଦେଖା ଯୋଗୁଁ ଗଣ ବିକ୍ଷୋଭ

ସଇଁନ୍ତଲା, (ଲଷ୍ମୀକାନ୍ତ ସାହୁ) : ୧୯୮୪ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ବଡ଼ମାଲଠାରେ ପ୍ରାୟ ପାଖାପାଖି ଦୁଇ ହଜାର ପରିବାରକୁ ବିସ୍ଥାପିତ କରାଯାଇ ଗୋଳାବାରୁଦ କାରଖାନା ନିର୍ମାଣ କରାଯାଇଥିଲା ଓ କାରଖାନା ତିଆରି ହେବା ପରେ ବିସ୍ଥାପିତଙ୍କ ଶିକ୍ଷା,
Read More...

ପୁଣି ବୁଲିଲା ଖଣ୍ଡା, ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ତାଲପାଲିପଡାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଅଜିତ ନନ୍ଦ । ସୂଚନା ଅନୁସାରେ ଅଜିତ ତାଲପାଲିପଡା ସ୍ଥିତ ତାଙ୍କ ବଡ଼ ଭଉଣୀଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ପ୍ରାୟ ୮
Read More...

କଣ୍ଟାବାଞ୍ଜି ହରିଭବନଠାରେ ଅଗ୍ରୱାଲ ସଭା ଟ୍ରଷ୍ଟ ତରଫରୁ ମାଗଣା କର୍କଟ ପରୀକ୍ଷା ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ହରିଭବନଠାରେ ଅଗ୍ରୱାଲ ସଭା ଟ୍ରଷ୍ଟ ତରଫରୁ ମାଗଣାରେ କର୍କଟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କର୍କଟ ପରୀକ୍ଷା ଓ ରୋଗର ଲକ୍ଷଣ ହେଉଛି ପାଟିରେ ଘା କିମ୍ବା ବେକରେ ଗଣ୍ଠି, ଝାଡ଼ା ଓ ପରିସ୍ରାରେ
Read More...

ଭୀମ ପାହାଡ ସୌନ୍ଦର୍ଯ୍ୟକରଣ ସକାଶେ ଯୁବ କୁଲୁତା ସମାଜର ଉଦ୍ୟମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଜି ପଶ୍ଚିମ ଓଡିଶାର ପର୍ଯ୍ୟଟନ ସ୍ଥଳି ଭୀମପାହାଡଠାରେ ଭୀମପାହାଡର ସୌନ୍ଦର୍ଯ୍ୟକରଣ ସକାଶେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ରାଜ୍ୟ
Read More...