Monthly Archives

August 2023

ସହୀଦ ହୋଇଗଲେ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ସୁଧୀର କୁମାର ତ୍ରିପାଠୀ

ଦେଓଗାଁ, (କେପିଏନ୍‌ଏସ୍‌) : ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଦେଓଗାଁ ବ୍ଲକ ଅନ୍ତର୍ଗତ କଟାପାଲି ଗାଁର ସୁଧୀର କୁମାର ତ୍ରିପାଠୀ ସହୀଦ ହୋଇଯାଇଥିବା ଖବର ମିଳିଛି । ସହୀଦ ସୁଧୀର କୁମାର ତ୍ରିପାଠୀ ଦୀର୍ଘ ବର୍ଷ ହେଲା ଭାରତୀୟ ସୈନ୍ୟ ବିଭାଗର ସିଗ୍‌ନାଲ ରେଜିମେଣ୍ଟରେ କାର୍ୟ୍ୟରତ ଥିଲେ ।
Read More...

ମିରର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ମିରର୍ ସୋସିଆଲ ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିରର୍ ପକ୍ଷରୁ ୩ଟି ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଫାଉଣ୍ଡେସନର ଅଧ୍ୟକ୍ଷ ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସେକ୍ଟର ୨୦ ଜଗର୍ସ ପାର୍କ,
Read More...

ମଣିପୁରରେ ଚାଲିଥିବା ହିଂସା, ଲୁଟ ଓ ହତ୍ୟାକୁ ତୁରନ୍ତ ବନ୍ଦ କରି ଶାନ୍ତି ଫେରାଇ ଆଣିବାକୁ ସ୍ମାରକ ପତ୍ର ପ୍ରଦାନ

ବଣାଇ, (ନାରାୟଣ/ହବିବ) : ଆଜି ବଣାଇ ଉପଖଣ୍ଡସ୍ତରୀୟ ଖ୍ରୀଷ୍ଟ ସମାଜ ଏବଂ ଆଦିବାସୀ ଏକତା ମଞ୍ଚ ତରଫରୁ ଉପଜିଲ୍ଲାପାଳ ବଣାଇଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମହିଳା କମିଶନ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଣିପୁରରେ ଚାଲିଥିବା ହିଂସା, ଲୁଟ ଓ ହତ୍ୟାକୁ ତୁରନ୍ତ
Read More...

ପଦ୍ମପୁର ଗର୍ନ୍ଧମାର୍ଦ୍ଦନ ଏକାଡେମୀ ଅଫ୍ ସାଇନ୍ସ ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୈଜ୍ଞାନିକ ମନୋବୃତ୍ତିର ଏବଂ ସୃଜନଶୀଳ ଚିନ୍ତାଧାରାକୁ ଉତ୍ସାହିତ କରିବା ପାଇଁ ଗର୍ନ୍ଧମାର୍ଦ୍ଦନ ଏକାଡେମୀ ଅଫ୍ ସାଇନ୍ସ ପଦ୍ମପୁର ଗତ ୦୬ ଅଗଷ୍ଟ ୨୦୨୩ରେ ରାଜାପଡା ପଦ୍ମପୁରଠାରେ ଏହାର କେନ୍ଦ୍ରରେ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଘଓଐ ଟଝଇରେ
Read More...

ବେଲପଡାକୁ ଗସ୍ତ କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡାକୁ ଗସ୍ତ କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ । ଏହି କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ବେଲପଡା ପୋଲିସ ପକ୍ଷରୁ କଡାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବେଲପଡା ଅଞ୍ଚଳର ହଜାର ହଜାର ମହିଳା ଓ
Read More...

ହରିଶଙ୍କର ଦର୍ଶନ କରି ଫେରିଲେ ୫-ଟି ସଚିବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କରକୁ ରବିବାର ଗସ୍ତ କରିଥିଲେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ । ହେଲିକେପ୍ଟର ଯୋଗେ ଅପରାହ୍ନ ୧ଟାରେ ହରିଶଙ୍କରରେ ପହଞ୍ଚି ପ୍ରଥମେ ହରିଶଙ୍କର
Read More...

୫ଟି ସଚିବ ପାଣ୍ଡିଆନଙ୍କୁ ହାତଅଙ୍କା ଫୋଟୋ ଚିତ୍ରକୁ ଉପହାର ଦେଲେ ବଲାଙ୍ଗିରର ଜବହାରଲାଲ ନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ଆଜି ସକାଳୁ ସକାଳୁ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲା ପରେ କୋଶଳ କଳା ମଣ୍ଡଳରେ ଅନୁଷ୍ଠିତ ଏକ ଜନ ସମାବେଶରେ ଯୋଗ ଦେଇଥିଲେ । ଏହି ସମୟରେ ବଲାଙ୍ଗିରର ଜବାହାରଲାଲ ନନ୍ଦ ନାମକ ଜଣେ ଚିତ୍ରଶିଳ୍ପୀ ନିଜେ ଆଙ୍କିଥିବା ୫ଟି ସଚିବଙ୍କ
Read More...

୫-ଟି ସଚିବଙ୍କୁ ଓଡିଶା ସାମ୍ବାଦିକ ସଂଘ ତରଫରୁ ୧୦ ଦଫା ଦାବୀପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ୫-ଟି ସଚିବ ଭି. କେ. ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲାଗସ୍ତରେ ଆସିଥିବା ବେଳେ ଟିଟିଲାଗଡ଼ଠାରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଟିମ୍‌ ତରଫରୁ ଓଡିଶା ରାଜ୍ୟ ତମାମ୍‌ ଗଣମାଧ୍ୟମରେ
Read More...

୫-ଟି ସଚିବଙ୍କୁ ଭେଟିଲା ପୂର୍ବତନ ସୈନିକ ସଂଘ

ଜରାସିଂହା, (କେପିଏନ୍‌ଏସ୍‌) : ବିଗତ ଦିନରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ତାଙ୍କର ସମସ୍ୟା ଓ ଦାବୀକୁ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ସୈନିକ ସଂଘ ଜରାସିଂହା ଯାଇ ୫-ଟି ସଚିବଙ୍କୁ ତାଙ୍କ ଦାବୀପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟ ଦାବୀ
Read More...

କୋହିନୁର ସର୍କସର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବର୍ଷର ଜଣାଶୁଣା କୋହିନୁର ସର୍କସ ପ୍ରଥମ ଥର ପାଇଁ ଇସ୍ପାତ ନଗରୀ ରାଉରକେଲାରେ ସେକ୍ଟର ୧୩ ଦୁର୍ଗାପୂଜା ମେଲଣ ପଡିଆଠାରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ସର୍କସରେ ପ୍ରଥମ ଥର ପାଇଁ ଆଫ୍ରିକା ଓ ଇଥିଓପିଆ
Read More...