Monthly Archives

August 2023

ଟିଟିଲାଗଡ ରେଳ ଓଭରବ୍ରିଜ ମରାମତି କାର୍ଯ୍ୟ ଅତି ନିରାଶ ଜନକ – ବିକାଶ କାର୍ଯ୍ୟର ହେଉନି ତଦାରଖ, ସାଧାରଣରେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନ ଯୋଗୁଁ ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ଏହି ବ୍ରିଜ ଦେଇ ଦୈନନ୍ଦିନ ଶହ ଶହ ବଡ଼ ଗାଡି ସାଙ୍ଗକୁ ବହୁତ ଦୁଇ ଚକିଆ ଏବଂ ଚାରି ଚକିଆ ଯିବା ଆସିବା କରିଥାନ୍ତି ।
Read More...

“ଜାତୀୟ ହସ୍ତତନ୍ତ ଦିବସ” ବା “ନ୍ୟାସନାଲ ହେଣ୍ଡଲୁମ ଡେ” ପାଳିତ

ଡେଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡ଼ିଆ) : ୭ ଅଗଷ୍ଟରେ ପ୍ରତିବର୍ଷ ଜାତୀୟ ହସ୍ତତନ୍ତ ଦିବସ" ବା "ନ୍ୟାସନାଲ ହେଣ୍ଡଲୁମ ଡେ" ପାଳନ କରାଯାଏ । ଏହି ଦିନ ଦେଶ, ହସ୍ତତନ୍ତ ବୁଣା ଭଳି ସମୃଦ୍ଧ ପରମ୍ପରାକୁ ସମ୍ମାନ କରେ ଏବଂ ଦେଶର ସାଂସ୍କୃତିକ ଐତିହ୍ୟରେ ବୁଣାକାରଙ୍କ ଅବଦାନକୁ ସ୍ୱୀକୃତି
Read More...

ୱାର୍ଡ ନଂ.୩ ଓ ୪ରେ ରାସ୍ତା, ଡ୍ରେନ ଅବ୍ୟବସ୍ଥା : ସମାଧାନ ପାଇଁ ନରସିଂହଙ୍କ ପରିଦର୍ଶନ

ରାସ୍ତା ଓ ଡ୍ରେନ ବ୍ୟବସ୍ଥିତ କରିବାରେ ପୌର ପରିଷଦ କରୁଛି ଅବହେଳା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୩ ଓ ୪ର ବିଭିନ୍ନ ରାସ୍ତା ଓ ଡ୍ରେନରେ ଥିବା ଅବ୍ୟବସ୍ଥାକୁ ନେଇ ପୌର ଅଧିକାରୀଙ୍କୁ
Read More...

ଅବକାରୀ ବିଭାଗ ଦ୍ୱାରା କଂଟାବାଂଜି ରେଲବାଇ ଷ୍ଟେସନରୁ ୧୩ କେଜି ୭୦୦ ଗ୍ରାମ ଗଂଜେଇ ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମଂଗଲବାର ଦିନ ସ୍ଥାନୀୟ ରେଲବାଇ ଷ୍ଟେସନ ପ୍ଲାଟ ଫର୍ମ ନଂ.୧ରୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୩କେଜି ୭୦୦ ଗ୍ରାମ ଗଂଜେଇ ଜବତ କରାଯାଇଛି । କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମିଳିଥିବା ସୂଚନା ଅନୁସାରେ
Read More...

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କେଦାର ସିଂ ବରିହାଙ୍କୁ ବିଂଝାଲ ସମାଜ ପକ୍ଷରୁ ସ୍ୱାଗତ…

ନିଜ ଜନ୍ମ ମାଟି ତଥା ସମଗ୍ର ବିଝାଲ ସମାଜର ଗର୍ବ ଓ ଗୌରବ କେଦାର ସିଂ ବରିହା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମର ଭୂତପୂର୍ବ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସ୍ୱର୍ଗତ ଶେଷଦେବ ବରିହାଙ୍କ ସୁପୁତ୍ର କେଦାର ସିଂ ବରିହା ଓଡ଼ିଶା ପ୍ରଶାସନିକ ସେବା
Read More...

ସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଅନୁଷ୍ଠିତ ହୋଯାଇଅଛି । ଏଥିରେ ଶିଶୁ ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀ ଶିଶୁମାନଙ୍କ ଅଭିଭାବିକାମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ଶୋଭାବତୀ
Read More...

ମରଣଯନ୍ତା ପାଲଟିଛି କଲେଜ ମୁଖ୍ୟରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗନିଆପାଲିରୁ ନୂଆପାଲି ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦଜନକ ଅବସ୍ଥାରେ ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବର୍ଷବର୍ଷ ଧରି ପରିତ୍ୟକ୍ତ ରାସ୍ତା ଦୁର୍ଘଟଣାର ପ୍ରମୁଖ କାରଣ ।ଏହି ଅଞ୍ଚଳର ଏକ
Read More...

ନକଲି ଆଦିବାସୀ ହଟାଓ ଦାବୀରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ବରଗଡ଼ ଶାଖା ତରଫରୁ ପାଇକମାଲ ନୃସିଂହନାଥ ଧର୍ମଶାଳାଠାରୁ ବରଗଡ ଜିଲ୍ଲା ସଭାପତି ଗୋବିନ୍ଦ ବରିହାଙ୍କ ତତ୍ତ୍ବାବଧାନରେ ଏକ ଶୋଭାଯାତ୍ରାରେ ବାହାରି ପାଇକମାଲ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ପ୍ରାୟ
Read More...

ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅମାନବୀୟ ଅତ୍ୟାଚାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅମାନବୀୟ ଅତ୍ୟାଚାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛି ଜ୍ଞାନଜ୍ୟୋତି ସାବିତ୍ରୀ ଫୁଲେ ମହାସଂଘ । ମହାସଂଘର ସଦସ୍ୟାମାନେ ବିଭିନ୍ନ ସ୍ଲୋଗାନ ସହ ଏକ ବିଶାଳ ରାଲିରେ
Read More...

ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୧୦ ଅଗଷ୍ଟରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ

ଶତପ୍ରତିଶତ ଔଷଧ ସେବନକୁ ସଫଳ କରିବା ଉପରେ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୧୦ ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା
Read More...