Monthly Archives

August 2023

ଚାରା ରୋପଣ ସହ ଜନସଚେତନତା ସୃଷ୍ଟି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗକୁ ସବୁଜ ସୁନ୍ଦର କରିବା, ବିଶ୍ୱ ତାପୟନରୁ ମୁକ୍ତି, ଅନିୟମିତ ଋତୁଚକ୍ର ରୋକିବା, ପରିବେଶକୁ ସୁରକ୍ଷା ଆଦି ସ୍ଲୋଗାନ ଦେଇ ଅଗଷ୍ଟ ୧୦ ତାରିଖ ଭାରତର ଚତୁର୍ଥ ରାଷ୍ଟ୍ରପତି ଭି. ଭି. ଗିରି ଓ ଓଡିଶୀ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ ପୁଣ୍ୟ
Read More...

ରାଉରକେଲା ବିକାଶ ମଞ୍ଚର ଚେତାବନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅନ୍ତର୍ଜାତୀୟ ହକି ୱାର୍ଲଡ କପ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିଅମରେ ଅନୁଷ୍ଠିତ ହୋଇଥିବାରୁ ୧୯୬୦ ମସିହାରୁ ଚାଲିଆସିଥିବା ବିମାନବନ୍ଦରକୁ ଗତ ଜାନୁଆରୀ ମାସରେ ୨ସି ଲାଇସେନ୍ସ ପ୍ରଦାନ ସହ ବିମାନ ବନ୍ଦରକୁ ପରିବର୍ତନ କରାଇଥିଲେ । ରାଉରକେଲା ତଥା
Read More...

ଖଣ୍ଡଦେଉଳି କଲେଜରେ ନଲେଜ ସେଣ୍ଟର ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହୁମ୍ମା ନିକଟସ୍ଥ ଖଣ୍ଡଦେଉଳିଠାରେ ଅବସ୍ଥାପିତ ଶହୀଦ ଭଗତ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ "ନଲେଜ ସେଣ୍ଟର" ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟକ୍ଷା
Read More...

ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆଇନ ଶୃଙ୍ଖଳା ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଚେତନତା ଅଭାବରୁ ଦିନକୁ ଦିନ ବିଭିନ୍ନ ଅପରାଧ ବଢ଼ିବାରେ ଲାଗିଛି । ଏହି ଅପରାଧ କିପରି ହ୍ରାସ ପାଇବ ତଥା ଲୋକଙ୍କ ମଧ୍ୟରେ କିପରି ସଚେତନତା ଆସିବ, ସେହି କଥାକୁ ପାଥେୟ କରି ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଏବେ ସବୁ ବିଦ୍ୟାଳୟ
Read More...

ତିନି ଦଫା ଦାବୀ ପୂରଣ ନହେଲେ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋଷାଗୁମୁଡ଼ା, (ଜଗନ୍ନାଥ ବିଷୋୟୀ) : ତିନି ଦଫା ଦାବୀ ପୂରଣ ନହେଲେ ବ୍ଲକର ଶିକ୍ଷକମାନେ ସମୂହ ଛୁଟିରେ ଯିବେ । ଆସନ୍ତା ୧୬ରୁ କାର୍ଯ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେସେନ୍ ଡାକରାରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ
Read More...

ଲୋୟର ସୁକତେଲ ପ୍ରକଳ୍ପସ୍ତରୀୟ ପୁନଃର୍ବାସ ଓ ଥଇଥାନ ବୈଠକ

ବିସ୍ତାପିତଙ୍କୁ ଧର୍ଯ୍ୟ ସହ ଶୁଣି ସମସ୍ୟାର ସମାଧାନ କରନ୍ତୁ : ନରସିଂହବିସ୍ଥାପିତଙ୍କ ମୁହଁରେ ହସ ଫୁଟିଲେ ହିଁ ପ୍ରକଳ୍ପ ସଫଳ ହେବ : ଜିଲ୍ଲାପାଳ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲର ପ୍ରକଳ୍ପସ୍ତରୀୟ ପୁନଃର୍ବାସ ଓ ଥଇଥାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ
Read More...

ଆଉ ନାହାନ୍ତି ଅବସରପ୍ରାପ୍ତ ସୈନିକ ସଂଘର ପୂର୍ବତନ ସଭାପତି ଶଶୀକାନ୍ତ ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଅଧୀନସ୍ଥ ଚାନ୍ଦୁତରା ଗ୍ରାମର ମୂଳ ନିବାସୀ ଶଶୀକାନ୍ତ ନାଏକ ଦୀର୍ଘବର୍ଷ ଧରି ଭାରତୀୟ ବାୟୁ ସେନାରେ କାର୍ଯ୍ୟ କଲାପରେ ଅବସର ନେଇ ପୂନର୍ବାର ସଇଁନ୍ତଲା ସ୍ଥିତ ଗୋଳାବାରୁଦ କାରଖାନାରେ କାର୍ଯ୍ୟକରି ଅବସର ନେଇଥିଲେ । ଅବସର ନେବା ପରେ
Read More...

୬୯ତମ ବନ୍ୟ ପ୍ରାଣୀ ମହୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଞ୍ଜ ସ୍ତରରେ ୬୯ତମ ବନ୍ୟପ୍ରାଣୀ ମହୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି । ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ମ.ରାମପୁର ଦୁର୍ଗା ମାଧବ ସରକାରୀ
Read More...

ମ.ରାମପୁର ନୂତନ ବସ୍‌ଷ୍ଟାଣ୍ଡ

ଅଗଷ୍ଟ ୨୩ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶିଳାନ୍ୟାସ ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ନୂତନ ଭାବେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଇଥିବା ବେଳେ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବେ
Read More...

ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରର ୱାର୍ଡ ନଂ. ୧୧ର ଜଣେ ଯୁବକଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ ବିଷ୍ଣୁ ଠାକୁର(୪୪) । ଏହା ବୁଧବାର ରାତି ସାଢେ ଆଠଟା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବୁଧବାର
Read More...