Monthly Archives

August 2023

ହଳଦୀଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ରାଜୀବ ଭବନଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିର ପକ୍ଷରୁ ସଂଗଠନର ଉପସଭାପତି ଧନେଶ୍ୱର ମାଝୀଙ୍କର ନେତୃତ୍ୱରେ ବିଶ୍ୱ ଆଦିବାସୀ ଦିବସ ସମାରୋହ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଇଷ୍ଟଦେବୀ ଜାଡେନଙ୍କ
Read More...

ସହିଦ ରେଣ୍ଡୋ ମାଝୀ ସ୍ମୃତି ପୀଠ ଓ ପ୍ରାଚୀନ ସାଙ୍କୁଶ ମନ୍ଦିର ସୋନ୍ଦର୍ଯ୍ୟକରଣ ପାଇଁ ଭୂମି ପୂଜନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ସହିଦ ରେନ୍ଦୋ ମାଝୀ ସ୍ମୃତି ପୀଠ ଓ ପ୍ରାଚୀନ ଶୈବ ପୀଠ ସାଙ୍କୁଶ ଶିବ ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଉର୍ଲାଦାନୀ ପଞ୍ଚାୟତ
Read More...

ଆଜାଦି କା ଅମୃତ ମହୋତ୍ସବ ଅବସରରେ ବୃକ୍ଷ ରୋପଣ

ମ.ରାମପୁର, (ହେମନ୍ତ ସାହୁ) : ଆଜାଦି କା ଅମୃତ ମହୋତ୍ସବ ଅବସରରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ମୋହନଗିରି ଓ ସିଂହପୁର ପଞ୍ଚାୟତ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶୈବ ପୀଠ ଧବଳେଶ୍ଵର ଶିବ ମନ୍ଦିର ଓ ଧବଳେଶ୍ଵର
Read More...

ରାଉରକେଲା କଲେଜରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ 'ମେରି ମାଟି ମେରା ଦେଶ' କାର୍ଯ୍ୟକ୍ରମ ଓ
Read More...

ଜାତୀୟ ହସ୍ତତନ୍ତ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହସ୍ତତନ୍ତ କ୍ଷେତ୍ର ହେଉଛି ଦେଶର ଗୌରବମୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଦେଶରେ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା
Read More...

ପାଇକମାଲ ନାଗରିକ କମିଟିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନାଗରିକ କମିଟିର ଏକ ବୈଠକ ମନୋଜ ତ୍ରିବେଦୀଙ୍କ ସଭାପତିତ୍ୱରେ ନୃସିଂହନାଥ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସହ ସମ୍ପାଦକ ରାଜ କିଶୋର ସାହୁ ସଭାର ଉଦ୍ଦେଶ ଜ୍ଞାପନ କରିଥିବା ବେଳେ ପାଇକମାଲରେ ଟ୍ରାଫିକ ସମସ୍ୟା, ବସଷ୍ଟାଣ୍ଡ ସମସ୍ୟା,
Read More...

ବିଶେଷଜ୍ଞ ଡାକ୍ତର ପାଇଁ ଗ୍ରାମବାସୀ ଦେଲେ ଦାବୀପତ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ଡାକ୍ତରଖାନାରେ ବିଶେଷଜ୍ଞ ଅଭାବରୁ ରୋଗୀମାନେ ହଇରାଣ ହେଉଥିବାରୁ ଆଜି ଖପ୍ରାଖୋଲ ଗ୍ରାମବାସୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଖପ୍ରାଖୋଲ
Read More...

ବ୍ଲକ୍‌ସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ସମ୍ମିଳନୀ

ଶିବତଲା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ଶିବତଲାଠାରେ ଉଭୟ ସୋନପୁର ଏବଂ ତରଭା ବ୍ଲକର ଜୁନିଅର ରେଡକ୍ରସ୍‌ର ସମସ୍ତ ପରାମର୍ଶଦାତାମାନଙ୍କୁ ନେଇ ମିଳିତ ଭାବେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ କରାଯାଇ ପରାମର୍ଶଦାତାଙ୍କ
Read More...

ତୁରେକେଲା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ସ୍ମାରକ ପତ୍ର ପ୍ରଦାନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ନେତୃତ୍ୱରେ ସାରା ରାଜ୍ୟରେ ସ୍ମାରକପତ୍ର ପ୍ରଦାନ ଅବସରରେ ତୁରେକେଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାରଙ୍କ ଉର୍ଦ୍ଦେଶରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ
Read More...

ଗୋଇବାହାଲିରେ ନକଲି ମଦ ଜବତ : ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ପଲସଦା ଗ୍ରାମ ପଞ୍ଚାୟତ ଗୋଇବାହାଲି ଗ୍ରାମରେ ପାଇକମାଲ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇଛି । ପାଇକମାଲ ଅବକାରୀ ବିଭାଗ ଦ୍ୱାରା ଗୋଇବାହାଲି ଗ୍ରାମର ବିକି ସାହୁଙ୍କ ଦୋକାନ ଘରେ ଚଢ଼ାଉ କରି ଆଠ ବୋତଲ ନିକଲି ବିଦେଶୀ ମଦ ଜବତ କରାଯାଇଛି
Read More...