Monthly Archives

August 2023

ପାଇକମାଲ ପ୍ରାଥମିକ ଶିକ୍ଷକ ସମୂହ ସାଙ୍ଗଠନିକ ବୈଠକ ଅନୁଷ୍ଠିତ : ତିନି ଦଫା ଦାବୀ ନେଇ ବିଧାୟିକାଙ୍କୁ ଦେଲେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ଧର୍ମଶାଳାରେ ପାଇକମାଲ ବ୍ଲକର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଡୋଳାମଣି ମାହାରଙ୍କ ଅଧ୍ୟକ୍ଷତାରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ନୂତନ
Read More...

ପୋଲିସ ହାଇସ୍କୁଲ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମନୋହରପୁର ପୋଲିସ ହାଇସ୍କୁଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ରାଜେନ୍ଦ୍ର ବନ୍‌ଛୋର, ଶିକ୍ଷକ ସୋରୋଜ କୁମାର ମାଝି, କୃଷ୍ଣପ୍ରିୟା ପଣ୍ଡା, ସରତ
Read More...

ଝାରବନ୍ଧ କଲେଜରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ୟୁନିଟ ତରଫରୁ 'ମେରି ମାଟି ମେରା ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ଚଣ୍ତୀଭଟା ବିଦ୍ୟାଳୟ ପରିଚାଳନା କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବିଜୟ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ
Read More...

ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ନିମନ୍ତେ ସମସ୍ତଙ୍କୁ ନିଜ ଘରେ ଆମ ଜାତୀୟ ପତାକା ଲଗାଇ ଉଡ଼ାଇବାକୁ ନିବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ଏହି ବାର୍ତ୍ତାକୁ ପହଞ୍ଚାଇବାକୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ
Read More...

ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ସତସଂଘ ପ୍ରତିଷ୍ଠାନର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବେଙ୍ଗଲୁରୁଠାରେ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ସତସଂଘ ପ୍ରତିଷ୍ଠାନର ଦ୍ୱିତୀୟ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବେଙ୍ଗଲୁରୁଠାରେ ଉତ୍କଳୀୟ ଧର୍ମଗୁରୁ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ
Read More...

‘ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩’ ପାଇଲେ ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩ ପାଇଲେ ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି । ଓଡ଼ିଶା ଆସେମ୍‌ଲି ଅଫ୍‌ ସ୍ମଲ୍‌ ଏଣ୍ଡ ଏଣ୍ଟର୍‌ପ୍ରାଇଜେସ୍‌ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ୩୭ତମ ବାର୍ଷିକୋତ୍ସବ ନେସ୍‌ନାଲ୍‌ ଲେଭେଲ୍‌
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ପଞ୍ଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟଠାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ଓ ବଙ୍ଗୋମୁଣ୍ଡା ଇନ୍ଦ୍ରଧନୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା
Read More...

କଂଟାବାଂଜି ଏମ୍‌ଏଲ୍‌ଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ତମ ପ୍ରତିଷ୍ଠା ଓ ନୂତନ ଛାତ୍ରୀଙ୍କ ସ୍ୱାଗତ ସମାରୋହ ସଭା

ମହିଳାମାନଙ୍କୁ ଉଚ୍ଚ ଶିକ୍ଷିତା କରି ଗଢି ତୋଲିବା ସ୍ୱପ୍ନ ସାକାର ହୋଇଛି : ବିଧାୟକ ସାଲୁଜାଓଡିଶାର ଦ୍ୱିତୀୟ ବାଣିଜ୍ୟ ପ୍ରତିଷ୍ଠା ହୋଇଥିବା ଓ ପ୍ରଥମ ଡ୍ରେସ କଲେଜ ଥିବା କଲେଜ କଂଟାବାଂଜି, (ଗୁରୁଦୟାଲ ହଂସ) : ବାଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମୁକୁନ୍ଦିଲାଲ ମହିଳା ଉଚ୍ଚ
Read More...

ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲା ବିଙ୍ଗ୍‌ ହ୍ୟୁମାନ ସଂଗଠନ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ଓ ବ୍ରାହ୍ମଣୀ ଗ୍ରାମର ରାସ୍ତା ମଝିରେ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇ ଅସହାୟ ଅବସ୍ଥାରେ ପଡ଼ିରହିଥିଲେ । ଏ ବିଷୟରେ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ ଖପ୍ରାଖୋଲ ଶାଖାର ସଭାପତି ବିଶ୍ୱଜିତ୍‌ ପଧାନଙ୍କ ସହ
Read More...