Monthly Archives

August 2023

ଘୋରଡିଆର ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଶନିବାର ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଏହା ପାଚଂ ଦିନ ଧରି
Read More...

ଚମକିବ ବାରପାହାଡ ଦେବୀପୀଠ : ବିକାଶ ପାଇଁ ୨୮ଲକ୍ଷ ୮୯ହଜାର ଟଙ୍କାର ଅନୁଦାନ

ତରଭା : ରାଜ୍ୟ ସରକାର ବିଭିନ୍ନ ଧର୍ମାନୁଷ୍ଠାନଗୁଡିକର ଉନ୍ନତିକରଣ ପାଇଁ ଅନୁଦାନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କଠାରୁ ଆପତ୍ତି ଅଭିଯୋଗ ଶୁଣିଥିଲେ । ସେଥିରେ ତରଭା ବ୍ଲକ ଅନ୍ତର୍ଗତ ପାଇକ ବାହାଲ ଗ୍ରାମ ପଞ୍ଚାୟତ
Read More...

ରାଜସ୍ୱ ଗ୍ରାମ ଘୋଷଣା ଦାବୀରେ ରାଜରାସ୍ତାରେ ଗ୍ରାମବାସୀ

ପାଟଣାଗଡ : ଗାଁ ମୂଳ ଗ୍ରାମରୁ ଅଲଗା ହେବ । ପଡ଼ାକୁ ମିଳିବ ଗାଁ ପରି ସୁବିଧା ଏପରି ଅନେକ ବିଷୟ ନେଇ ଗ୍ରାମବାସୀ ସ୍ୱପ୍ନ ଦେଖୁଥିବା ବେଳେ ଦୀର୍ଘ ୨୧ ବର୍ଷ ସଙ୍ଘର୍ଷ କରି ଆସୁଛନ୍ତି ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବା ପାଇଁ । କୌଣସି ନା କୌଣସି ବାହାନା କରି ପ୍ରଶାସନ ଶେଷ
Read More...

ବଲାଙ୍ଗିର ଜିଲ୍ଲା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ଦିବ୍ୟମ୍‌ ଓ ସମ୍ପଦାଙ୍କୁ ତ୍ରିମୁକୁଟମନୋରଞ୍ଜନ ଭେଟେରାନ ସିଙ୍ଗଲ୍ସ ଓ ମାନସ, ଅମ୍ବିକା ଡବଲ୍ସ ବିଜେତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ଇନଡୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମରେ ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ଶିକ୍ଷକ ନବ କିଶୋର ପରିଡ଼ାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୁକର୍ମ ହୀନ ଜୀବନ ଯେତେ ଦୀର୍ଘ୍ୟ ସ୍ଥାୟୀ ହେଲେ ମଧ୍ୟ ବାସହୀନଫୁଲ ପରି ଅସାର । କିନ୍ତୁ ଝରା ଶେଫାଳୀ ପରି ସନ୍ଧ୍ୟାରେ ଫୁଟି ସକାଳେ ଝଡିପଡ଼େ ସତ, ହେଲେ ମୃଦୁ ମନ୍ଦ ମଳୟ ପବନରେ ଭାସି ଆସୁଥିବା ସୁବାସିତ ଭୁରୁ ଭୁରୁଗନ୍ଧ ଚାରିଆଡେ ମହକାଇ ମାନ ଓ
Read More...

ଇସ୍ପାତ ସାହିତ୍ୟ ସଂସଦରେ ଗଙ୍ଗାଧର ଜୟନ୍ତୀ, ପୁସ୍ତକ ଉନ୍ମୋଚନ, ପ୍ରତିଭା ସମ୍ମାନ ଓ କବିତା ପାଠ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ସଭାଗୃହରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ୱରେ ଏବଂ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ
Read More...

ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥ ଶଙ୍କର ମିଶ୍ରଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ମେମ୍ବର ସିଦ୍ଧାର୍ଥ ଶଙ୍କର ମିଶ୍ର ବିଜେପିରେ ଯୋଗଦାନ କରିଛନ୍ତି । ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସ୍ଥିତ ପ୍ରଦେଶ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ରଙ୍କ
Read More...

ମହାନଗରର ଗରିବ ପାଇଲେ ଭୂମି ଅଧିକାର

ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲାଭୂମି ଅଧିକାର ପ୍ରମାଣ ପତ୍ରଜାଗା ସହ ମିଳିବ ଘର ତିଆରି ସହାୟତା, ଏବଂ ବିଜୁଳି, ପାଣି, ସଡକ ଓ ଅନ୍ୟ ମୌଳିକ ସୁବିଧାବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ
Read More...

ପାଟଣାଗଡ ବିଧାୟକ ସରୋଜଙ୍କୁ ମିଳିଲା ଆଉ ଏକ ନୂଆ ଦାୟିତ୍ଵ : ଜିଲ୍ଲା ସାରା ଖୁସିର ମାହୋଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାବ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଆଜି ପୁଣି ଏକ ନୂଆ ଦାୟିତ୍ଵ ମିଳିଛି । ରାଜ୍ୟ ଯୋଜନା ବିଭାଗର ଚିଠି ସଂଖ୍ୟା,୧୫୮୫୬ ଅନୁଯାୟୀ ବିଧାୟକ ଶ୍ରୀ ମେହେରଙ୍କୁ
Read More...

ଶିକ୍ଷକ ନିଯୁକ୍ତି ଦାବୀରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଧାରଣା

ବେଲପଡା, (ଭୋଜରାଜ ଦଣ୍ଡସେନା) : ବିଦ୍ୟାଳୟମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି । କେଉଁ ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭାବ ତ କେଉଁ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ
Read More...