Daily Archives

ପଦ୍ମପୁର ଉପଖଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହକିର ଯାଦୁଗର ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମତିଥି ଅବସରରେ ଆଜି ପଦ୍ମପୁର ଉପଖଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ଦ୍ୱାରା ସହର ପରିକ୍ରମା କରି ଭୋଟର ସଚେତନତା ସୃଷ୍ଟି କରାଯାଇଥିଲା । ପ୍ରଥମେ ପଦ୍ମପୁର
Read More...

ବଲାଙ୍ଗିର ସହରର ବେଆଇନ ଭାବେ ନିର୍ମିତ ହୋଇଥିବା ଦୋକନ ଭାଂଗିଲା ପ୍ରଶାସନର ବୁଲ୍‌ଡୋଜର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଗୋଶାଲା ନିକଟରୁ ମୁଖ୍ୟ ରାସ୍ତା କଡ଼ରେ ବେଆଇନ ଭାବେ ନିର୍ମିତ ହୋଇଥିବା ଦୋକନ ଭାଂଗିଛି ଆଜି ବଲାଙ୍ଗିର ପ୍ରଶାସନର ବୁଲ୍‌ଡୋଜର୍‌ । ଆଜି ପୂର୍ବାହ୍ନରେ ପୋଲିସ ଫୋର୍ସ ଓ ବୁଲ୍‌ଡୋଜର୍‌ ସହ ବଲାଙ୍ଗିର ପ୍ରଶାସନ ମାଡ଼ି ଆସିଥିଲା ଠିକାଦାର ପଡ଼ା
Read More...

ବାଲୁକା କଳା ମାଧ୍ୟମରେ ସ୍ୱଭାବ କବି ଗଂଗାଧର ମେହେରଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲୁକା କଳା ମାଧ୍ୟମରେ ସ୍ୱଭାବ କବି ଗଂଗାଧର ମେହେରଙ୍କୁ ତାଙ୍କ ୧୬୨ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁ । ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ଜଣେ ଶିକ୍ଷକ ହୋଇଥିବା ବେଳେ ନିଜ ଅବସର ସମୟରେ ବାଲୁକା କଳାରେ
Read More...

ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦ୍‌ଘାଟନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ କଲୋନୀପଡା ନିକଟରେ ଗତକାଲି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ତହସିଲଦାର ଅମୃତ ଲାଲ୍ ବେହେରାଙ୍କ କରକମଳରେ ଧୂପ ଦୀପ ଦେଇ
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଫଳଚାଷ ପାଇଁ ଚାରା ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଫଳ ଚାଷ ପାଇଁ ଚାରା ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଫଳଚାରା ଯୋଗାଇଥିବା ସଷ୍ଟେନେବୁଲ ଗ୍ରୀନ ଇନିସିଏଟିଭ ଫାଉଣ୍ଡେସନ ଓ ବାସୁଦେବ
Read More...

ରାଉରକେଲା ଆଇନ ମହାବିଦ୍ୟାଳୟରେ ନୂତନ ଛାତ୍ରଙ୍କୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୧ ସ୍ଥିତ ରାଉରକେଲା ଆଇନ ମହାବିଦ୍ୟାଳୟରେ କଲେଜର ଅଧକ୍ଷ ଡ଼କ୍ଟର ଦେବେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ଉତ୍ସବର ଆୟୋଜନ କରାଯାଇଥିଲା । ଉତ୍ସବରେ କଲେଜର ପୁରାତନ ଛାତ୍ର ସଂସଦର ସଭାପତି ଡ଼କ୍ଟର ସୁମନ
Read More...

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ପାଳନ ଉପଲକ୍ଷେ ସ୍କୁଲ କଲେଜ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ଦୁଇ ଦିନ ଧରି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ପାଳନ ହେଉଥିବା ବେଳେ ଏହି ଉପଲକ୍ଷେ ଆଜି ପ୍ରଥମ ଦିବସରେ ପ୍ରଥମରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଚିତ୍ରାଙ୍କନ,
Read More...

ସଂଗମ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗନ୍ନାଥ ସଂସ୍କୃତି କହେ ଜଗନ୍ନାଥଙ୍କର ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ଝୁଲଣ ପର୍ବ ଏକ ପାରମ୍ପରିକ ନୀତିକୁ ଯୁଗ ସହିତ ଯୁଗର ବନ୍ଧନକୁ ସୁଚାଇଥାଏ । ଯୁଗ ଚାରି, ହେଲେ ମାଲିକ୍ ଏକ । ଯୋରକଣୀ ଏଭଳି ଏକ ଗ୍ରାମ ଯେଉଁଠାରେ, ଦୁଇଟି ଜିଲ୍ଲା,
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ପୁତିନଙ୍କ ସହିତ ଆଲୋଚନା କରିଛନ୍ତି

ଉଭୟ ନେତା ଦ୍ବିପାକ୍ଷିକ, କ୍ଷେତ୍ରୀୟ ଓ ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିଛନ୍ତିଜି-20 ଶିଖର ସମ୍ମିଳନୀରେ ରୁଷର ପ୍ରତିନିଧିତ୍ବ ଦେଶର ବିଦେଶ ମନ୍ତ୍ରୀ କରିବେପ୍ରଧାନମନ୍ତ୍ରୀ ଭାରତର ଜି-20 ଅଧ୍ୟକ୍ଷତାକୁ ରୁଷର ନିରନ୍ତର ସମର୍ଥନ ପାଇଁ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି
Read More...

ରୋଜଗାର ମେଳା ଅଧୀନରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

"ଆପଣମାନେ ହେଉଛନ୍ତି ଏହି 'ଅମୃତ କାଳ' ର 'ଅମୃତ ରକ୍ଷକ'“ଗତ କିଛି ବର୍ଷ ମଧ୍ୟରେ, ଆମେ ଅର୍ଦ୍ଧସାମରିକ ବାହିନୀର ନିଯୁକ୍ତି ପ୍ରକ୍ରିୟାରେ ଅନେକ ବୃହତ୍ ପରିବର୍ତ୍ତନ ଆଣିଛୁ”“ଆଇନର ଶାସନ ଦ୍ୱାରା ସୁରକ୍ଷିତ ବାତାବରଣ ବିକାଶର ଗତିକୁ ତ୍ୱରାନ୍ୱିତ କରିଥାଏ”“ବିଗତ ୯ ବର୍ଷ ମଧ୍ୟରେ
Read More...