Daily Archives

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର…

ଭୁବନେଶ୍ୱର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ନିରୀକ୍ଷଣ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ କାର୍ଯ୍ୟରତ ଅଧିକାରୀମାନଙ୍କଠାରୁ ନିର୍ମାଣ କାର୍ଯ୍ୟ ପଚାରି ବୁଝିଛନ୍ତି
Read More...

ମକ୍କା ମଦିନାରୁ ଫେରିଥିବା ଶେଖ ହନିଫଙ୍କୁ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଏମ୍‌ଡି ଶେଖ ହନିଫ ଦୀର୍ଘ ୧୫ ଦିନ ଧରି ମକ୍କା ମଦିନା ତୀର୍ଥଯାତ୍ରାରେ ଯାଇ ନିଜ ଗାଁ ମାଣ୍ଡୋସିଲକୁ ଫେରି ଆସିବା ପରେ ତାଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ମାଣ୍ଡୋସିଲ ଗାଁ କମିଟିର ଧନସିଂ
Read More...

ଜି-୨୦ ବାଣିଜ୍ୟ ଓ ନିବେଶ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

"ଭାରତକୁ ଅପରିସୀମ ସୁଯୋଗ, ବିକଳ୍ପ ଓ ମୁକ୍ତ ବାଣିଜ୍ୟ ସ୍ଥଳୀର ମିଶ୍ରଣ ଭାବରେ ଦେଖାଯାଏ"’’ବିଗତ ୯ ବର୍ଷ ମଧ୍ୟରେ ଆମର ନିରନ୍ତର ପ୍ରୟାସ ଫଳରେ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି’’"ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି""ଆମକୁ ସ୍ଥିର ଏବଂ ସମାବେଶୀ
Read More...

ଚାନ୍ଦିଲି ପାହାଡ଼ ଝାଡେଶ୍ୱର ବାବାଙ୍କ ପୀଠର ବିକାଶ ପାଇଁ ୧ କୋଟି ଟଙ୍କା ଅନୁମୋଦନ କଲେ ରାଜ୍ୟ ସରକାର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ନିକଟ ଚାନ୍ଦିଲି ପାହାଡ଼ ଝାଡେଶ୍ୱର ବାବାଙ୍କ ପୀଠ ପାଇଁ ୧ କୋଟି ଟଙ୍କା ଅନୁମୋଦନ ହୋଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରସ୍ତାବ ଅନୁଯାୟୀ ଆଜି ପର୍ଯ୍ୟଟନ ବିଭାଗର ରବୀନ୍ଦ୍ର
Read More...

ଦେହଲି ଚାନ୍ଦିଲି ପାହାଡ଼ର ଝାଡ଼େଶ୍ୱର ମହାଦେବ ମନ୍ଦିରର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀ ଉର୍ଦ୍ଦେଶ୍ୟରେ ବିଡ଼ିଓଙ୍କୁ…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଦେହଲି ଚାନ୍ଦିଲି ପାହାଡ଼ର ଝାଡ଼େଶ୍ୱର ମହାଦେବ ମନ୍ଦିରର ଉନ୍ନତି ନେଇ ମନ୍ଦିର କମିଟି ସଦସ୍ୟ ଓ ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏକ ଦାବୀପତ୍ର ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ
Read More...

ଆଭାସୀ ମାଧ୍ୟମରେ ବଙ୍ଗୋମୁଣ୍ଡା ନୂତନ ବସଷ୍ଟାଣ୍ଡକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ୧୩ ଗୋଟି ଜିଲ୍ଲାର ୨୧ ଗୋଟି ନୂତନ ବସଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ତିନି କୋଟି ବ୍ୟୟ ଅଟକଳରେ ନିର୍ମିତ ଅତ୍ୟାଧୁନିକ ବସଷ୍ଟାଣ୍ଡ ଲୋକାର୍ପିତ ହୋଇଛି ।
Read More...

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାକାଶରେ ଇତିହାସ ସୃଷ୍ଟି କଲା ଇସ୍ରୋର ମୁନ ମିଶନ ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ତେବେ ଚୀନ୍, ଆମେରିକା ଏବଂ ଋଷ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ ହେଁ ଦକ୍ଷିଣ ମେରୁରେ
Read More...

ମହିଳା ପୋଲିସ ପିଏସ୍‌ଆଇଙ୍କ ଆତ୍ମହତ୍ୟା ଉଦ୍ୟମ, ଭଡ଼ା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ମହିଳା ପିଏସ୍‌ଆଇ ଗତ ବୁଧବାର ବିଳମ୍ଵିତ ରାତିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଲା ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗିର ଭୀମଭୋଇ ମେଡିକାଲକୁ
Read More...

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀଙ୍କ ଭାଷା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରାର ବିକାଶ ଉଦ୍ଦେଶ୍ୟରେ ଗଠିତ ହୋଇଥିବା ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ତଥା ନବନିଯୁକ୍ତ ବଲାଙ୍ଗିର ଜିଲ୍ଲା ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ ଆଜି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି ।
Read More...

ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ସ୍ୱାଭିମାନ ପଦଯାତ୍ରା

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ଆଜି ସ୍ୱାଭିମାନ ପଦଯାତ୍ରା ହୋଇଯାଇଛି । ପ୍ରଥମେ କଣ୍ଟାବାଞ୍ଜି ଗୋରୁ ବଜାରଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଛକ ଦେଇ ଇନ୍ଦିରା ଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଏହି
Read More...