Daily Archives

ବାଇକ ଲୁଟେରା ଗିରଫ, ୩୫ ବାଇକ ଜବତ

ଭୁବନେଶ୍ୱର, ୪ ଜଣ ବାଇକ ଲୁଟୋରାଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୩୫ ବାଇକ ପୋଲିସ ଜବତ କରିଛି । ଏହି ବାଇକ ଲୁଟେରା ଗ୍ୟାଙ୍ଗ ଦୀର୍ଘ ଦିନ ହେବ ପୋଲିସର ନିଦ ହଜାଇଥିଲା । ବିଭିନ୍ନ ପାର୍କ ଓ ମଲ ସମ୍ମୁଖରୁ ଗାଡି ଚୋରି କରି ଅନ୍ୟ ରାଜ୍ୟରେ ବିକ୍ରି କରୁଥିଲେ ।
Read More...

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରହିଥିଲା । ଏହି ସମୟରେ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ । ମଙ୍ଗଳବାରଠୁ
Read More...

ଆଜିଠୁ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର : ମଙ୍ଗଳବାର ଠାରୁ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ । କଲେଜରେ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ କରାଯିବ ସ୍ୱାଗତ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ
Read More...

ପାଗଳ ବିଲୁଆ ଆକ୍ରମଣରେ ୭ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ସାହସପୁର ଗ୍ରାମରେ ପାଗଳ ବିଲୁଆ ଆକ୍ରମଣରେ ୭ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର
Read More...

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଡ. ପ୍ରଣବ ପୁରୋହିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଏକ ଜଣାଶୁଣା ମହାବିଦ୍ୟାଳୟ ଭିତରେ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଅନ୍ୟତମ । ସୋମବାର ଦିନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମେଜର ଡ. ମଧୁସୂଦନ ମିଶ୍ର ଅବସର ନେବା ପରେ ଡ. ପ୍ରଣବ ପୁରୋହିତଙ୍କୁ ଏହି ଦାୟିତ୍ୱ ମିଳିଛି । ଏହି
Read More...

ବଡ଼ମାଲ ଗୋଳାବାରୁଦ କାରଖାନାରେ ଗୋଟିଏ ଦିନରେ ଅବସର ନେଲେ ୧୫ ଜଣ କର୍ମଚାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁତଳା ସ୍ଥିତ ବଡ଼ମାଳ ଗୋଳାବାରୁଦ କାରଖାନାରେ ଜୁଲାଇ ୩୧ ତାରିଖ ଦିନ ଏକା ସାଙ୍ଗରେ ୧୫ଜଣ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ଏହି ୧୫ଜଣଙ୍କ ମଧ୍ୟରୁ ଜୁନିଅର ୱାର୍କସ ମ୍ୟାନଜର ମେକାନିକାଲ ସୁଶାନ୍ତ ଖମାରୀ ତାଙ୍କର ୩୩ବର୍ଷ ଚାକିରି ଜୀବନ ସମୟରେ ନିଜର
Read More...

ରାମଜୀ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲ ଜି. ବଲାଙ୍ଗିରର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା
Read More...