Monthly Archives

July 2023

ସରିଲା କାଦୋଯାତ୍ରା : ଆରମ୍ଭ ହେଲା ଚାଷ କାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଅନେକ ପର୍ବପର୍ବାଣୀ, ବିଶେଷ ଭାବରେ ଚାଷ ଓ ଚାଷୀଙ୍କ ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡିତ । ଠିକ୍‌ ଏହିପରି ଏକ ଚାଷ ଭିତ୍ତିକ ପର୍ବ ହେଉଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ପ୍ରସିଦ୍ଧ ଐତିହାସିକ ଗାଁ ଜରାସିଂହାର
Read More...

ଦିନ ଦ୍ୱିପହରରେ ଲୁଟ୍ ଉଦ୍ୟମ କରି ଧରାପଡିଲେ ତିନି ଲୁଟେରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମ ନିକଟରେ ଦିନ ଦ୍ୱିପହରରେ ଲୁଟ୍‌ କରି ତିନି ଜଣ ଲୁଟେରା ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ ସୋମବାର ଅପରାହ୍ନ ୩ଟା ବେଳେ ବଲାଙ୍ଗିରର ରାମ
Read More...

ଟିଟିଲାଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଶାଖା ପ୍ରବନ୍ଧକ ହରେକୃଷ୍ଣ ବିଶିଙ୍କୁ ନବୋଦୟ ପରିବାର ଟିଟିଲାଗଡ଼ ତରଫରୁ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତୀୟ ଷ୍ଟେଟ ବ୍ୟାଙ୍କ (ବଜାର ଶାଖା)ରେ ନୂତନ ଶାଖା ପ୍ରବନ୍ଧକ ଭାବରେ ପୁରାତନ ନବୋଦୟ ଛାତ୍ର ହରେକୃଷ୍ଣ ବିଶି ଯୋଗ ଦେଇଛନ୍ତି । ଶ୍ରୀ ବିଶି ଜୱାହର ନବୋଦୟ ବିଦ୍ୟାଳୟ ବେଲପଡ଼ାର ଦ୍ୱୀତୀୟ ବ୍ୟାଚ (ବର୍ଷ ୧୯୯୫ ପାସ)ର ଛାତ୍ର ଅଟନ୍ତି । ଦୀର୍ଘ ଦିନର
Read More...

ଏଣିକି ଅନଲାଇନ୍‌ରେ ଆର୍ଥିକ କାରବାର ବିବରଣୀ ଦାଖଲ କରିପାରିବେ ରାଜନୈତିକ ଦଳ

• ରାଜନୈତିକ ଦଳମାନଙ୍କ ଦ୍ୱାରା ତିନି ପ୍ରକାରର ରିପୋର୍ଟ - ଯୋଗଦାନ ରିପୋର୍ଟ, ଅଡିଟ୍ ହୋଇଥିବା ବାର୍ଷିକ ଏକାଉଣ୍ଟ ବିବରଣୀ ଏବଂ ନିର୍ବାଚନ ଖର୍ଚ୍ଚର ବିବରଣୀ ଦାଖଲ କରିବା ଲାଗି ଏକ ୱେବ-ପୋର୍ଟାଲର ଶୁଭାରମ୍ଭ କଲେ ନିର୍ବାଚନ ଆୟୋଗ• ବାସ୍ତବ ରିପୋର୍ଟ ଦାଖଲ କରିବାରେ ଆସୁଥିବା ସମସ୍ୟାକୁ ଦୂର
Read More...

ଦକ୍ଷିଣ ଏସିଆ ଆଣ୍ଟି ଡୋପିଙ୍ଗ ଆଞ୍ଚଳିକ ପ୍ରତିଷ୍ଠାନ ‘ସାରାଡୋ’ ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା ‘ନାଡା’ର…

ନୂଆଦିଲ୍ଲୀରେ ସ୍ୱାକ୍ଷରିତ ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଲା କ୍ରୀଡା କ୍ଷେତ୍ରରେ ନିଶା ଔଷଧ ବ୍ୟବହାରକୁ ରୋକିବା (ଆଣ୍ଟି ଡୋପିଙ୍ଗ) ନିମନ୍ତେ ସହଯୋଗ ବଢାଇବାବିଶ୍ୱ ଆଣ୍ଟି ଡୋପିଙ୍ଗ ଏଜେନ୍ସି ଏବଂ କ୍ରୀଡା କ୍ଷେତ୍ରରେ ନିଶା ଔଷଧ କାରବାର ବିରୋଧୀ ୟୁନେସ୍କୋର ଆନ୍ତର୍ଜାତିକ ଚୁକ୍ତି
Read More...

ଲୋୟର ସୁକ୍‌ତେଲ ପ୍ରକଳ୍ପ ଅଞ୍ଚଳରେ ପାଣି ଓ ବିଜୁଳି କାଟ୍‌କୁ ନେଇ ନରସିଂହଙ୍କ ପୁନଃ ପ୍ରେସ ବିବୃତ୍ତି

ଲୋକଙ୍କ ସମର୍ଥନ ସତ୍ୱେ ପ୍ରଶାସନ କରୁଛି ବାରମ୍ବାର ମାନବାଧିକାର ଉଲ୍ଲଂଘନ : ନରସିଂହଅନୁରୋଧ ସତ୍ୱେ ବିସ୍ଥାପିତଙ୍କୁ ପୁନଃ ବିଜୁଳି ସଂଯୋଗ ନ କରିବା ପ୍ରଶାସନର ଅମାନବିକତା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକ୍‌ତେଲ ପ୍ରକଳ୍ପ ଅଞ୍ଚଳରେ ପାଣି ଓ ବିଜୁଳି କାଟ୍‌କୁ ନେଇ
Read More...

ଆଦର୍ଶ ଶିକ୍ଷକ ମଦନ ମୋହନ ରଥଙ୍କ ଅବସର ଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ସିନଖମନର ହିନ୍ଦି ଶିକ୍ଷକ ମଦନ ମୋହନ ରଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହନ୍ତ ମହାରାଜ ବ୍ରଜ ମୋହନ
Read More...

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସମାବେଶ ଅନୁଷ୍ଠିତ, ଯୋଗଦେଲେ ସାଂସଦ ସଙ୍ଗୀତା

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ମଙ୍ଗଳବାର ଦିନ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପ ଠାରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ମଣ୍ଡଳ ସ୍ତରୀୟ ସମାବେଶ ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି
Read More...

ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ଗ୍ରାମରେ ବିଜୁ ଜନତା ଦଳର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ଆଜି ବିଜୁ ଜନତା ଦଳର ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ବିଜୁ ଜନତା ଦଳର ଯୁବ ନେତା ତଥା ସାମ୍ବାଦିକ ଆଲୋକ ପାଣିଗ୍ରାହୀ ସଭା କାର୍ୟ୍ୟ ଆରମ୍ଭ ଆରମ୍ଭ କରିଥିଲେ । ବିଜୁ ଜନତା
Read More...

ପୁଇଁନ୍ତଲା ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ଥାନା ପୋଲିସ ପକ୍ଷରୁ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଇଁନ୍ତଲା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମବାସୀ ମାନେ ଯୋଗ ଦେଇଥିବା ବେଳେ ଦିନକୁ ଦିନ ବଢୁଥିବା ସାଇବର କ୍ରାଇମ ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ
Read More...