Monthly Archives

July 2023

ଖବରକାଗଜ ଚିନ୍ତା ଚେତନାକୁ ଜାଗ୍ରତ କରେ

ବଲାଙ୍ଗିରରେ ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ ଆଲୋଚନାଚକ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ଶତବାର୍ଷିକୀ କକ୍ଷରେ ଶନିବାର ସନ୍ଧ୍ୟାରେ ଦୈନିକ ଧରିତ୍ରୀର ୫୦ ବର୍ଷ ପଦାର୍ପଣ ଅବସରରେ ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
Read More...

ୟୁଥ ହଷ୍ଟେଲର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ୟୁଥ ହଷ୍ଟେଲ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ପକ୍ଷରୁ ମାନବ ସେବା ସଦନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନୀକରଣ ସପ୍ତାହ ପାଳନ ଅବସରରେ ସଭାପତି ବୁଦ୍ଧଦେବ ବସୁଙ୍କ ସଭାପତିତ୍ୱ ଓ ଡଃ ଶକ୍ତି ପ୍ରସାଦ
Read More...

ପୂଣ୍ୟତ୍ତୋୟା ଋଷିକୂଲ୍ୟା ଘାଟରେ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମର ନିଆରା ଦୃଶ୍ୟ

• ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର ପ୍ରତ୍ୟୁଷରୁ ଶିବଲିଙ୍ଗରେ ଜଳାଭିଷେକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆରମ୍ଭ ହୋଇଯାଇଛି ଶିବ ଉପାସନାର ମହନୀୟ ଗଣପର୍ବ ବୋଲ୍ ବୋମ । ବୋଲ୍ ବୋମ ହର୍‌ ହର୍‌ ବମ୍‌ରେ ସ୍ଥାନଟି କମ୍ପି ଉଠିଛି । ଶିବ ଶଙ୍କର ଭଗବାନଙ୍କ ମହିମାର ଭକ୍ତି ଭାବନାର ଏକ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭକ୍ତଙ୍କୁ ବିସ୍କୁଟ ଓ ପାଉଁରୁଟି ବଣ୍ଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ଯୋଡା ଶ୍ରାବଣ ମାସ ପଡିଛି । ଶ୍ରାବଣ ମାସ ତଥା ବର୍ଷ ତମାମ ବହୁତ ଭକ୍ତ ଟିଟିଲାଗଡରେ ଥିବା ଧବଳେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି । ଚଳିତ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ହଜାର ହଜାର
Read More...

ରୁଦ୍ର ଧରୁଆଙ୍କ ଅକାଳ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମ ପଞ୍ଚାୟତର ଗମ୍ଭାରିଡିହି ଗାଁର ରୁଦ୍ର ଧରୁଆ (୩୦)ଙ୍କ ଅକାଳ ମୃତ୍ୟୁ ଘଟିଛି । ରୁଦ୍ର ଆର.ଏମ୍. ସି ତଥା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟ କରି ଆସୁଥିଲେ । ହଠାତ୍ ଗତକାଲି ରବିବାର ଦିନ ଅସୁସ୍ଥତା ଅନୁଭବ କରିବାରୁ
Read More...

ବରଗଡ଼ ବ୍ଲକ୍ ଏଫ୍‌ଏଲ୍‌ଏନ୍ ରିସୋର୍ସ ସେଣ୍ଟର୍ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶକ୍ତି ନଗରଠାରେ ବରଗଡ଼ ବ୍ଲକ ଏଫ୍‌ଏଲ୍‌ଏନ୍ ରିସୋର୍ସ ସେଣ୍ଟର୍ ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ
Read More...

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବଶଙ୍କରଙ୍କୁ ଜଳାଭିଷେକ ପାଇଁ ହରିଶଙ୍କରଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଖପ୍ରାଖୋଲ, (ଅଶୋକ ବାଗ) : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବପୀଠ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା
Read More...

ବିଭିନ୍ନ ଅପରାଧରେ ଜଡିତ ଥାଇ ବର୍ଷ ବର୍ଷ ଧରି ଫେରାର ଥିବା ଦୁଇ ଜଣ ଅଭିଯୁକ୍ତକୁ ଗିରଫ କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ସାନଉଡେନ ଗାଁର ଜଣେ ଯୁବତୀଙ୍କୁ ଅସଦାଚରଣ କରି ତିନି ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତକୁ ଖପ୍ରାଖୋଲ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ସାନଉଡ଼େନ ଗାଁର କପିଳ ଦୀପ (୩୦)
Read More...

ରବିବାର ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଆହୁରି ଦୀର୍ଘ ମିଆଦୀ ଜନହିତ ହେଉ : ପ୍ରଶାନ୍ତ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ରୋଗୀ ଓ ସେମାନଙ୍କର ସହାୟକ ଭାବରେ ଆସିଥିବା ବ୍ୟକ୍ତି ବିଶେଷମାନଙ୍କୁ ସହଯୋଗ ଫାଉଣ୍ଡେସନ ତରଫରୁ ପ୍ରତି ରବିବାର ଦିବା ଘ.୧୨.୩୦ମି. ସମୟରେ ଅନ୍ନପୂର୍ଣ୍ଣା ମାଧ୍ୟମରେ ଦୀର୍ଘ ୯ ମାସ ହେଲା ଭାତ ଓ
Read More...

ଚଳିତ ସପ୍ତାହରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ଶୁଭାରମ୍ଭ କରାଯିବ : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ

● ଚନ୍ଦ୍ର ପୃଷ୍ଠରେ ମହାକାଶଯାନ ଅବତରଣ କରାଇବାରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର● ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ମହାକାଶ କ୍ଷେତ୍ରରେ ଏତେ ବ୍ୟାପକ ପ୍ରଗତି ପରେ ଭାରତ ଚନ୍ଦ୍ର ଦିଗରେ ଅଭିଯାନ ଆରମ୍ଭ କରିବା ଲାଗି ଆଉ ଅପେକ୍ଷା କରିପାରିବ ନାହିଁ : କେନ୍ଦ୍ର
Read More...