ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ
ଖଲ୍ଲିକୋଟ : ଜାତୀୟ ରାଜପଥ- ୧୬ର କେଶପୁର ଛକ ସ୍ଥିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଏଟିଏମ୍ କାଟି ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ରବିବାର ରାତିରେ କୌଣସି ଦୁର୍ବୃତ୍ତ ଏଟିଏମ୍ କାଉଣ୍ଟର୍ ଭିତରେ ପଶି ପ୍ରଥମେ ସିସିଟିଭି!-->…
Read More...
Read More...