Monthly Archives

July 2023

ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ବୃକ୍ଷ ରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଦେଓଗାଁ ବ୍ଲକ ଉଡାର ଗ୍ରାମ ରାସ୍ତା କଡରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ
Read More...

ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ

ଉପକୂଳ ଅଂଚଳର ଧର୍ମପୀଠ ଉନ୍ନତି ପାଇଁ ହଜାର ହଜାର କୋଟି : ନରସିଂହଆମ ଅଂଚଳ ମନ୍ଦିର ପାଇଁ ବୈମାତୃକ ମନୋଭାବ କାହିଁକି : ନରସିଂହବିଧାନସଭାରେ ମନ୍ତ୍ରୀଙ୍କ ସହମତି ସତ୍ୱେ ଟେକ୍ସଟାଇଲ ମିଲ ପ୍ରତିଷ୍ଠା କ୍ଷେତ୍ରରେ ବିଳମ୍ବ କାହିଁକି : ନରସିଂହଏପରି ବୈମାତୃକ ମନୋଭାବ ସ୍ୱତନ୍ତ୍ର ରାଜ୍ୟ ଦାବିକୁ
Read More...

ନିଆଁରେ ପୋଡ଼ି ହୋଇ ବୃଦ୍ଧ ମୃତ

ଗୋଛାପଡ଼ା : ନିଆଁରେ ପୋଡ଼ି ହୋଇ ଯାଇଥିବା ଜଣେ ବୃଦ୍ଧଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ଡାଗରସୁଗା ଗ୍ରାମର ସୁଦର୍ଶନ କହଁର ଶନିବାର ଦିନ ପରିବାର ଲୋକେ ବିଲକୁ
Read More...

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ସୁପର୍‌ଫାଷ୍ଟ୍ ଇସ୍ପାତ ଏକ୍ସପ୍ରେସ୍, ୨ ଘଣ୍ଟା ପରେ ସ୍ୱଭାବିକ ଟ୍ରେନ୍ ଚଳାଚଳ

ସଇଁତଲା : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ସୁପର୍ ଫାଷ୍ଟ୍ ଇସ୍ପାତ ଏକ୍ସପ୍ରେସ୍ । ସଇଁତଲା ଷ୍ଟେସନରେ ସିଗ୍‌ନାଲରେ ଯାନ୍ତ୍ରିକ ବିଭ୍ରାଟ୍ ଦେଖା ଦେବାରୁ ଦୁଇ ଘଣ୍ଟା ଧରି ଅଟକି ରହିଲ ଟ୍ରେନ୍ । ସୂଚନା ମୁତାବିକ, ଇସ୍ପାତ ଏକ୍ସପ୍ରେସ୍ ଟିଟିଲାଗଡ଼ ଷ୍ଟେସନରୁ ନିର୍ଦ୍ଧାରିତ ସମୟରେ
Read More...

ଭାଇ ହେଲା ଭଗାରୀ : ଭାଇ ହାତରେ ଭାଇର ଜୀବନ ଗଲା

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁରେ ଜଣେ ଭାଇର ଶାବଳ ମାଡ଼ରେ ଅନ୍ୟ ଭାଇର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଜମିଜମା ବିବାଦକୁ ନେଇ ବଡ଼ ବାପା ପୁଅ ଏବଂ ଦାଦା ପୁଅ ଭାଇମାନଙ୍କ ମଧ୍ୟରେ
Read More...

ସିନେମା ଷ୍ଟାଇଲରେ କାର୍ ଲୁଟ୍ ଘଟଣାରେ ଦୁଇ ଗିରଫ : ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଫେରାର

ଭଞ୍ଜନଗର : ଭଞ୍ଜନଗର–ଫୁଲବାଣୀ ରାସ୍ତାର ଦଦରାଲୁଣ୍ଡା ନିକଟରେ କାର୍ ଲୁଟ୍ ଘଟଣାରେ ୨ ଗିରଫ । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣ ଏବେ ବି ଫେରାର ଅଛନ୍ତି । ଏହାସହ ଲୁଟ୍ ହୋଇଥିବା କାରକୁ ପୁଲିସ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଘଟଣା ଅନୁଯାୟୀ, ଗତ ୨୪ତାରିଖ
Read More...

ISROର ଆଉ ଏକ ସଫଳତା, ସିଙ୍ଗାପୁରର ୭ଟି ସାଟେଲାଇଟ୍ ନେଇ କକ୍ଷପଥରେ ସ୍ଥାପନ କଲା PSLV-C56 ରକେଟ

ନୂଆଦିଲ୍ଲୀ : ମହାକାଶ କ୍ଷେତ୍ରରେ ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ରବିବାର ଏକାସାଙ୍ଗରେ ୭ଟି ସାଟେଲାଇଟ୍ ଉତକ୍ଷେପଣ କରିଛି । ଏଥିମଧ୍ୟରେ ଗୋଟିଏ ସ୍ବେଦେଶୀ ଏବଂ ସିଙ୍ଗାପୁରର ୬ଟି ସାଟେଲାଇଟ୍ ଅନ୍ତର୍ଭୁକ୍ତ । ଆନ୍ଧ୍ରପ୍ରଦେଶର
Read More...

ଅକ୍ଟୋବର ମାସରୁ ବାଘ ଗଣନା କରିବ ରାଜ୍ୟ

ଭୁବନେଶ୍ୱର : ଓଡ଼ିଶାରେ ବାଘର ପ୍ରକୃତ ସଂଖ୍ୟା ଜାଣିବାକୁ ରାଜ୍ୟ ସରକାର ନିଜସ୍ୱ ଗଣନା କରିବେ । ଆସନ୍ତା ଅକ୍ଟୋବର ମାସରୁ ଏହି ଗଣନା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜଙ୍ଗଲ ବିଭାଗ ଏହି ଗଣନା କରିବ । ଗତ ମେ’ ମାସରେ ବିଭାଗୀୟ ସମୀକ୍ଷାବେଳେ
Read More...

କୋତକୋମୁହାଣ ପୋଲ ଉପରେ ପ୍ରବାହିତ ହେଉଛି ୫ ଫୁଟ୍ ବନ୍ୟା ଜଳ

ଗୁଡ଼ଭେଲା : ଗୁଡ଼ଭେଲା ବ୍ଲକ ଯାମୁଟ ନିକଟରେ ଥିବା କୋତକୋମୁହାଣ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଗମ୍ଭୀରିଗୁଡ଼ା ପଞ୍ଚାୟତର ୯ଟି ଗାଁ ସମେତ ଜାମୁଟ ପଞ୍ଚାୟତର ଗୋଟିଏ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଖଡ଼ଙ୍ଗନଦୀରେ ଜଳସ୍ତର ବୃଦ୍ଧି
Read More...

ଉଗ୍ରତାରା ମନ୍ଦିରରୁ ଚୋରି ଅଭିଯୋଗ

ଖୋର୍ଦ୍ଧା : ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ମାଆଙ୍କ ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ଓ ରୁପାର ଅଳଙ୍କାର
Read More...