Monthly Archives

July 2023

ନମିତା ସାହୁ ସିସିଆର୍‌ଟି ବୃତ୍ତି ପାଇ ଆଣିଲେ ଗୌରବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା, ଢୋଲବନ୍ଧର ଶିଶୁ କଳାକାର ନମିତା ସାହୁ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସାଂସ୍କୃତିକ ସ୍ରୋତ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସାଂସ୍କୃତିକ ପ୍ରତିଭା ଖୋଜା ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି । ସଚେତନ ହେମା ଅନୁଷ୍ଠାନ ଓ
Read More...

ବ୍ରହ୍ମପୁର ପୋଲିସ ଜିଲ୍ଲାର ୪ଜଣ ମହିଳା ପୋଲିସ ଅଫିସରଙ୍କୁ ବଦଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଜଣ ମହିଳା ପୋଲିସ ଅଫିସରଙ୍କୁ ବଦଳି ଆଦେଶ ହୋଇଛି । ସେମାନେ ହେଲେ ଦିଗପହଣ୍ଡି ଥାନାର ଏସ୍‌.ଆଇ. ସ୍ୱର୍ଣ୍ଣଲତା ପାତ୍ରଙ୍କୁ ବ୍ରହ୍ମପୁରର ସାଇବର କ୍ରାଇମ ଓ ଅର୍ଥନୀତିକ ଥାନାକୁ ବଦଳି ହୋଇଯାଇଛି ।
Read More...

ଜି.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷାଙ୍କ ହୃଦଘାତ୍‌ରେ ପରଲୋକ

ବାଲିଗୁଡ଼ା,(ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର (୫୦)ଙ୍କ ସୋମବାର ଦିନ ୩ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତ୍‌ରେ ଦେହାନ୍ତ ହୋଇଥିବା ଜଣାପଡିଛି । ସେ କିଛିଦିନ ହେଲା ସେ
Read More...

୫୪ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଆଇଏଫ୍‌ଏଫ୍‌ଆଇର ପାନୋରମା ସେକ୍ସନ ପାଇଁ ଏନ୍‌ଡିଏଫସି ପକ୍ଷରୁ ଫିଚର ଓ…

ନୂଆଦିଲ୍ଲୀ, (ପି.ଆଇ.ବି.) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଡାଲ ଏଜେନ୍ସି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି)ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜନ କରୁଛି । ଏହି ସଂସ୍ଥା ଏହି ଚଳଚ୍ଚିତ୍ର ଉତ୍ସବର ପାନୋରମା (ପରିଦୃଶ୍ୟ) ବିଭାଗରେ ପ୍ରଦର୍ଶନ
Read More...

ସୁଜନପୁର ପଞ୍ଚାୟତ ସମିତି ସଭ୍ୟ ଉପନିର୍ବାଚନ ପାଇଁ ତିନି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ୍‌ କଲେ

ଡେଲାଙ୍ଗ, (ଦିଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସୁଜନପୁର ପଞ୍ଚାୟତର ସମିତିସଭ୍ୟ ଦିବଂଗତ ଅଜୟ କୁମାର ରାଉତରାୟଙ୍କ ଗତ ମେ ମାସ ୨ ତାରିଖରେ ଅକାଳ ବିୟୋଗ ହେବା ପରଠାରୁ ଏଠାରେ ସମିତିସଭ୍ୟ ପଦବୀ ଖାଲି ପଡ଼ିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହି ପଞ୍ଚାୟତରେ
Read More...

ଗଞ୍ଜାମରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଛତ୍ରପୁର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି । ଗୁରୁତର
Read More...

‘ଭାରତ୍ ଡାଲ୍’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ଡାଲି ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ

• କିଲୋ ପ୍ରତି ୬୦ ଟଙ୍କା ଦରରେ ମିଳିବ ଏକ କିଲୋଗ୍ରାମ ପ୍ୟାକ୍ ଏବଂ କିଲୋପ୍ରତି ୫୫ ଟଙ୍କାରେ ମିଳିବ ୩୦ କିଲୋଗ୍ରାମ ପ୍ୟାକ୍ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ‘ଭାରତ ଡାଲ୍’
Read More...

ଛତ୍ରପୁରସ୍ଥ କାଳିଆବାଲିଠାରେ ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୧୬ନମ୍ବର ଜାତୀୟ ରାଜପଥ ଛତ୍ରପୁର ନିକଟସ୍ଥ କାଳିଆବାଲି ଛକ ନିକଟବର୍ତ୍ତୀ ସ୍ଥାନରେ ସୋମବାର ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ନାମ ବାଳକୃଷ୍ଣ ଦାସ (୪୯)
Read More...

ପ୍ରଧାନମନ୍ତ୍ରୀ ଆବାସ ଘର ଦାବୀ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସନନ୍ତ ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଘର ଦାବୀ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଗୁଡୁଖାପଲା ଗ୍ରାମ ପଞ୍ଚାୟତ ସ୍ଥିତ ଖଗ୍‌ସିକନା ଗ୍ରାମର ସନନ୍ତ ପଟେଲ । ତାଙ୍କର ମାଟି ଘରକୁ ବ୍ଲକ ଅଧିକାରୀ ସର୍ଭେ କରି ଯାଇଥିବା
Read More...

ଆର୍‌ବିଆଇ ସହାୟତାରେ ଆର୍ଥିକ ସାକ୍ଷରତା କର୍ମଶାଳା

କଳାହାଣ୍ଡି, (ପି.କେ. ସାହୁ) : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ସାଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ୍‌ ସର୍ଭିସେସ୍‌ ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା ମ.ରାମପୁର ବ୍ଲକର ସଂଚୟ ଶକ୍ତି ଭବନ ବୁରାଟଠାରେ ସ୍ଥାନୀୟ ସ୍ୱୟଂ ସହାୟିକା ଦଳର ସଭ୍ୟା, ଗୋଷ୍ଠୀ ସହାୟିକା, ଜମାକାରୀ ଓ
Read More...