Monthly Archives

July 2023

ମୋଦୀଙ୍କ ମିଶନ ଲାଇଫରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ମିଶନ୍ ଲାଇଫ" ଆଧାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭାରତ ବର୍ଷର ଛାତ୍ର ଓ ଯୁବ ବର୍ଗଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏକ କୋଟି ଗଛ ଲଗାଇବାର ସଂକଳ୍ପ ନିଅନ୍ତୁ ବୋଲି ଅନୁରୋଧ କରିଥିବାରୁ
Read More...

ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତଥି ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗଦାନ କରି
Read More...

ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ନିର୍ଭୁଲ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରାକ୍ ପରିମାର୍ଜନ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ନିର୍ଭୁଲ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭା କକ୍ଷରେ ଏକ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ପଦ୍ମପୁର
Read More...

ଛତ୍ରପୁର ସହରର ଉନ୍ନୟନ ନିମନ୍ତେ ମୁକ୍ତା ଯୋଜନାରେ ୨ କୋଟି ୨୦ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ବିଭିନ୍ନ ଉନ୍ନୟନ ଦିଗରେ ପ୍ରଶାସନ ଚିନ୍ତାପ୍ରକଟ କରିଛି । ଏନେଇ ମଙ୍ଗଳବାର ଆପରାହ୍ଣରେ ଛତ୍ରପୁର ଏନ୍‌.ଏ.ସି.ର କଲ୍ୟାଣମଣ୍ଡପ ଗୃହରେ ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ
Read More...

ବଲାଙ୍ଗିର ବିଜେପିରେ ତେଜିଲା ଗୋଷ୍ଠୀ କନ୍ଦଳ : ଅନନ୍ତ ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜେପି.ରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି । ଏଠାରେ ଦଳ ମଜବୁତ୍‌ ହେବା ବଦଳରେ ଦଳୀୟ ବିବାଦ ଦଳକୁ ବିପଥଗାମୀ କରୁଥିବା ଅନୁମିତ ହୋଇଛି । ଗତ ୨୩ ତାରିଖରେ ଦଳୀୟ ନେତାଙ୍କୁ ଅବଜ୍ଞା କରି ଗତ ଥରର ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ
Read More...

ଗ୍ରାମ୍ୟ ଜଙ୍ଗଲରେ ଗଢି ଉଠିଛି ସଂଗ୍ରାମୀ ସ୍ମୁତିବନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀଙ୍କ ସ୍ମୃତିରେ ବରଗଡ଼ ସହର ଉପକଣ୍ଠ ବଗେଇବିରା ନିକଟ ଗ୍ରାମ୍ୟ ଜଙ୍ଗଲରେ ଗଢି ଉଠିଛି ସଂଗ୍ରାମୀ ସ୍ମୃତିବନ । ଗତବର୍ଷ ଠିକ୍ ଆଜିକାର ଦିନରେ ବରଗଡ଼ ସାମ୍ବାଦିକ ସଂଘର ଉଦ୍ୟମ ଏବଂ ସ୍ଥାନୀୟ ବନ ବିଭାଗ ସହଯୋଗରେ ବୈଷ୍ଣୋଦେବୀ
Read More...

ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଶେଖର ନଗରରେ ସୋମବାର ରାତିରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘରେ କେହି ନଥିବା ବେଳେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ୨୪ ବର୍ଷିୟା ପ୍ରମୋଦ ଗୌଡ । ଖବର ପାଇ ଆଜି ସକାଳୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରପଡ଼ିଲେ ଡେଲାଙ୍ଗ ବ୍ଲକର ଜେଇ

ପୁରୀ : ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡେଲାଙ୍ଗ ବ୍ଲକର ଜେଇ ରଜନୀ କାନ୍ତ ମାଝି । ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ଦିଗରେ ଚୁଡ଼ାନ୍ତ ବିଲ୍ ରିଲିଜ୍ ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ୩୦ ହଜାର ଲାଞ୍ଚ ଦାବୀ ଏବଂ ଗ୍ରହଣ କରୁଥିବା ବେଳେ ପୁରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ଜେଇ
Read More...

ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ମଦନମୋହନ ମୁର୍ମୁଙ୍କ ପୁଅ ବିଜୟ ମୁର୍ମୁ (୨୩) । ସୂଚନାନୁଯାୟୀ, ବିଜୟ ମୁର୍ମୁ ଘରେ ଗତ ରାତ୍ରିରେ ଶୋଇଥିବା ବେଳେ
Read More...

ରାଜଭବନରେ ହେବ କଳିଙ୍ଗ ଅତିଥି ନିବାସ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ

ଭୁବନେଶ୍ୱର : ରାଜଭବନକୁ ଆସୁଥିବା ଅତି ବିଶିଷ୍ଟ ଅତିଥି (ଭିଭିଆଇପି)ଙ୍କ ପାଇଁ ନିର୍ମାଣ ହେବ ନୂଆ ଗେଷ୍ଟ ହାଉସ । ଏହାର ନାମ ଦିଆଯାଇଛି କଳିଙ୍ଗ ଅତିଥି ନିବାସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ରାଜଭବନ ପରିସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ଭିତ୍ତିପ୍ରସ୍ତର
Read More...