Daily Archives

ବଲାଙ୍ଗିର କିଷାନ କଂଗ୍ରେସ ପକ୍ଷରୁ ଚିନିକଳର ପୁନଃଉଦ୍ଧାର ଓ ସୂତାକଳ ପ୍ରତିଷ୍ଠା ନେଇ ରାସ୍ତରୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କିଷାନ କଂଗ୍ରେସ ପକ୍ଷରୁ ଚିନିକଳର ପୁନଃଉଦ୍ଧାର ଓ ସୂତାକଳ ପ୍ରତିଷ୍ଠା ନେଇ ବଲାଙ୍ଗିର-ପାଟଣାଗଡ଼ ଜାତୀୟ ରାଜପଥ ପଥରଚେପାଠାରେ ରାସ୍ତରୋକ କରାଯାଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀମାନେ ଶତାଧିକ ସଂଖ୍ୟାରେ ଯୋଗଦେଇ
Read More...

ଜ୍ଞାନରଞ୍ଜନ ପଟ୍ଟନାୟକ ହେଲେ ଯାଜପୁର ଜିଲ୍ଲା ପ୍ରଭାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୦୨୪ ନିର୍ବାଚନକୁ ଲକ୍ଷ୍ୟ ରଖି କଂଗ୍ରେସ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜଭୂତ କରିବା ପାଇଁ ରାଜ୍ୟ ନେତୃବୃନ୍ଦ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସ ପଦାଧିକାରୀମାନଙ୍କୁ ବିଭିନ୍ନ
Read More...

ଓଡ଼ିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକାର ସଂଯୋଜକ ତଥା ଜ୍ୟୋତିଷ ବିଶାରଦ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକାର ସଂଯୋଜକ ତଥା ସଂସ୍ଥାପକ, ଜ୍ୟୋତିଷ ବିଶାରଦ ତଥା ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀ (୮୧)ଙ୍କ ଗୁରୁବାର ଅପରାହ୍ନରେ ଭୁବନେଶ୍ୱରସ୍ଥ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର
Read More...

ବିସିସିଆଇ ଅମ୍ପାୟାର୍‌ ପରୀକ୍ଷାରେ ଧିରଜ ସିଂ କୃତକାର୍ଯ୍ୟ

କଟକ : ପୂର୍ବତନ ରଣଜୀ ଖେଳାଳି ତଥା ବାମହାତୀ ସ୍ପିନର୍‌ ଧିରଜ ସିଂ କ୍ୟାରିୟରର ଦ୍ୱିତୀୟ ଭାଗରେ ଅମ୍ପାୟାରିଂ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ନିକଟରେ ଅନୁଷ୍ଠିତ ବିସିସିଆଇ ପର୍ଯ୍ୟାୟ-୨ ଅମ୍ପାୟରିଂ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି । ମୋଟ୍‌ ୧୫୦ ରୁ ଧିରଜ ୧୨୧ ନମ୍ବର
Read More...

ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୭ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି । ସିରିଆ, ଇଥିଓପିଆ, ଭୁଟାନ ଓ
Read More...

ଜେ. କ୍ରିଷ୍ଣା କିଶୋର ହେଲେ ମୁଖ୍ୟ ଆୟକର ଆୟୁକ୍ତ

ଭୁବନେଶ୍ୱର : ୧୯୯୦ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି । ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର ତଦନ୍ତ ନିର୍ଦ୍ଦେଶାଳୟରେ ପ୍ରମୁଖ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।
Read More...

ନୂଆଦିଲ୍ଲୀରେ ଓଡ଼ିଆ ଉପନ୍ୟାସ ’ଯାଜ୍ଞସେନୀ’ର ସଂସ୍କୃତ ଅନୁବାଦିତ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି । ଏହି କଥାକୁ ନୂଆପିଢି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ
Read More...

ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂର ନୂତନ କ୍ଷେତ୍ର ସମ୍ପର୍କିତ ଆଲୋଚନା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଦିଗ ଯେପରିକି ଆଡଭାନ୍ସଡ ମାଟେରିଆଲ୍ ସାଇନ୍ସ ଇଞ୍ଜିନିୟରିଂ, ଆଡଭାନ୍ସମେଂଟ ଇନ୍ ସ୍ମାର୍ଟ ମାନୁଫ୍ୟାକ୍‌ଚରିଂ ଏବଂ ଆପ୍ଲିକେସନ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ରୋବୋଟିକ୍ସ ସମ୍ପର୍କରେ ଆଲୋଚନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ
Read More...

ଶୌଚ ବେଳେ ଜଣଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ରାହ୍ମଣି ନଦୀରେ ଶୌଚ ବେଳେ ଜଣକୁ କୁମ୍ଭୀର ଟାଣିନେଇଛି । ପେଣ୍ଠପାଳ ପଂଚାୟତ କୁଳସାହି ନିକଟରେ କୁମ୍ଭୀର ଟାଣିନେଇଛି । ଉକ୍ତ ବ୍ୟକ୍ତି ଜଣକ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କୁଳସାହି ଗ୍ରାମର ଅମୁଲ୍ୟ ଦାସ ।ପେଣ୍ଠପାଳ
Read More...

ମଣିପୁର ହିଂସାକୁ ଜୋରଦାର ପ୍ରତିବାଦ : ରାଜରାସ୍ତାକୁ ଓହ୍ଲାଇଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

କଳାହାଣ୍ଡି, (ପି.କେ. ସାହୁ) : ମଣିପୁରରେ ଆଦିବାସୀ କୁକି ସଂପ୍ରଦାୟ ଉପରେ ବର୍ବରୋଚିତ ଆକ୍ରମଣ ଓ ଅତ୍ୟାଚାର ସହିତ ମହିଳାଙ୍କୁ ଗଣଧର୍ଷଣ ଓ ହତ୍ୟା କରାଯିବା ଘଟଣାକୁ ନେଇ ସାରାଦେଶରେ ପ୍ରତିବାଦର ସ୍ୱର ତେଜି ଉଠୁଥିବା ବେଳେ କଳାହାଣ୍ଡିରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିବାଦର ସ୍ବର ।
Read More...