ଇଣ୍ଡିଆନ ଗୋଲଡେନ୍ ଭଏସ୍ ସିଜିନ-୭ରେ ରନର୍ସ-ଅଫ୍ ହେଲେ ପଶ୍ଚିମ ଓଡିଶାର ଖଗେଶ୍ୱର ବାଗ
ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡ଼ି) : ପଶ୍ଚିମବଙ୍ଗର କୋଲକାତାରେ ଚାଲିଥିବା ଇଣ୍ଡିଆନ୍ ଗୋଲଡେନ୍ ଭଏସ୍ ଅନଲାଇନ୍ ପ୍ରତିଯୋଗିତାର ସିଜନ୍-୭ରେ ରନର୍ସ ଅଫ୍ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବରତୁଣ୍ଡା ଗ୍ରାମର ଖଗେଶ୍ୱର ବାଗ । ତାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି ।!-->…
Read More...
Read More...