Monthly Archives

June 2023

ବାହୁଡା ଯାତ୍ରା ଉପଲକ୍ଷେ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ସାଇ ଯୁବ କ୍ଲବ ଓ ଭୂତନାଥ ଆଖଡା ତରଫରୁ ପ୍ରସାଦ ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସର୍ବଶ୍ରୀ ରାହୁଲ ମହାନ୍ତି, ସୁରଜ ଜୟଶ୍ୱାଲ,
Read More...

କୋଶଲ ଗୌରବ ରାମଭକ୍ତ ଫରିକାରଙ୍କୁ ଶ୍ରଦ୍ଧାଞ୍ଜଳି

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପାଟଣାଗଡ ଆନୁକୂଲ୍ୟରେ ଏକ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ କୋଶଲ ଗୌରବ ରାମଭକ୍ତ ଫରିକାରଙ୍କ ଆବର୍ତ୍ତମାନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାର ସଭାନେତ୍ରୀ ସଞ୍ଜୁକ୍ତା ପରିଛା ସଭାପତିତ୍ୱ
Read More...

ବ୍ରହ୍ମପୁର ଏମ୍.କେ.ସି.ଜି.ମେଡ଼ିକାଲ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମଜିଲ୍ଲାପାଳଙ୍କ ସମୀକ୍ଷା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମ୍.କେ.ସି.ଜି.ମେଡ଼ିକାଲ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌, ଅଧୀକ୍ଷକ, ରେଜିଷ୍ଟ୍ରାର୍‌ଙ୍କ ସମେତ
Read More...

ମହୁଡା ଗାଁ ନିକଟରେ ଚାଞ୍ଚଲ୍ୟକର ଡବଲ୍‌ ମର୍ଡର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଲିଟୁ ପୁରୋହିତ ଓ ଶିବ ଗୌଡ଼କୁ ହତ୍ୟା କରି ପୋଡ଼ିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅପରାଧୀମାନେ ଚମ୍ପଟ ମାରିଛନ୍ତି । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଚିଂହ୍ନଟ
Read More...

ମଦନପୁରରେ ବହୁଡାଯାତ୍ରା, ବାହୁଡ଼ିଲେ ତିନି ଠାକୁର

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ.ରାମପୁର ବ୍ଲକ ମଦନପୁର ଠାରେ ମହିଳା କୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ଓ ବହୁ ଭକ୍ତଙ୍କ ଭିଡରେ ଗୁଣ୍ଡିଚା ମନ୍ଦିର ଆସିଥିଲେ ତିନି ଠାକୁର । ୯ ଦିନ ଧରି ନରିଆପଡାବାସୀ ତିନି ଠାକୁରଙ୍କୁ ସେବା କରି, ଭଜନ କୀର୍ତ୍ତନ, ପ୍ରସାଦ ବଣ୍ଟନ କରି
Read More...

ନୂତନ ବିଇଓଙ୍କୁ ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଶିକ୍ଷା ବିଭାଗ ନୂତନ ବିଇଓଙ୍କୁ ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିକାଶ ମଞ୍ଚ ର ସଭାପତି ଫାଳଗୁନୀ ହାତୀ, ସମ୍ପାଦକ ଥବିର ସା, ସହସମ୍ପାଦକ ମଦନ ଥାଟି, କୋଷାଧ୍ୟକ୍ଷ
Read More...

ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଚିକିତ୍ସା କଲେ ପ୍ରାଣୀ ଚିକିତ୍ସୀଧିକାରୀଣୀ

ତୁଷୁରା, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ତୁଷୁରା ପ୍ରାଣୀ ଚିକିତ୍ସାଧିକାରୀଣୀ ଜଣେ ଚାଷୀଙ୍କ ଗାଈର ଚିକିତ୍ସା କରିଥିଲେ । ତୁଷୁରା ସହରର ଜଣେ ଚାଷୀଙ୍କର ଗାଈ ଦୁଇ ଦିନ ଧରି ରୋଗଗ୍ରସ୍ତ ହୋଇ ପଡିଥିବା ଖବରପାଇ ସାମ୍ବାଦିକ ମନୋଜ କୁମାର ଜୈନ ତୁଷୁରା ପ୍ରାଣୀ
Read More...

ରଥ ଯାତ୍ରରେ କୀର୍ତ୍ତନ ନାଚିବାକୁ ଯାଉଥିବା ବେଳେ ପିକ ଅପ୍ ଗାଡ଼ି ଓଲଟି ଜଣେ ମୃତ, ୬ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାଗଡ଼ ରୋଡ ସ୍ଥିତ ଭାଇଁଷା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରଥଯାତ୍ରା ରେ କୀର୍ତ୍ତନ ନାଚିବାକୁ ଯାଉଥିବା ଏକ ମହିଳା କୀର୍ତ୍ତନ ଦଳ ର ଗାଡ଼ି ଓଲଟିପଡ଼ିଛି । ଏହି ଘଟଣା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ
Read More...

ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବାହୁଡା ଯାତ୍ରା ପାଇଁ ଧାରାବିବରଣୀ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବାହୁଡା ଯାତ୍ରା ଅବସରରେ ବଲାଙ୍ଗିର ସହରରେ ମୁଖ୍ୟରାସ୍ତା ବଡଦାଣ୍ଡରେ ପ୍ରମୁଖ ରଥ ଗୁଡିକ ଯିବା ଆସିବା ରାସ୍ତାରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଆୟୋଜନରେ ଧାରାବିବରଣୀ ପ୍ରଦାନ କରାଯାଇଥିଲା । ସହରର ମୁଖ୍ୟ ରାସ୍ତାରେ ଥିବା ଆଶିଷ
Read More...

ବଲାଙ୍ଗିର ସହରରେ ବାହୁଡା ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବାହୁଡ଼ା ଯାତ୍ରା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଅନ୍ୟ ରଥ ଭଳି ବଲାଙ୍ଗିର ସହରର ଗୋପାଳଜୀ ମନ୍ଦିରର ରଥ ମଧ୍ୟ ବାହୁଡ଼ିଛି । ହସ୍‌ପିଟାଲ୍‌ ଛକ ନିକଟସ୍ଥ ମାଉସୀ ମନ୍‌ନ୍ଦିରରୁ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ରଥ ବାହାରିଛି ।
Read More...