Monthly Archives

June 2023

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନବ ପରିକଳ୍ପନାରେ ଆୟୋଜନ କରାଯାଉଥିବା ରୋଜଗାର ମେଳା ସରକାରୀ ନିଯୁକ୍ତି…

କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ମନ୍ତ୍ରଣାଳୟର ୯ ବର୍ଷର ଉପଲବ୍ଧିକୁ ନେଇ ଗଣମାଧ୍ୟମକୁ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ ଗତ ୯ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରାଥମିକତା ଦେଇ ଏହାକୁ ଦ୍ରୁତ, ପାରଦର୍ଶୀ ଓ ନିରପେକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ
Read More...

ଭବାନୀପାଟଣାଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

କଳାହାଣ୍ଡି, (ପି.କେ. ସାହୁ) : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ
Read More...

ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା : ଗାଡ଼ିରେ ସାଂସଦଙ୍କ ଉପସ୍ଥିତି ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ…

ପାଟଣାଗଡ, (ଅଶୋକ କୁମାର ବାଗ) : ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ଗାଡ଼ିରେ ସାଂସଦଙ୍କ ଉପସ୍ଥିତିକୁ ନେଇ ଏବେ ବି ଚର୍ଚ୍ଚା ଥମି ନଥିବା ବେଳେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଖୋଲମ୍‌ ଖୋଲା ଖୁଲାସା କରିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ । ଏହି ସାମ୍ବାଦିକ
Read More...

ମୁକ୍ତା ଯୋଜନାରେ ଗଞ୍ଜାମ ଏନ୍‌ଏସିରେ ଖର୍ଚ୍ଚ ହେବ ୧ କୋଟି ୯୦ ଲକ୍ଷ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିରେ ମୁକ୍ତା ଯୋଜନାରେ ୧ କୋଟି ୯୦ ଲକ୍ଷ ଟଙ୍କା ବିନିମୟରେ ସହରର ୧୨ଟି ୱାର୍ଡର ଉନ୍ନତିକରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ କଂଫେରେନ୍ସ ମାଧ୍ୟମରେ ଅନୁମୋଦନ କରିଛନ୍ତି । ମୁକ୍ତା ଯୋଜନା ମାଧ୍ୟମରେ ରାସ୍ତା ଘାଟ ନିର୍ମାଣ, ଚଲାପଥ,
Read More...

ସ୍ମୃତିରେ ସ୍ମୃତିରେ ମନୋରଞ୍ଜନ ସାହିତ୍ୟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲାର ଜଣେ ପ୍ରମୁଖ ଲେଖକ ପଣ୍ଡିତ କବି ମନୋରଂଜନ ନନ୍ଦଙ୍କ ପଞ୍ଚମ ମାସିକ ଶ୍ରାଦ୍ଧ ସ୍ମୃତିସଭା ବଲାଙ୍ଗିରର ତହଁକ କୁଟୁମ୍ ତରଫରୁ ଅମଲା ଭବନଠାରେ ଆୟୋଜିତ ହୋଇଯାଇଛି । ଟିକିକାଇଁଚର ସଂପାଦକ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଛତ୍ରପୁରର ପୂର୍ବତନ ବିଧାୟକଙ୍କ ସାନଭାଇଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୂର୍ବତନ ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନଙ୍କ ସାନଭାଇ ଏସ୍‌.ବି.ଆଇ.ଷ୍ଟାଫ ହିମାଂଶୁ ଶେଖର ପ୍ରଧାନ (୩୯)ଙ୍କ ଅକାଳ ବିୟୋଗ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ପ୍ରତ୍ୟୁଷରୁ ତାଙ୍କର
Read More...

ଧରମ ସିଂ ମାଝୀ ମାନ୍ଧାତାଙ୍କୁ ଜନମାନସରେ ପରିଚିତ କରିବା ପାଇଁ ଧରମ ସିଂ ମାଝୀ ମାନ୍ଧାତା ସ୍ମୃତି ସୁରକ୍ଷା କମିଟି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ବୀର ପୁତ୍ର ସହିଦ ଧରମ ସିଂ ମାଝୀ ମାନ୍ଧାତାଙ୍କ ଫଟୋଚ୍ଚିତ୍ର ଏବଂ ତାଙ୍କ ବଳିଦାନର ପରିଚୟ ଜନମାନସରେ ପରିଚିତ କରିବା ପାଇଁ ବଲାଙ୍ଗିର ଜିଲ୍ଲାର ସମସ୍ତ ସରକାରୀ ଅଫିସ୍‌ ଏବଂ ଶିକ୍ଷାନୁଷ୍ଠାନକୁ ପଥପ୍ରାନ୍ତ କାନ୍ଥ ଫଟୋଚିତ୍ରରେ ସାମିଲ କରିବା
Read More...

ବଲାଙ୍ଗିର ସହରରେ +୨ କଳା ପରୀକ୍ଷାରେ ଦୁଇ ଜଣ ଛାତ୍ରୀଙ୍କ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି +୨ କଳାର ପରୀକ୍ଷା ଫଳ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିବା ବେଳେ ବଲାଙ୍ଗିର ସହରର ୨ ଜଣ ଛାତ୍ରୀ ୫୩୩ ମାର୍କ ଆଣି ସହରର ଶ୍ରେଷ୍ଠ କୃତି ଛାତ୍ରୀ ଭାବେ କୃତିତ୍ୱ ଅର୍ଜନ କରିଛନ୍ତି । ତେବେ ଏହି ଦୁଇ ଜଣ ଛାତ୍ରୀ ବଲାଙ୍ଗିର ରାଜେନ୍ଦ୍ର
Read More...

ଓଡ଼ିଶା ମିଳିତ ଅମଲା ମଞ୍ଚ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ବିଶେଷ ପ୍ରଭାବ ପଡ଼ିଛି ଗଞ୍ଜାମ ଜିଲ୍ଲାରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗ୍ରେଡ-ପେ ବୃଦ୍ଧି ଦାବୀରେ ଓଡ଼ିଶା ମିଳିତ ଅମଲା ମଞ୍ଚ ପକ୍ଷରୁ କଲମ ଛାଡ ଅବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ୯ ଦିନ ବିତିଗଲା । ଓଡ଼ିଶା ମିଳିତ ଅମଲା ମଞ୍ଚ ପକ୍ଷରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଗଞ୍ଜାମ ଜିଲ୍ଲାରେ ବିଶେଷ ପ୍ରଭାବ ପଡ଼ିଥିବା ଦେଖିବାକୁ
Read More...

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଲେର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସରପଞ୍ଚ ପ୍ରଦୀପ କୁମାର ନନ୍ଦଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...