ଜର୍ଣ୍ଣାଲିଷ୍ଟ ଏସୋସିଏସନ୍, ଝାରବନ୍ଧ ଗଠିତ : ମୋତିଲାଲ ବାଗ ସଭାପତି, ସମ୍ପାଦକ ବଂଶୀଧର ନାୟକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଯୁବ ସାମ୍ବାଦିକମାନଙ୍କୁ ନେଇ ଝାରବନ୍ଧ ବନଦୁର୍ଗା ମଣ୍ଡପଠାରେ ସାମ୍ବାଦିକ ସୋମନାଥ ବାଗଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାମ୍ବାଦିକମାନଙ୍କର ଭୂମିକା ଏବଂ କର୍ତ୍ତବ୍ୟ, ସାମ୍ବାଦିକତା!-->…
Read More...
Read More...