Monthly Archives

June 2023

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ନିଜ କଳାକୃତି ପ୍ରଦାନ କଲେ ଶିଳ୍ପୀ ଈଶ୍ୱର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗତକାଲି ଭୁବନେଶ୍ୱରଠାରେ ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ୍‌. ଈଶ୍ୱର ରାଓ ଭେଟି ଏକ ସୁକ୍ଷ୍ମ ରଥ ଓ ମହାପ୍ରଭୁଙ୍କ ବିଗ୍ରହର କଳାକୃତି ପ୍ରଦାନ କରିଛନ୍ତି ।
Read More...

ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା

ଆଜି ହେଉଛି ପବିତ୍ର ରଥଯାତ୍ରା । ରଥଯାତ୍ରା ଅନେକ ନାମରେ ଜଣାଶୁଣା ଯଥା : ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା । ରଥଯାତ୍ରା ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଏହା ଜଗନ୍ନାଥ
Read More...

୧୯ତମ ୟୁରୋପିଆନ ମ୍ୟାଗ୍ନେଟିକ ରେଜୋନାନ୍‌ସ କଂଗ୍ରେସ ପାଇଁ ସ୍କଟ୍‌ଲ୍ୟାଣ୍ଡ୍‌ ଯିବେ କଣାସର ପ୍ରଜ୍ଞାପାରମିତା ପରିଡା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋ ସହରର ସ୍କଟିସ୍‌ ଇଭେଣ୍ଟସ୍‌ କ୍ୟାମ୍ପସରେ ଅନୁଷ୍ଠିତ ହେବ ୧୯ତମ ୟୁରୋପିଆନ ମ୍ୟାଗ୍ନେଟିକ ରେଜୋନାନ୍‌ସ(ୟୁରୋମାର) କଂଗ୍ରେସ । ଏହା ଜୁଲାଇ ୯ରୁ ୧୩ ପର୍ଯ୍ୟନ୍ତ ଚାଲିବ । ଏଥିରେ ଯୋଗଦେବା ପାଇଁ କଣାସ ବ୍ଲକର
Read More...

ତ୍ରିମୂର୍ତ୍ତି କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ରୋୟାଲ୍ ବନ୍ଧପଡ଼ାକୁ ହରାଇ ସିଂହାମୁଣ୍ଡା ସୁପର କିଙ୍ଗସ୍ ଚାମ୍ପିଅନ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବୁଢ଼ାବାହାଲରେ ତ୍ରିମୂର୍ତ୍ତି କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲ ଖେଳରେ ଆର୍ଯ୍ୟାନ୍ ସୁପର କିଙ୍ଗସ୍ (ସିଂହାମୁଣ୍ଡା) ବିଜୟୀ
Read More...

ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଆସନ୍ତା ୨୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସମର୍ପଣ ଆସନ୍ତା ୨୩ରେ ୫୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରିବ ବୋଲି ସରୋବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସମର୍ପଣ ରସଭାପତି ଝୁନୁ ନାୟକ ଏ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ଯେ, ଆସନ୍ତା
Read More...

ଭାରତ ବିକାଶ ପରିଷଦ ଶାଖା ତରଫରୁ ରଜ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ବାରବାଟି ଶାଖା ତରଫରୁ ଲିଙ୍କ୍ ଚକ୍ଷୁ ଚିକିତ୍ସାଳୟ ଏବଂ ଗବେଷଣା ପ୍ରତିଷ୍ଠାନ, ଲିଙ୍କ୍ ରୋଡ଼ କଟକର ସଭାଗୃହରେ ରଜ ମହୋତ୍ସବ ପାଳିତ ହୋଇଯାଇଅଛି । ଉକ୍ତ ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରୋଟାରିୟାନ ଆଲୋକ
Read More...

ସଂଗ୍ରାମୀ ସାଥୀ ସୁଭାଷ ପରିଡାଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଗଣତନ୍ତ୍ରରେ ସାଧାରଣ ଜନତାଙ୍କ ଭୂମିକା ଓ ସରକାରଙ୍କ ସମ୍ପର୍କିତ ଆଲୋଚନାଚକ୍ର ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଜିପୁରସ୍ଥିତ ସନ୍ତୋଷୀ ମା’ କଲ୍ୟାଣ ମଣ୍ଡପଠାରେ ସଂଗ୍ରାମୀ ସୁଭାଷ ପରିଡାଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଗଣତନ୍ତ୍ରରେ ସାଧାରଣ
Read More...

ଅମୃତଧାରା ପାନୀୟଜଳ ବ୍ୟବସ୍ଥା ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୈନ ଶ୍ୱେତାମ୍ବର ତେରାପନ୍ଥୀ ସଭା ତରଫରୁ ବଲାଙ୍ଗିର ପାଟଣା ହୋଟେଲ ଛକ ନିକଟରେ ସର୍ବସାଧାରଣଙ୍କ ପାଇଁ ଏକ ଅମୃତଧାରା ପାନୀୟଜଳ ବ୍ୟବସ୍ଥା ଆଜି ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପାଖାପାଖି ୨ ଲକ୍ଷ
Read More...

ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ଡ୍ରିଲ କାର୍ଯ୍ୟକ୍ରମ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘରେ ଗ୍ୟାସ ଯୋଗେ ରୋଷେଇ କରୁଥିବା ବେଳେ ଗ୍ୟାସରେ ନିଆ ଲାଗିଲେ କିପରି ଭାବେ ଆୟତ୍ତ କରିବା, ବିପର୍ଯ୍ୟୟ ପରିସ୍ଥିତିରେ
Read More...

ଡ୍ରିମ୍ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ପ୍ରତିବଦ୍ଧତା ରଖି ତିଆରି ହୋଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡ୍ରିମ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ ସିଭିଲଟାଉନସିପ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ପଦ୍ମିନୀ ପାଣିଗ୍ରାହୀ ଓ ଅଧ୍ୟକ୍ଷ ଅମୀୟ ଦାସ,
Read More...