ବମକ ଗ୍ରାମ ପଞ୍ଚାୟତରେ ଯୋଗ ଦିବସ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ବ୍ଲକର ବମକ ଗ୍ରାମ ପଞ୍ଚାୟତ ସ୍ଥିତ ଅମୃତ ସରୋବର ପାର୍ଶ୍ୱରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଇଯାଇଛି । ବମକ ସରପଞ୍ଚ ରୋମାଞ୍ଚ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଯୋଗ ଦିବସରେ ଯୋଗ ଗୁରୁ କ୍ଷମା ଶୀଳ ମାଝୀ!-->…
Read More...
Read More...