Monthly Archives

June 2023

ଘନଘନ ବିଦ୍ୟୁତ କାଟ ପାଇଁ ବାମଦଳ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ପ୍ରବଳ ଖରା ସାଙ୍ଗରେ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ସରକାରଙ୍କର ଛତା ସାଙ୍ଗରେ ଜୋତା କାମ କରୁନାହିଁ । ଏଥିପାଇଁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଏହି ଭଳି ପରିସ୍ଥିତିରେ
Read More...

ଗୁଣ୍ଡିଚା ମନ୍ଦିରରେ ଦର୍ଶନ ଦେଲେ ତିନି ଠାକୁର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଚାଲିଥିବା ପବିତ୍ର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହେଉଛି । ବୁଧବାର ଦିନ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରା ମତ୍ସ୍ୟ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ତିନି ଠାକୁରଙ୍କୁ ଭକ୍ତମାନେ
Read More...

ବଲାଙ୍ଗିର ହୋଟେଲ ସଂଘର ବାର୍ଷିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହୋଟେଲ ସ୍ୱୟମଠାରେ ବଲାଙ୍ଗିର ହୋଟେଲ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ହୋଟେଲ ସଂଘର ସଭାପତି ଜୟ ପ୍ରକାଶ ପୁରୋହିତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ତଥା
Read More...

ବାସନ୍ତୀ ପାଠାଗାରର ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଠାଗାର ପରିସରରେ ପାଳିତ ହୋଇଯାଇଛି । ଯୋଗଗୁରୁ ତଥା ପାଠାଗାରର ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ
Read More...

‘ଜାତୀୟ ସେବା ଯୋଜନା’ ସଂଯୁକ୍ତ ଶାଖା ତରଫରୁ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର 'ଜାତୀୟ ସେବା ଯୋଜନା'ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ '୯ମ ଆନ୍ତର୍ଜାତୀୟ ଯୋଗ ଦିବସ' ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର
Read More...

ନେହେରୁପାଲ୍ଲୀରେ ଲାଗିବ ସୋଲାର ଲାଇଟ ପୋଷ୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁପାଲ୍ଲୀ, ଆଜାଦବସ୍ତି ଓ ମିଶ୍ର ଖଟାଲ ପାଇଁ ସୋଲାର ଲାଇଟର ବ୍ୟବସ୍ଥା ଆର୍‌ଏସ୍‌ପି ତରଫରୁ କରାଯାଉଛି । ଏହି କ୍ରମରେ ନେହେରୁପାଲ୍ଲୀଠାରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିରେ ଅତିଥି ଭାବେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ
Read More...

ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନରେ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କସ୍ତୁରବା ଗାନ୍ଧୀ ମାତୃନିକେତନ ପାଇକମାଲରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗଗୁରୁ ଦେବଦର୍ଶନ ତ୍ରିପାଠୀ ଯୋଗ ଦେଇ ଅନୁଷ୍ଠାନର ଅନ୍ତେବାସୀଙ୍କୁ ଅତି ସୁନ୍ଦର ଭାବରେ ଯୋଗାଭ୍ୟାସ କରାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ
Read More...

ଝାରବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଝାରବନ୍ଧ ଶିଶୁ ମନ୍ଦିରରେ ଯୋଗ ଦିବସ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ଯୋଗ ଗୁରୁ କୁମାର ଗୌରବ ବେହେରା ଯୋଗଦେଇ ଛାତ୍ରଛାତ୍ରୀ, ଗୁରୁଜୀ ଓ ଗୁରୁମାଙ୍କୁ ଯୋଗର ଉପକାରିତା ବିଷୟରେ ଅବଗତ କରାଇଥିଲେ ଓ ନିୟମିତ ଯୋଗାଭ୍ୟାସ ପାଇଁ
Read More...

ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ ମେଡ଼ିକାଲ (ଏମ୍‌କେସିଜି)ର ଏସ୍‌.ଏସ୍‌. କୋଠା ସାମ୍ନାରେ ଥିବା ଏକ ଅଟୋରୁ ମେଡିକାଲ ଫାଣ୍ଡି ପୁଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି । ମୃତ୍ୟୁ ବ୍ୟକ୍ତିଙ୍କ ଆନୁମାନିକ ବୟସ ୪୦ରୁ ୪୫ ହୋଇଥିବା ବେଳେ ଏ ଯାବତ ତାଙ୍କ ପରିଚୟ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଯୋଗାସନ ଓ ପ୍ରାଣାୟାମର ଆବଶ୍ୟକତା ଉପରେ ପ୍ରତିପାଦନ କରି ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ
Read More...