Monthly Archives

June 2023

ପ୍ରଦୀପ ପୁରୋହିତଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଲଖମରାଠାରେ ତରଣୀସେନ ପ୍ରଧାନଙ୍କ ଦ୍ଵାରା ପରିଚାଳିତ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦାନ କରି
Read More...

୫ଟି ଉପକ୍ରମରେ ବାହାନଗା ହାଇସ୍କୁଲର ପୁନଃନିର୍ମାଣ ହେବ : ୨.୪୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ୨
Read More...

ରାଜ୍ୟ ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୫-୧୬ରୁ ୨୦୨୧-୨୨ ପର୍ଯ୍ୟନ୍ତ
Read More...

କଣ୍ଠଶିଳ୍ପୀ ଦଶରଥ ବାଗ ପାଇବେ ରାଷ୍ଟ୍ରୀୟ ଜୁନିଅର୍‌ ଫେଲୋସିପ୍ ପୁରସ୍କାର

ଗାଇସିଲାଟ, (ପୁସ୍ତମ ଯୁଆଡ଼ି) : ପେସାରେ ଶିକ୍ଷକ କିନ୍ତୁ ନିଶା ତାଙ୍କର ସଂଗୀତ ସାଧନା । ଗାଇସିଲାଟ୍ ବ୍ଲକ୍ ଅନ୍ତର୍ଗତ କରିମୁଣ୍ଡା ଗ୍ରାମର ବିଶିଷ୍ଟ ଢୁଲିଆ ବଲ ବାଗ୍ ଓ ପଞ୍ଚମୀ ବାଗଙ୍କର ସୁପୁତ୍ର କଣ୍ଠଶିଳ୍ପୀ ଦଶରଥ ବାଗ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ପ୍ରଦାନ
Read More...

ପୁରୀ ରଥଯାତ୍ରାରେ ସାମାଜିକ ସେବା ଶିବିରରେ ସୁବର୍ଣ୍ଣପୁର ଜେଆର୍‌ସି ପରାମର୍ଶଦାତାଙ୍କ ଯୋଗଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ଆବାହକତ୍ଵରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସୁପାରିଶ କ୍ରମେ ରାଜ୍ୟ ରେଡକ୍ରସ ଅଫିସର ଲକ୍ଷଣ ସ୍ଵାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାମାଜିକ ସେବା ଶିବିର ରଥଯାତ୍ରା ପୁରୀରେ
Read More...

ଆମେରିକା ରାଷ୍ଟ୍ରପତି ଏବଂ ପ୍ରଥମ ମହିଳାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସାକ୍ଷାତ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ୍‌ ୨୦୨୩ରେ ହ୍ୱାଇଟ୍‌ ହାଉସ୍‌ରେ ଆୟୋଜିତ ଏକ ବ୍ୟକ୍ତିଗତ ସମାରୋହରେ ଆମେରିକା ରାଷ୍ଟ୍ରପତି ମହାମହିମ ମିଃ ଜୋ ବାଇଡେନ୍‌ ଏବଂ ପ୍ରଥମ ମହିଳା ମହାମହିମ ଡକ୍ଟର ଜିଲ୍‌ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି ।ସେମାନଙ୍କ ନିକଟତମ
Read More...

ଆମେରିକାର ପ୍ରଥମ ମହିଳାଙ୍କ ସହିତ ‘‘ଭାରତ ଓ ଆମେରିକା : ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ…

ଦିଲ୍ଲୀ, (ପିଆଇବି) : ୱାଶିଂଟନ ଡିସି ସ୍ଥିତ ନେସନାଲ ସାଇନ୍ସ ସେଣ୍ଟର ଠାରେ ଆୟୋଜିତ ‘‘ଭାରତ ଓ ଆମେରିକା : ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନ୍ ଅଂଶଗ୍ରହଣ
Read More...

ଜି ୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

“ଶିକ୍ଷା କେବଳ ଭିତ୍ତିଭୂମି ନୁହେଁ ଯାହା ଉପରେ ଆମର ସଭ୍ୟତା ର୍ନିମିତ ହୋଇଛି, ଏହା ଆମ ଭବିଷ୍ୟତ ପାଇଁ ମଧ୍ୟ ଆୟୁଦ୍ଧ ଅଟେ”“ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ, ନମ୍ରତାଠାରୁ ମୂଲ୍ୟବୋଧ ଆସେ, ମୂଲ୍ୟବୋଧରୁ ଧନ ପ୍ରାପ୍ତ ହୁଏ, ଧନ ଜଣେ ବ୍ୟକ୍ତିଙ୍କୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ, ଏବଂ
Read More...

ସୁବଳ ମହାକୁର ପାଇଲେ କନିଷ୍ଠ ଗବେଷଣା ବୃତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ କେନ୍ଦ୍ର ପକ୍ଷରୁ ଚଳିତ ବର୍ଷର କନିଷ୍ଠ ଗବେଷଣା ବୃତ୍ତି ଓ ବରିଷ୍ଠ ଗବେଷଣା ବୃତ୍ତି ପାଇଁ ନିର୍ବାଚିତ ଗବେଷକ ତାଲିକା ପ୍ରକାଶ ପାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ଯୁବ ନୃତ୍ୟ ଶିଳ୍ପୀ ତଥା
Read More...

ବଙ୍ଗୋମୁଣ୍ଡାଠାରେ ସ୍ୱର୍ଗତ ଗୁଣନିଧି ବାଗଙ୍କୁ ନ୍ୟାୟ ଏବଂ ଓଡ଼ିଶା ସରକାରର ଜାତିବାଦ ପ୍ରଥାକୁ ବିରୋଧ ପ୍ରଦର୍ଶନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଖଲିଆପାଲି ଗାଁରେ ଘଟିଥିବା ଜାତିବାଦର ଶିକାର ହୋଇଥିବା ସ୍ୱର୍ଗତ ଗୁଣନିଧି ବାଗକୁ ନ୍ୟାୟ ପ୍ରଦାନ କରାଯାଉ ଏବଂ ଓଡ଼ିଶା ସରକାରର ଜାତିବାଦ ପ୍ରଥା ବିରୋଧ କରି ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା
Read More...