Monthly Archives

June 2023

ବାଟବଣା ଶିଶୁ ବିକାଶ ଯୋଜନା : ଘର ପିଣ୍ଢାରେ ଚାଲିଛି ମହୁଲପାଲି ଅଙ୍ଗନୱାଡି କେନ୍ଦ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଯୋଜନା ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଯାହା ଫଳରେ
Read More...

ଦଶାବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସାହୁପଡା ଗୋପାଲଜୀ ମନ୍ଦିର ସ୍ଥିତ ମାଉସୀ ମା' ମନ୍ଦିରଠାରେ ନୀତି ଭକ୍ତଙ୍କୁ ନିଜର ବିଭିନ୍ନ ଅବତାରର ରୂପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଲୀଳାରେ ପରିଚିତ ସାରା ସଂସାର । ସତ୍ୟରୁ ତ୍ରେତୟା
Read More...

ଜୀବନ ସଂଗ୍ରାମରେ ଅନିକେଶ : ଉଚ୍ଚତର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶିଶୁଟିର ବୟସ ଏବେ ନଅ ବର୍ଷ ଅତିକ୍ରମ କରି ସାରିଛି । ଯେଉଁ ବୟସରେ ପାଠ ପଢିବା ସହ ଖେଳକୁଦ କରିବା କଥା ସେହି ବୟସରେ ଶଯ୍ୟାଶାୟୀ ହୋଇ ରହିଛି । ଗୋଟିଏ ଦୁର୍ଘଟଣାରେ ଅବସ୍ଥା ଏମିତି ହେଲା ଯେ, ଶିଶୁ ଖଟରୁ ଉଠିବା ମଧ୍ୟ ସମ୍ଭବ ହେଉ ନାହିଁ । ଶିଶୁଟିର ଏଭଳି
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଆଜି ବଲାଙ୍ଗିର ସଦର ମହକୁମାରେ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ମହିଳା ସଂଗଠନ । ଜିଲ୍ଲାରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ତଥା ମହିଳାମାନଙ୍କୁ ଉଚିତ୍‌ ନ୍ୟାୟ ମିଳୁ ନଥିବା ଯୋଗୁଁ ଆଜି ପଶ୍ଚିମ ଓଡିଶା
Read More...

ମାତାଲ୍‌ ସ୍ୱାମୀର ଅମାନବୀୟକାଣ୍ଡ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଜଣେ ମାତାଲ୍‌ ସ୍ୱାମୀ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି ନିଜ ଧର୍ମପତ୍ନୀଙ୍କୁ । ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ପାଟଣାଗଡ଼ ବରମ୍‌ପୁରା ସଅଁରାପଡ଼ାରେ । ମୁହଁରେ ଟାଙ୍ଗିଆ ଚୋଟ ଯୋଗୁଁ ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପାଟଣାଗଡ଼
Read More...

ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ୱେବିନାର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ ତରଫରୁ "ଯୁବାବସ୍ଥାରେ ସାମାଜିକ ଦାୟିତ୍ୱବୋଧ" ଉପରେ ଏକ ଆନ୍ତର୍ଜାତିକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଇଂରାଜୀ ଅଧ୍ୟାପକ ଜୟଦେବ କରଙ୍କ ସଂଯୋଜନାରେ ହୋଇଥିବା ଏହି ୱେବିନାରରେ ଆୟରଲ୍ୟାଣ୍ଡ ସ୍ଥିତ
Read More...

ରଥଯାତ୍ରା ପଥ ମହୋତ୍ସବ

ପୁରୀ : ପବିତ୍ର ରଥଯାତ୍ରା ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରଥଯାତ୍ରା ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କୈବଲ୍ୟ ସାହିତ୍ୟ ସଂସଦର ଅତିଥିମାନେ ଯୋଗଦେଇ ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ପଥ ମହୋତ୍ସବ ଉଦ୍‌ଘାଟନ କରିଥିଲେ । ସମସ୍ତ ଅତିଥି ଜୟ ଜଗନ୍ନାଥ ଜୟଗାନ କରି ବଡ଼ଦାଣ୍ଡ ପରିକ୍ରମା
Read More...

ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘରେ ଆନ୍ତର୍ଜାତିକ ଯୋଗ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଅବସର ଭବନଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପସଭାପତି ସୁବାସ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରି ଯୋଗ କିପରି ମଣିଷ
Read More...

ନୈତିକତା, ଆଧ୍ୟାତ୍ମିକତା ଓ ଏକାଗ୍ରତାର ମୂଳାଧାର ହିଁ ଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାଲ୍ୟକାଳରୁ କୋମଳମତି ପିଲାମାନଙ୍କୁ ପାଠପଢା ସହ ସେମାନଙ୍କର ସୁସ୍ଥତା, ଶାରୀରିକ ବିକାଶ, ମାନସିକ ସ୍ଥିରତା, ଶୃଂଖଳା, ଏକାଗ୍ରତା, ଆଧ୍ୟାତ୍ମିକତା ଓ ନୈତିକତା ଆଦିର ଅଭିବୃଦ୍ଧି ନିମନ୍ତେ ପିଲାମାନଙ୍କର ପ୍ରତିଦିନ କିଛି କିଛି ଯୋଗାଭ୍ୟାସର ଆବଶ୍ୟକତା
Read More...

ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ଯୋଗ ଶିକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଓ ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ଯୋଗ ଶିକ୍ଷା ଅନୁଯାୟୀ ଆଜି ଗଂଜାମ ଜିଲ୍ଲା ପତଞ୍ଜଳି ଯୋଗ ସମିତି ପ୍ରଭାରୀ ଡା କିରଣ କୁମାର ପାଣିଗ୍ରାହୀ, ଯୁବ ଭାରତ ବରୁଣ କୁମାର ପାଣିଗ୍ରାହୀ ଓ ଓଡିଶା ରାଜ୍ୟ
Read More...