Monthly Archives

June 2023

ମେଗା ଏୟାରଭାଲ ଚୋରି କରିଥିବା ଅଭିଯୋଗରେ କବାଡିବାଲାଙ୍କୁ କୋର୍ଟ ଚାଲାଣ, ୩ଟି ଭାଲ ଜବତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଞ୍ଚଳରେ ସରକାର ମେଗା ଉଠାଜଳ ପ୍ରକଳ୍ପ କରି ଚାଷୀମାନଙ୍କୁ ଖରିଫ ଋତୁରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଥିବା ବେଳେ କେତେକ ଦୁର୍ବୃତ୍ତ ଏୟାରଭାଲକୁ ଚୋରି କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଜଣେ
Read More...

ଜଗଦମ୍ବା ସରସ୍ୱତୀଙ୍କ ୫୮ତମ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ଆଜି ମାମା ଜଗଦମ୍ବା ସରସ୍ୱତୀଙ୍କ ୫୮ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ମାମାଙ୍କ ଅନେକ ଦିଗଦର୍ଶନ ଓ ପ୍ରେରଣା ସଂସାରକୁ ଅମୂଲ୍ୟ ବରପ୍ରଦାନ ହୋଇଛି
Read More...

ଗାଈସିଲେଟରୁ ମୁର୍ମୁଷୁ ଅବସ୍ଥାରେ ମାନସିକ ମହିଳା ରୋଗୀଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼ (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଈସିଲେଟ ଥାନା ଅଞ୍ଚଲରୁ ମୁର୍ମୁଷୁ ଅବସ୍ଥାରେ ପଡିରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଜି ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟମାନେ ଉଦ୍ଧାର କରି ସୁଧାର ଗୃହ, ସୁନ୍ଦରଗଡ଼ରେ ଥଇଥାନ ଅଭିମୁଖେ
Read More...

ଦିବଙ୍ଗତ ଅବସରପ୍ରାପ୍ତ ଖେଳ ଶିକ୍ଷକ ସାରଦା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ହାଇସ୍କୁଲର ଅବସରପ୍ରାପ୍ତ ଖେଳ ଶିକ୍ଷକ ସାରଦା ସିଂହଙ୍କ ଏକାଦଶାହ ଅବସରରେ ତାଙ୍କ ବାସଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରଗାଁର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରଗାଁର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ କୈସ୍‌ ରସୁଲ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କଳାକାର ଗୋଲାପ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା ସହିତ
Read More...

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଗରଜିଲେ ନରସିଂହ

ସରକାରଙ୍କ ବାମ ହାତ କ’ଣ କରୁଛି ଜାଣି ପାରୁନାହିଁ ଡାହାଣ ହାତ : ନରସିଂହସରକାର ନେଉଥିବା ନିଷ୍ପତ୍ତି ବଲାଙ୍ଗିରରେ କାର୍ଯ୍ୟକାରୀ ହେଉ ନାହିଁ କାହିଁକି : ନରସିଂହବିପର୍ଯ୍ୟୟ ପରିଚାଳନାରେ ଅର୍ଥ ବିନିଯୋଗ କ୍ଷେତ୍ରରେ ଶାସକ ଦଳ କରୁଛି ବିରୋଧ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) :
Read More...

ନାବାଳିକାକୁ ବଳାତ୍କାର କରି ପୁଇଁନ୍ତଲା ପୋଲିସ ହାତରେ ବନ୍ଧା ହେଲା ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକାକୁ ବଳାତ୍କାର କରି ଆଜି ପୁଇଁନ୍ତଲା ପୋଲିସ ହାତରେ ଜଣେ ଯୁବକ ବନ୍ଧା ହୋଇଥିବା ନେଇ ବୋଲି ଖବର ମିଳିଛି । ସୂଚନା ଅନୁସାରେ, ପୁଇଁନ୍ତଲା ଥାନା କୁରେଭନା ଗ୍ରାମର ରାଜା ଭେଶ୍ରା(୨୩) ନାମକ ଜଣେ ଯୁବକ ସେହି ଗାଁ ଜଣେ ୧୪ବର୍ଷର ନାବାଳିକା ଝିଅକୁୁ ନିଜ
Read More...

ଖପ୍ରାଖୋଲ ଅଞ୍ଚଳରୁ ନକଲି ବଙ୍ଗାଳି ଡାକ୍ତର ଗିରଫ : କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନକୁ ଦିନ ମଣିଷ ଆଧୁନିକତା ଆଳରେ ଆଗକୁ ଆଗକୁ ମାଡ଼ି ଚାଲିଛି । ଫଳରେ ଆମର ଆଚାର, ବ୍ୟବହାର, ଚାଲି ଚଳଣୀ, ଖାଇବା, ପିଇବା, ପିନ୍ଧିବା ସବୁକିଛି ବଦଳିବାରେ ଲାଗିଛି । ଏଥିସହିତ ପ୍ରତ୍ୟେକ ଜିନିଷର ଦାମ୍ ବଢ଼ିବାରେ ଲାଗିଛି । ତେବେ ଏପରି ବିଭିନ୍ନ ସମସ୍ୟା
Read More...

ସୋହେଲା ବ୍ଲକଠାରେ ମିଲେଟ ଶକ୍ତି ଟିଫିନ୍ ସେଣ୍ଟର ଉଦ୍‌ଘାଟିତ

ସୋହେଲା/ବରଗଡ : ସଂପ୍ରତି ବରଗଡ ଜିଲ୍ଲାର ସୋହେଲା ବ୍ଲକରେ ମିଶନ ଶକ୍ତି ଟିଫିନ୍ ସେଣ୍ଟର ଜୟ ଅମ୍ବେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ମିଲେଟ୍ସ ମିଶନ ଓ ୱାସନ୍‌ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ପୂର୍ବତନ ଶ୍ରମ
Read More...

ଆଠ ଦିନ ହେବ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ନାବାଳିକା ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆଠ ଦିନ ହେବ ଜଣେ ନିଖୋଜ ଯୁବତୀଙ୍କ ପତ୍ତା
Read More...