Monthly Archives

June 2023

‘କୋଶଳ ପ୍ରବାହ’ର ପ୍ରଭାବ : ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏନ୍‌ଏଚ୍‌ ଉପରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏକ ବ୍ରିଜ ସାମ୍ନାରେ ଏନ୍‌ଏଚ୍‌ ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିବା ବେଳେ ଗତକାଲି ଏ ସଂପର୍କରେ 'କୋଶଳ ପ୍ରବାହ'ରେ ଖବର ପରିବେଷଣ ହେବାର ଘଂଟାଏ ଭିତରେ ବିଭାଗୀୟ କର୍ମଚାରୀମାନେ ଆସି ମରାମତି
Read More...

ମହୁଲପାଲିରେ ଆମ ପୋଲିସ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ମହୁଲପାଲି ଗ୍ରାମ ପଞ୍ଚାୟତରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ ଗାଁମାନଙ୍କୁ କିପରି ନିଶା କାରବାର ବନ୍ଦ ହେବ ତଥା ମହିଳାମାନଙ୍କ ଭିତରେ ସଚେତନ ହେଲେ ଗାଁରେ କୌଣସି ନିଶା
Read More...

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପର୍ଶୁରାମ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା' ମନ୍ଦିରରେ ରବିବାର ଶ୍ରୀ ଜଗନ୍ନାଥ ପର୍ଶୁରାମ ଅବତାର ଧାରଣ କରିଛନ୍ତି । ଏହାକୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ।
Read More...

ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ

ଅନୁଗୋଳ, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁଗୋଳ ଜିଲ୍ଲା ଆନୁକୂଲ୍ୟରେ ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ଗୋଁଣ୍ଡଭବନ ଅମ୍ବସରମୁଣ୍ଡାଠାରେ ପାଳିତ ହୋଇଯାଇଛି । ଗୋଁଣ୍ଡୱାନା ରାଜ୍ୟ ମହାରାଜା ସଂଗ୍ରାମ ଶାହା ମଣ୍ଡାବୀଙ୍କ କୂଳବଧୁ ମହାରାଣୀ ଦୁର୍ଗାବତୀ
Read More...

ମହାରାଣୀ ଦୁର୍ଗାବତୀଙ୍କ ଜୀବନୀ ପାଠ୍ୟ ପୁସ୍ତକରେ ସାମିଲ ପାଇଁ ଦାବୀ

ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନ ପରିସରରେ ଗୋଁଣ୍ଡୱାନା ମହାରାଣୀ ଦୁର୍ଗାବତୀ ମଣ୍ଡାବିଙ୍କ ୪୬୦ତମ ଆତ୍ମ ବଳିଦାନ ଦିବସ ପାଳିତ ହୋଇଯାଇଛି ।
Read More...

ନେପାଳର କାଠମାଣ୍ଡୁ ସାହିତ୍ୟ ସଭାରେ ଯୋଗଦେଲେ ପଦ୍ମଶ୍ରୀ ହଲଧର ନାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱସ୍ତରୀୟ ନେପାଳ କାଠମାଣ୍ଡୁ ସାହିତ୍ୟ ମଞ୍ଚରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ "ମେଡନେସ୍ ଏଣ୍ଡ ଏନ୍ଥୋଲୋଜି ଅଫ୍ ୱାର୍ଲଡ ପଏଟ୍ରି" ବହି ଉନ୍ମୋଚନ ସହିତ କବିତା ଆବୃତ୍ତି କରି ଉପସ୍ଥିତ ସାହିତ୍ୟ ପ୍ରେମୀଙ୍କୁ ବିମୋହିତ କରିଥିଲେ । ଏହା ଆମର ଭାଷା
Read More...

ଇଲେକ୍ଟ୍ରି କାମ କରୁଥିବା ସମୟରେ ଲାଇନମେନ ସନାତନ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇଲେକ୍ଟ୍ରି କାମ କରୁଥିବା ସମୟରେ ଲାଇନମେନ ସନାତନ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ କର୍ମୀମାନଙ୍କ ଅସାବଧାନତା କାରଣରୁ ସନାତନ ପାଣ୍ଡେ ଗତକାଲି ଦିନ ୧୧ଟାରେ ଗୋଟିଏ ଇଲେଟ୍ରି ଖୁଣ୍ଟକୁ ଚଢି ଲାଇନ କାମ କରୁଥିଲେ । ତେବେ କାମ କରିବା ସମୟରେ ଅନ୍ୟ
Read More...

ମଦନପୁରଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ

୧୦୦ ଛାତ୍ର ପାଇଁ ନୂତନ ହଷ୍ଟେଲ ପାଇଁ ଶିଳାନ୍ୟାସ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟଠାରେ ଆଜି (ଶନିବାର) ସଭାପତି ପ୍ରକାଶ ମାଝୀଙ୍କ ସଭାପତିତ୍ୱରେ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ
Read More...

୪୬୦ତମ ଆତ୍ମ ଗୌରବ ଦିବସ ପାଳିତ

ବଡ଼ମାଳ, (କେପିଏନ୍‌ଏସ୍‌) : ବଡ଼ମାଳ ଗୋଳବାରୁଦ କାରଖାନାଠାରେ ରାଣୀ ଦୁର୍ଗାବତୀ ମହିଳା ମଣ୍ଡଳ ଦ୍ୱାରା ଗୋଣ୍ଡୱାନା ରାଣୀ ଦୁର୍ଗାବତୀଙ୍କ ୪୬୦ତମ ଆତ୍ମ ଗୌରବ ଦିବସ ଇତି ମଧ୍ୟରେ ପାଳିତ ହୋଇଯାଇଛି । ମହିଳା ମଣ୍ଡଳର ସଭାପତି ଶ୍ରୀମତୀ ବୀଣାପାଣି ନେଟିଙ୍କ ସଭାପତିତ୍ୱରେ ପ୍ରଥମେ ରାଣୀ
Read More...

ଡୁଡୁକା ଆଦର୍ଶ ବିଦ୍ୟାଳୟରେ ପିଟିଏ ବୈଠକ : ଭରଚୁଏଲ୍‌ ମାଧ୍ୟମରେ ନୂତନ ଛାତ୍ରଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ଆଦର୍ଶ ବିଦ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଥିଲା । ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ଆଦର୍ଶ ବିଦ୍ୟାଳୟରେ ନୂତନ ଭାବରେ ନାମ ଲେଖାଇଥିବା
Read More...